ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ହୀରାକୁଦର ୨ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ସ୍ପର୍ଶ କରି ସାରିଛି। ନିର୍ଧାରିତ ସମୟ ଅନୁଯାୟୀ ଏହା ସେପ୍‌ଟେମ୍ବର ୩୦ ସୁଦ୍ଧା ଜଳଭଣ୍ଡାର ଭର୍ତି ହୋଇ ଯାଇଛି। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଅପେକ୍ଷାକୃତ କମ୍‌ ଦିନ ପାଇଁ ଓ କମ୍‌ ସଂଖ୍ୟକ ଗେଟ୍‌ ଖୋଲା ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ମୃତ

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥରେ ମାନେଶ୍ୱରଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ବିଦ୍ୟୁତ୍‌ ଥାନାରେ ଏଏସ୍‌ଆଇଭାବେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା ମିରିଗାମୁଣ୍ଡା ଗାଁର ରାମ ବାଗ ରବିବାର ରାତି ୮ଟା ବେଳେ ସମ୍ବଲପୁରରୁ ଏକ ବାଇକ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

କିସିଣ୍ଡା ଡାଙ୍ଗଟେକା ଜଙ୍ଗଲରୁ ମାଓ ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର : ମାଓବାଦୀ ସଙ୍ଗଠନ ସମ୍ବଲପୁରକୁ ଏତେ ଶୀଘ୍ର ଛାଡ଼ିବ ନାହିଁ। ଯେକୌଣସି ସମୟରେ ଏଠାରେ ବଡ଼ ଆକ୍ରମଣ ପାଇଁ ପ୍ରଚେଷ୍ଟା ଜାରି ରଖିଛି ମାଓ ସଙ୍ଗଠନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କିସିଣ୍ଡା ଡାଙ୍ଗଟେକା ସଂରକ୍ଷିତ ଜଙ୍ଗଲରୁ ପୋତାହୋଇଥିବା ୨ଟି ରାଇଫଲ, ୪୮୪ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଖାଦ୍ୟ ଖାଇ ୮ ଅସୁସ୍ଥ

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ସଦର ଗୋବିନ୍ଦପୁର ସିଏଚ୍‌ସି ମେଡିକାଲରେ ବୁଧବାର ବିଷାକ୍ତ ଖାଦ୍ୟ ଖାଇ ପରିବାରର ୮ ଜଣ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ବିଜାଡିହି ଗାଁର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ସମ୍ବଲପୁର ଦେଇ ଦିଲ୍ଲୀ ଯିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ଖୁସିର ଖବର ଆଣିଛି ଭାରତୀୟ ରେଳବାଇ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଦିଲ୍ଲୀରେ ପହଞ୍ଚିବ। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀରେ ରେଳମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶୀର୍ଷ ସ୍ତରରେ ହୀରାକୁଦ, ୩ ସ୍ଲୁଇସ୍‌ ଗେଟ୍‌ ଖୋଲା

ସମ୍ବଲପୁର : ସୋମବାର ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ସକାଳେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଥିବା ବେଳେ ରାତି ୯ଟାରେ ପୁଣି ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ସର୍ବମୋଟ ୩ ଗେଟ୍‌ ଦେଇ କ୍ୟୁସେକ ଜଳ ମହାନଦୀରେ…
ଅଧିକ ଖବର ଦେଖନ୍ତୁ...

ଆଜି ଖୋଲିବ ହୀରାକୁଦ ଗେଟ୍‌!

ସମ୍ବଲପୁର : ସୋମବାର ହୀରାକୁଦ ବନ୍ଧ ଗେଟ ଖୋଲାଯିବାର ସମ୍ଭାବନା ରହିଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ ରବିବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୯ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୦ ହଜାର ୭୪୯ ଘନଫୁଟ ପାଣି…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ : ହୀରାକୁଦ ଥାନା ଘେରିଲେ ଲୋକେ

ହୀରାକୁଦ : ଶିଳ୍ପନଗରୀ ହୀରାକୁଦରେ ପୁଲିସ୍‌ ମାଡ଼ରେ ବିଶ୍ୱନାଥ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଶନିବାର ରାତିରେ ହୀରାକୁଦ ଥାନା ଘେରାଉ କରିଛନ୍ତି। ଘଟଣା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମାଡ଼ପିଟ, ଯୁବକ ଗିରଫ

ରେଙ୍ଗାଲି: ଶାସନ ଥାନା ଖଟଖଟିଆ ପଡ଼ାର ଜଣେ ମହିଳାଙ୍କ ଘରକୁ ପଶି ମାଡପିଟ କରିବା ସହ ଅସଭ୍ୟ ବ୍ୟବହାର କରି ଜୀବନରେ ମାରିଦେବା ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛି। ପୀତବାସ ମୁଗୁରିକୁ ଏନେଇ ଏକ ମାମଲାରେ କୋର୍ଟ ଚାଲାଣ କରାଯାଇଛି। ସେ ପଡାର କିଶୋରି ମହାନନ୍ଦିଆଙ୍କ ଘରକୁ ତାଙ୍କ ପୁଅକୁ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଗିରଫ

ସମ୍ବଲପୁର: ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଜୟନାରାୟଣ ମିଶ୍ର ସମେତ ୧୪ଜଣ ବିଜେପି କର୍ମୀ ଗିରଫ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବା ଆଶାରେ…
ଅଧିକ ଖବର ଦେଖନ୍ତୁ...