ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

ବୁର୍ଲା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ଗାଁର ଅଯୋଧ୍ୟା ପୋଢଙ୍କ ଝିଅ ଭାରତୀ ପୋଢ(୨୮)ଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଛି। ଗତ ୮ ତାରିଖ ରାତି ୧୧ଟାରେ ସେ ପାଣି ଗରମ କରୁଥିବା ବେଳେ ଗ୍ୟାସ ନିଆଁ ତାଙ୍କ ଦେହରେ ଲାଗିଯିବାରୁ ଶରୀର ପ୍ରାୟ ୪୦ ପ୍ରତିଶତ ଅଂଶ ପୋଡି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜାଲ ଟିଡିଆର ମାମଲା: ବଣ୍ଟି ଅଗ୍ରଓ୍ଵାଲ ସହ ବାପା ଓ ପତ୍ନୀକୁ ନେଇ ନୂଆପଡ଼ାରେ ପହଞ୍ଚିଲା ପୁଲିସ

ନୂଆପଡ଼ା: ବ୍ୟାଙ୍କ ଡିଡିଆର ଜମାରେ ଚଞ୍ଚକତା କରି ପୂର୍ତ୍ତ ଓ ଗ୍ରାମ ଉନ୍ନୟନ ବିଭାଗରୁ କୋଟି କୋଟି ଟଙ୍କାର ଠିକା କାମ ହାତେଇଥିବା କଳାହାଣ୍ଡିର ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ, ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଦେବୀଙ୍କୁ ହରିଆଣା ରାଜ୍ୟ ଭିବାନୀ ଜିଲ୍ଲା ହୁଡସିଟି…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ, ସ୍କୁଟି ଲୁଟ୍‌

ଫୁଲନଖରା: ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଚନ୍ଦ୍ରମଣି ପରିଡା (୪୫) ଆଜି ସକାଳେ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଳଗାଇ ଭୟଭୀତ କରିବା ସହ ଭୁଜାଲିରେ ଆକ୍ରମଣ କରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ (୩୫)ଙ୍କ ବିଦ୍ୟୁତ୍‌ ସ୍ପର୍ଶରେ ମୃତ୍ୟୁ ଘଟିଛି। ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ ଆଜି ସକାଳ ୯ଟା ସମୟରେ ନିଜ ଚାଷ ଜମିକୁ ଧାନ କାଟିବା ନିମନ୍ତେ ଯାଉଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି…
ଅଧିକ ଖବର ଦେଖନ୍ତୁ...

ଡିକି ଭାଙ୍ଗି ୮୦ ହଜାର ଟଙ୍କା ଚୋରି

ମାଲକାନଗିରି: ଆଜି ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୮୦ ହଜାର ଟଂକା ଚୋରି ହୋଇଛି। ବରିଷ୍ଠ ନାଗରିକ ବିମଳ ମିସ୍ତ୍ରୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବାଲିମେଳା ଛକ ନିକଟରେ କିଛି ସମୟ ରହି ବହି ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅନୁସରଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

ମା’ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପାନ୍ଥନିବାସ ଛକରେ ଏକ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି କଳାମାଠିଆ ପାହି ଗାଁର…
ଅଧିକ ଖବର ଦେଖନ୍ତୁ...

ଓ୍ଵାକୋ ଓଡ଼ିଶା କିକ୍‌ବକ୍‌ସିଙ୍ଗ ଖେଳାଳିଙ୍କୁ ୩ଟି ସ୍ୱର୍ଣ୍ଣ ପଦକ

ନାଲକୋନଗର: ହଙ୍ଗେରୀର ବୁଡ଼ାପେଷ୍ଟଠାରେ ଚଳିତ ମାସ ୩ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଶେଷ ହୋଇଥିବା ଓ୍ଵାକୋ କିକ୍‌ବକ୍‌ସିଙ୍ଗ ଚମ୍ପିଅନସିପ୍‌ରେ ଓଡ଼ିଶାର ଖେଳାଳି ୩ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତରୁ ୧୩ଜଣ ଖେଳାଳି ଭାଗ ନେଇଥିବାଳେ ଓଡ଼ିଶାର ୪ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ୩୦୦ ପିଲାଙ୍କୁ ପଢ଼ାନ୍ତି ୪ଜଣ ଶିକ୍ଷକ, ଶିଶୁ ଦିବସରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

ମାଲକାନଗିରି: ଭୁବନେଶ୍ୱରରେ ବିରାଟ ଆୟୋଜନ ସହିତ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆନୁସଙ୍ଗିକ ସୁବିଧା ନଥିବାରୁ ଖଇରପୁଟ ବ୍ଲକର ଆମ୍ବିକିପୁଟରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଶିଶୁଦିବସ ପାଳନ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ

ପୁରୀ: ପିପିଲି ବ୍ଲକ୍‌ କଣ୍ଟିନୋଡାଲସ୍ଥିତ ଏକ ସ୍କୁଲରେ ମଙ୍ଗଳବାର ଶିଶୁଦିବସ ପାଳନ ଚାଳିଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ପିଣ୍ଟୁ ବାରିକ୍‌ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସ୍କୁଲ ପ୍ୟାଣ୍ଟ-ସାର୍ଟ ପିନ୍ଧି ଶିଶୁ ଦିବସ ପାଳନ କରିବା…
ଅଧିକ ଖବର ଦେଖନ୍ତୁ...

ନରସିଂହପୁର: ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ନଖିପଡ଼ା ଗ୍ରାମରେ ମଙ୍ଗଳବାର ଭୋର୍‌ ସମୟରେ ଚାରି ପାଞ୍ଚ ଜଣ ଦୁର୍ବୃତ୍ତ ମିଶି ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରମାନେ ଗ୍ରାମର ଜଣକ ଘର ସହ ଏକ ଦୋକାନ ମଧ୍ୟରୁ ଚୋରି କରିଛନ୍ତି ବୋଲି ଗ୍ରାମବାସୀ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ସେମାନେ…
ଅଧିକ ଖବର ଦେଖନ୍ତୁ...