ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

୭ ବାଇକ୍‌ ଲୁଟେରା ଗିରଫ, ୨୧ ବାଇକ୍‌ ଜବତ

ରାଉରକେଲା : ସୁନ୍ଦରଗଡ ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ ଜିଲ୍ଲାରେ ନେଟ୍‌ଓ୍ଵାର୍କ ଚଳାଇଥିବା ବାଇକ୍‌ ଲୁଟେରା ଗ୍ୟାଙ୍କର ମାଷ୍ଟରମାଇଣ୍ଡ ସମେତ ୭ଜଣଙ୍କୁ ଆଜି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧ କଲ୍ୟାଣୀ ବସ୍ତିର ଶତ୍ରୁଘ୍ନ ବୈଇଥା (୨୬), ବିଶ୍ରା ଥାନା…
ଅଧିକ ଖବର ଦେଖନ୍ତୁ...

ଘରୁ ଘୋଷାରି ଆଣି ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ

ଗାଁରେ ପଶିପାରୁନାହାନ୍ତି ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ଜଗତସିଂହପୁର ଟାଉନ୍‍ : କୋରାପୁଟ ବା କଳାହାଣ୍ଡି ଭଳି ଅନୁନ୍ନତ କି ଦୁର୍ଗମ ଜିଲ୍ଲା ନୁହେଁ ଖୋଦ୍‌ ଉପକୂଳ ଜିଲ୍ଲା ଜଗତ୍‌ସିଂହପୁରରେ ବସିଛି କଙ୍ଗାରୁ କୋର୍ଟ। ଚୋରି ଅଭିଯୋଗରେ ଗ୍ରାମବାସୀ ଏକ ଦମ୍ପତିଙ୍କୁ ଘରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଆଜି ପଇତା ଲାଗି: ୩ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ମହାପ୍ରଭୁଙ୍କର ପଇତା ଲାଗି ହେବାକୁ ଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସାଧାରଣ ଦର୍ଶନ ହେବ ନାହିଁ। ଅପରାହ୍ନ ୩ଟାରୁ ପାଖାପାଖି ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଶ୍ରୀଅଙ୍ଗ ସେବା ହୋଇଥିବାରୁ ଦଇତାପତି ସେବକମାନେ ଏହି ସେବା ସମ୍ପନ୍ନ କରିବେ।…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ବୁର୍ଲା ପ୍ଲାନେଟାରିୟମ

ଭୁବନେଶ୍ୱର : ଗତ ଗୁରୁବାରଠାରୁ ବନ୍ଦ ପଡ଼ିଥିବା ବୁର୍ଲାର ପ୍ଲାନେଟାରିୟମରେ ଆଜିଠାରୁ ଖୋଲିଛି। ଆଜି ୧୧ଟା ୪୫ରେ ପ୍ରଥମ ସୋ ଆରମ୍ଭ ହେବା ପରେ ଲୋକେ ଧାଡ଼ିବାନ୍ଧି ଟିକେଟ୍‌ କରି ସୋ ଉପଭୋଗ କରିଥିଲେ। ମିଳିଥିବା ସୂଚନା ମୁତାବକ ସ୍ଥାପନ ହୋଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ ଲୋକାର୍ପିତ

କଟକ : ସଂଗ୍ରହାଳୟ ଇତିହାସର ଦର୍ପଣ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନବିିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି। ଓଡ଼ିଶା ହାଇକୋର୍ଟ ଉଦ୍ୟମରେ ବାରବାଟୀ ଦୁର୍ଗସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପୁରୁଣା ବାସଭବନରେ…
ଅଧିକ ଖବର ଦେଖନ୍ତୁ...

ଶାନ୍ତନୁ ଆତ୍ମହତ୍ୟା ଘଟଣା : ହ୍ଵାଟସ୍‌ଆପ୍‌ ଓ ଫେସ୍‌ବୁକ୍‌ ରିପୋର୍ଟକୁ ଅପେକ୍ଷା

ପୁରୀ : ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ରଙ୍କ ବହୁଚର୍ଚିତ ଆତ୍ମହତ୍ୟା ଘଟଣା ନେଇ ପୁଲିସର ତନାଘନା ଜାରି ରହିଛି। ମୃତ ଶାନ୍ତନୁଙ୍କ ପତ୍ନୀ ଅନୀତା ଓ ତାଙ୍କ ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହ ଆଜି ଦୁଇଟି ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଲୁଟିନେଲେ ୯ ଲକ୍ଷର ସୁନାଗହଣା

ରାଉରକେଲା : ସେକ୍ଟର-୭ ଆର୍‌ଏସ୍‌ପି କ୍ୱାର୍ଟର୍ସରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୯ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧୦ହଜାର ଟଙ୍କା ଲୁଟି ନେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଆର୍‌ଏସ୍‌ପି କର୍ମଚାରୀ ଲମ୍ବୋଧର ମହାନ୍ତ ଏବଂ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ଘରେ ଶୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ତଦନ୍ତ ଏମିତି : ବିନା ଦୋଷରେ ଜେଲ୍‌!

କଟକ/ଜଗତସିଂହପୁର : ଅଭିଯୁକ୍ତର ନାମ ଭାରତ ଭୂଷଣ ବାରିିକ । କିନ୍ତୁ ପୁଲିସ ଘରୁ ଉଠାଇ ଆଣି ଗିରଫ କଲା ଭରତ କୁମାର ବାରିକଙ୍କୁ। ଭରତଙ୍କ ପରିବାର ଲୋକେ ପୁଲିସକୁ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି କିଛି ଶୁଣି ନଥିଲେ । ନିର୍ଦ୍ଦୋଷ କୁହାଯାଉଥିବା ଭରତ ଚୌଦ୍ୱାର ଜେଲ୍‌ରେ ବିଚାରାଧୀନ…
ଅଧିକ ଖବର ଦେଖନ୍ତୁ...

ଡେଲାଙ୍ଗରେ ବୋମାମାଡ଼, ରାସ୍ତାରୋକ

ଡେଲାଙ୍ଗ : ମୁନିନ୍ଦା ଗ୍ରାମରେ ଥିବା ପଞ୍ଚାୟତ ପୋଖରୀରୁ ଗ୍ରାମବାସୀଙ୍କ ଦ୍ୱାରା ଦଳ ସଫେଇ ବେଳେ ଆଜି ଅଭାବନୀୟ ସ୍ଥିତି ଉପୁଜିଛି। ଏହାକୁ ନେଇ ସେଠାରେ ବୋମାମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଅଭିଯୋଗରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ବିଜେଡି କର୍ମୀଙ୍କ ଭଙ୍ଗାରୁଜା, ଦୁଇ ଗିରଫ

ରାଜଗାଙ୍ଗପୁର : କାଂସବାହାଲସ୍ଥିତ ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ ଓରଫ ପାପୁନ୍‌ ଓ ତାଙ୍କ ଦଳୀୟ ସହଯୋଗୀ ଚନ୍ଦନ ଷଣ୍ଢ (୪୦) ଓରଫ ଗୋପୀଙ୍କୁ ରାଜଗାଙ୍ଗପୁର ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳରେ…
ଅଧିକ ଖବର ଦେଖନ୍ତୁ...