ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ବର୍ଷେ ବିତି ନଥିଲା ବିବାହ: ଡିଟିଏଚ୍‌ ସଜାଡ଼ିବାକୁ ଯାଇ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବୀରମହାରାଜପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥଥର ନୂଆଁପାଲିଠାରେ ଡିଟିଏଚ୍‌ କେବୁଲ୍ ତାର ସଜାଡ଼ିବାକୁ ଯାଇ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜ୍ୟୋତିରଂଜନ ଖମାରୀ (୩୩)। ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ରତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେଉଛି । ଏହି କ୍ରମରେ ବୀରମହାରାଜପୁର ନିର୍ବାଚନରୁ ବିଜେଡ଼ି ଟିକେଟ୍ ଆଶାୟୀ ଥିବା ବୀରମହାରାଜପୁର ଯୁବ ବିଜେଡ଼ି ସଭାପତି ତଥା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ଏକଦା…
ଅଧିକ ଖବର ଦେଖନ୍ତୁ...

ପଞ୍ଚଶମ୍ଭୁ ମହାମିଳନ ଉତ୍ସବ: ଯୋଗଦେଲେ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଓ ଉପାଧ୍ୟକ୍ଷ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଲୁମୁରଜେନା ଗ୍ରାମରେ ରବିବାର ଷଷ୍ଠତମ ପଞ୍ଚଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ଏଥିରେ ମୟୂରକଟାର ସିଦ୍ଧେଶ୍ୱର ବାବା, ଯାଲୋଏର ଜମ୍ବେଶ୍ୱର ବାବା, ଜାମଗାଁର ଭୁବନେଶ୍ୱର ବାବା,…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ଜବତ ୫୫ ଲକ୍ଷ କାହାର? ଖୋଳତାଡ଼ କରୁଛି ପୁଲିସ, ୬ ଅଟକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ଡୁଙ୍ଗୁରିପାଲି ରାସ୍ତାର ବିନିକା କଲେଜ ଛକରେ ବିନିକା ଥାନା ପୁଲିସ ଶୁକ୍ରବାର ରାତିରେ ଏକ କାର୍‌ରୁ ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏତେ ପରିମାଣର ନଗଦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ରେ ଏମିତି ହେଉଛି ଚିକିତ୍ସା: ଷ୍ଟୋରରେ ପଡ଼ିଛି ହ୍ୟାଣ୍ଡ ଲାପ୍ରୋସ୍କୋପି ମେସିନ୍‌

ରାଉରକେଲା: ପରିଚାଳନାଗତ ତ୍ରୁଟି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। ବାରମ୍ବାର ଏମିତି ଅଭିଯୋଗ ଆସୁଛି। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନି। କେତେବେଳେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରକୁ କାର୍‌ରେ ନିଆଯାଉଥିଲା ୫୫.୨୦ ଲକ୍ଷ, ନାକା ଚେକିଂ ବେଳେ ବିନିକାରେ ଧରାପଡ଼ିଲା, ୬ ଜଣ ଅଟକ

ବିନିକା: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିବା ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ସହ ଏକ ରୁପେଲି ଦାମୀକାର୍‌କୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି। ଏଥି ସହିତ ଟଙ୍କା ନେଇକି ଯାଉଥିବା ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚାରଉଚରା…
ଅଧିକ ଖବର ଦେଖନ୍ତୁ...

ପଦ୍ମନାଭ ବେହେରାଙ୍କ ବିରୋଧରେ ଉଠିଲା ସ୍ବର, ବିଦ୍ରୋହୀ ହେଲେ ବିଜେଡି ଟିକେଟ୍‌ ଆଶାୟୀ ନାରାୟଣ

ବୀରମହାରାଜପୁର: ବିଜେଡିର ଦ୍ଵିତୀୟ ପର୍ଯ୍ୟାୟରେ ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟର ଅନ୍ୟ ବିଧାନସଭା ଆସନ ସମେତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ମଧ୍ୟ ବିଦ୍ରୋହ ଦେଖାଯାଇଛି। ବୀରମହାରାଜପୁରରେ ପୁଣି ଥରେ ପଦ୍ମନାଭ ବେହେରାଙ୍କୁ ବିଜେଡିରୁ ଟିକେଟ ମିଳିଲା ପରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ କଲା ବିଜେଡ଼ି, ନାରାୟଣଙ୍କ ଉପରେ ସମସ୍ତ ନଜର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଂରକ୍ଷିତ ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ବିଜେଡ଼ି ନେତା ପଦ୍ମନାଭ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ଦେଇଛନ୍ତି। ଦଳୀୟ ଟିକେଟ ପାଇବାପରେ ସମ୍ବାଦକୁ ତାଙ୍କ ପ୍ରତିକ୍ରିୟାରେ ପଦ୍ମନାଭ…
ଅଧିକ ଖବର ଦେଖନ୍ତୁ...

ମହାଦେବଙ୍କ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ ରଘୁ ଜଗଦଲା, ଅସନ୍ତୁଷ୍ଟଙ୍କୁ ଭେଟି ମାଗିଲେ ସହଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ରଘୁନାଥ ଜଗଦଲା ଟିକେଟ୍‌ ହାତେଇଛନ୍ତି। ତାଙ୍କୁ ଟିକେଟ୍‌ ମିଳିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ କମିରା ଛକଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମୀ ଓ ନେତା। ବୁଧବାର…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ପାଇଁ ଘୋଷଣା ହୋଇନି ବିଜେଡି ପ୍ରାର୍ଥୀ, ମଧ୍ୟପ୍ରଦେଶରୁ ପହଞ୍ଚିଲା ପ୍ରଚାର ଗାଡ଼ି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ କେବଳ ବିଜେପି ରଘୁନାଥ ଜଗଦଲାଙ୍କୁ ପ୍ରାର୍ଥୀ କରିଛି। ଏପର୍ଯ୍ୟନ୍ତ ବିଜେଡ଼ି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ବିଜେଡ଼ିର ଏକ ପ୍ରଚାର ଗାଡି ଏବଂ ବଡ଼ ଏଲିଡି ଲାଗିଥିବା ଭ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...