ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବନରକ୍ଷୀଙ୍କୁ ଦଳିଦେଲା ଦନ୍ତା

ଭାଙ୍ଗିଲା ୩ ବାଇକ୍‌, ୫ ସାଇକେଲ; ଉତ୍ତେଜନା; ରେଞ୍ଜ୍‌ର, ଭିଏଏସ୍‌ ଅଟକ କଙ୍କଡ଼ାହାଡ଼ : ବିପଦରେ ପଡ଼ିଥିବା ଦନ୍ତାକୁ ବଞ୍ଚାଇବାକୁ ଯାଇ ଆଜି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ୍‌ ଗତରେଇର ବନରକ୍ଷୀ ଗିରୀଶ ବିଶ୍ୱାଳ ନିଜ ଜୀବନ ହରାଇଛନ୍ତି। ଖୋଦ୍‌ ବିପଦରେ ପଡ଼ିଥିବା ହିଂସୁକ ଦନ୍ତା ହିଁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ସେନାମୁଖ୍ୟ : ଆଶୀର୍ବାଦ ଲୋଡ଼ିଲେ

ପୁରୀ : ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ସପତ୍ନୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୦ଟା ୪୦ ମିନିଟରେ ସେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ବାହାରକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେଠାରୁ ବାହାରି ବିମଳା…
ଅଧିକ ଖବର ଦେଖନ୍ତୁ...

କ୍ଷତି ୪୦ କୋଟି, ଶ୍ରମିକ ଗୁରୁତର

ରାଉରକେଲା : ରକ୍ଷଣାବେକ୍ଷଣକୁ ଅଣଦେଖା କରି କର୍ତ୍ତୃପକ୍ଷଙ୍କ ଉତ୍ପାଦନ  ବୃଦ୍ଧି ନିଶାର କୁପରିଣାମ ସ୍ୱରୂପ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ଆଜି ପୁଣି ଦୁର୍ଘଟଣା ଘଟିଛି। ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ଷ୍ଟିଲ୍‌ ମେଲ୍ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌)-୨ରୁ କାଷ୍ଟରକୁ  ଉତ୍ତପ୍ତ…
ଅଧିକ ଖବର ଦେଖନ୍ତୁ...

ରୋଜ୍‌ଭ୍ୟାଲି ଏମ୍‌ଡିଙ୍କୁ ଜାମିନ: ୩ କୋଟି ଟଙ୍କା ଓ ପାସ୍‌ପୋର୍ଟ ଜମା ଦେବେ

କଟକ : ରୋଜ୍‌ଭ୍ୟାଲି ପରିଚାଳନା ନିର୍ଦ୍ଦେଶକ ଶିବମୟ ଦତ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦତ୍ତଙ୍କୁ ୩ କୋଟି ଟଙ୍କାର ନଗଦ ଜମା ସହିତ ୫୦ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ ପାଇଁ ନିମ୍ନ ଅଦାଲତଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

କଟକ : ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ହାଇକୋର୍ଟ ଆଜି ଜାମିନଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଆଜି ଏଫ୍‌.ମାଝିଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରୁ ସର୍ତ୍ତମୂଳକ ଡିସ୍‌ଚାର୍ଜ ହେବେ କୁନ୍ଦୁଲି ପୀଡ଼ିତା

କଟକ : ଏସ୍‌ସିବି ମେଡିକାଲ୍‌ରୁ ସର୍ତ୍ତମୂଳକ ଭାବେ କୁନ୍ଦୁଲି ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରାଯିବ। ତାଙ୍କର ମେଡିସିନ୍‌ କିମ୍ବା ସର୍ଜରୀରେ କୌଣସି ଚିକିତ୍ସାର ଆବଶ୍ୟକତା ନଥିବାବେଳେ ସାଇକାଟ୍ରିକ୍‌ ଥେରାପି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କନ୍ତୁ ମାନସିକ ରୋଗ ଓ୍ଵାର୍ଡକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ତିନି ମେଣ୍ଢାଙ୍କ କଲିଜା ଖାଇଲା ଅଜଣା ଜନ୍ତୁ

ନିଆଳି : ଗତ ସପ୍ତାହ ମଧ୍ୟରେ ଅଜଣା ଜନ୍ତୁ ୧୮ଟି ମେଣ୍ଡାର ଜୀବନ ନେଲାଣି। ଗତକାଲି ଶୁକ୍ରବାର ରାତିରେ ଅଜଣା ଜନ୍ତୁ ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ (ବାଲିକୁଦ) ଗ୍ରାମର ତିନିଟି ଗୁହାଳ ମଧ୍ୟରେ ପଶିି ୩ଟି ମେଣ୍ଢାକୁ ମାରି କଲିଜା ଖାଇଯାଇଥିବା ବେଳେ ଅନ୍ୟ ଏକ ମେଣ୍ଢାକୁ ଆହତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହରୁ ପତିପତ୍ନୀଙ୍କ ଆତ୍ମହତ୍ୟା

ବାଙ୍ଗିରିପୋଷି/କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ବ୍ରାହ୍ମଣଗାଁ ପଞ୍ଚାୟତ ସରବଣିଆ ଗାଁରେ ପାରିବାରିକ କଳହରୁ ପତିପତ୍ନୀ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହେଲେ ଗୁଞ୍ଜୁ ଟୁଡୁ (୩୫) ଓ ତାଙ୍କ ଦ୍ୱିତୀୟ ପତ୍ନୀ ଡୁଲି ଟୁଡୁ (୨୫)। ଗୁଞ୍ଜୁ ପୂର୍ବରୁ ବିବାହ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଗିରଫ ଦାବି ଜୋର୍‌ ଧରିଲା : ପୀରହାଟରେ ମନମୋହନଙ୍କ କୁଶ ପୁତ୍ତଳିକା ଦାହ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଠାରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ପୂର୍ବତନମନ୍ତ୍ରୀ ମନମୋହନ ସାମଲଙ୍କ ଗିରଫ ଦାବି କରି କୁଶ ପୁତ୍ତଳିକା ଦାହ କରାଯାଇଛି। ସ୍ଥାନୀୟ ପୁରୁଣା ବଜାରରୁ ଶହ ଶହ କର୍ମୀ ପୂର୍ବାହ୍ନରେ ବିଶାଳ ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ୫୦ଲିଟର ମହୁଲି ମଦ ଓ ବାଇକ ଜବତ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗର କର୍ମଚାରୀମାନେ ଶନିବାର ୫୦ଲିଟର ମହୁଲି ମଦ ଓ ବାଇକ(ଓଆର ୦୧ଆର ୨୧୭୩) ଜବତ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କର୍ମଚାରୀମାନେ ମିରିଗିଣି ଗାଁ ମୁଣ୍ଡରେ ନୀଳଗିରି ବଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...