ଅନୁସନ୍ଧାନ କରୁଥିବା ବର୍ଗ

Latest

ପଡ଼ୋଶୀ ପୁଅ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ୧୫ ବର୍ଷୀୟା କର୍କଟ ପୀଡ଼ିତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍କଟ ପୀଡ଼ିତା ୧୫ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଦୁଷ୍କର୍ମ ଅଭିଯୁକ୍ତମାନେ ନାବାଳିକାଙ୍କ ପଡ଼ୋଶୀ। ନାବାଳିକାଙ୍କୁ ଏକୁଟିଆ ପାଇଁ ତାଙ୍କ ପଡ଼ିଶା ଘର ପୁଅ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍‌ରେ ଟଏ ସମୀକ୍ଷା କରି ବର୍ଷକୁ ୧୧ ମିଲିୟନ୍‌ ଡଲାର କମାଉଛନ୍ତି ୬ ବର୍ଷିଅ ଏହି ବାଳକ

ରିୟାନ ନାମକ ଜଣେ ୬ ବର୍ଷର ବାଳକ ବର୍ଷକୁ ୧୧ ମିଲିୟନ୍‌ ରୋଜଗାର କରି ଚର୍ଚ୍ଚାରେ। ରିୟାନ୍‌ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଟଏ ସମୀକ୍ଷା କରି ଏହି ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ନାମ ହେଉଛି ‘ରିୟାନ୍‌ ଟଏଜ୍‌ ରିଭ୍ୟୁ’। ଫୋବ୍‌ସ ପତ୍ରିକାରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଉପକାରୀ ବଥୁଆ ଶାଗ, ଦୂର ହୋଇଥାଏ ଅନେକ ରୋଗ

ବଥୁଆ ଶାଗର ଅନେକ ଉପକାରିତା ରହିଛି। ପ୍ରତିଦିନ ଏହି ଶାଗ ଖାଇବା ଦ୍ୱାରା ପଥରୀ ରୋଗରୁ ରକ୍ଷା ମିଳିଥାଏ। ଏହା ଆମାଶୟକୁ ଶକ୍ତି ପ୍ରଦାନ କରେ। ଏହି ଶାଗର ପ୍ରକୃତି ହେଉଛି ଥଣ୍ଡା। ଏହି ଶାଗ ବିଶେଷକରି ଗହମ କ୍ଷେତରେ ଅଧିକ ମାତ୍ରାରେ ହୋଇଥାଏ। ବଥୁଆ ଶାଗରେ ଲୌହ, ସ୍ୱର୍ଣ୍ଣ ଏବଂ କ୍ଷାର ଆଦି…
ଅଧିକ ଖବର ଦେଖନ୍ତୁ...

୭୨ କିଲୋ ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

କନ୍ଧମାଳ: ଗୋଚ୍ଛାପଡ଼ା ପୁଲିସ ଥାନା ପକ୍ଷରୁ ଶନିବାର ଏକ କାର ଉପରକୁ ଚଢ଼ାଉ କରାଯାଇ ୭୨କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଉର୍ମାଗଢ଼ ଘାଟି ରୋଡ଼ ଦେଇ ଯାଉଥିବା କାର (ଓଡି ୦୨ଇ ୮୨୫୭)କୁ…
ଅଧିକ ଖବର ଦେଖନ୍ତୁ...

୧୩୦୦ ଷ୍ଟେଟ ବ୍ୟାଙ୍କ ଶାଖା ନାଁ, ଆଇଏଫଏସସି କୋଡ୍‌ରେ ପରିବର୍ତ୍ତନ ହୋଇଛି

ମୁମ୍ବାଇ : ଭାରତର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସହ ଏହାର ୫ଟି ସହଯୋଗୀ ବ୍ୟାଙ୍କ ସହ ମିଶ୍ରଣ ହେବା ପରେ ଏହି ବ୍ୟାଙ୍କ ପକ୍ଷରୁ ପ୍ରାୟ ୧୩୦୦ଟି ବ୍ୟାଙ୍କ ଶାଖାର ନାଁ ଓ ସେଗୁଡିକର ଆଇଏଫ୍‌ଏସି (ଇଣ୍ଡିଆନ ଫାଇନାନ୍ସ ସିଷ୍ଟମ) କୋଡ୍‌ରେ ପରିବର୍ତ୍ତନ କରାଯାଇଛି । ଏସବୁ ଶାଖା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଆଧାରକୁ କିଏ ଅପବ୍ୟବହାର କରୁଛି ବୋଲି କେମିତି ଜାଣିବେ?

ନୂଆଦିଲ୍ଳୀ: ଆପଣ ଜାଣନ୍ତି କି ଆପଣଙ୍କ ଆଧାରକୁ କିଏ ଅପବ୍ୟବହାର କରୁଛି ସେ ସଂପର୍କରେ କିପରି ଜାଣିବେ? ଆପଣଙ୍କ ଆଧାରକୁ ଅନ୍ୟ କେହି କେଉଁଠାରେ ବ୍ୟବହାର କରୁଛନ୍ତି ତାହାକୁ ଜାଣିବାର କ୍ଷମତା ଆଧାରକାର୍ଡ ସଂପର୍କିତ ସମସ୍ତ ଅସୁବିଧାକୁ ସମାଧାନ କରୁଥିବା ୟୁନିକ୍‌ ଆଡେଣ୍ଟିଫିକେସନ୍‌ ଅଥରିଟି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ରବିବାର ଖେଲାଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କା ସହଜରେ ବିଜୟ ଲାଭ କରିଛି। ଭାରତ ବିପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୩ଟି ଓ୍ଵିକେଟ ହରାଇ ୨୦.୪ ଓଭରରେ ୧୧୪ ରନ୍‌ କରିିଛି। ଆଞ୍ଜେଲା ମେଥ୍ୟୁସ ଅପରାଜିତ ୨୫ ରନ୍‌ ଓ ନିରୋସାନ…
ଅଧିକ ଖବର ଦେଖନ୍ତୁ...

ସୋମବାରଠାରୁ ମିସାଇଲ ଟ୍ରାକିଂ ଡ୍ରିଲ୍‌ କରିବେ ଆମେରିକା,ଜାପାନ ଓ ଦ.କୋରିଆ

ଟୋକିଓ: ପୂର୍ବ ଏସିଆରେ ଉତ୍ତର କୋରିଆର ଉତ୍ପାତ ବଢିଚାଲିଥିବାବେଳେ ଜାପାନ, ଦକ୍ଷିଣ କୋରିଆ ଓ ଆମେରିକାର ଚିନ୍ତା ବଢିଯାଇଛି । ଆମେରିକାର ଧମକ ଓ ଅନ୍ତର୍ଜାତୀୟ ଚାପକୁ ଭୂକ୍ଷେପ ନକରି ଉତ୍ତର କୋରିଆ ବାରମ୍ବାର ଜାପାନ ଓ ଦକ୍ଷିଣ କୋରିଆ ଉପରେ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ବେଳେ ମଝିରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଲା ଲଗୁଚାପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତରପଶ୍ଚିମ ଦିଗରେ ଗତିକରି ସମୁଦ୍ର ମଧ୍ୟରେ ଦର୍ବଳ ହୋଇ ଯାଇଛି। ଏହା ଆଉ ସ୍ଥଳଭାଗ ଆଡ଼କୁ ଗତି କରିବାର କୌଣସି ପ୍ରକାରର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷରେ ହାଇକୋର୍ଟରେ ପଡ଼ି ରହିଛି ୬ଲକ୍ଷ ମାମଲା, ବମ୍ବେ ହାଇକୋର୍ଟ ଶୀର୍ଷରେ

ନୂଆଦିଲ୍ଲୀ: ଦେଶରେ ଯେତିକି ପରିମାଣରେ ହାଇକୋର୍ଟରେ ମାମଲା ଚାଲିଛି ସେହି ପରିମାଣରେ ବିଚାରପତି ନାହାଁନ୍ତି। ଯାହା ଫଳରେ କୋର୍ଟମାନଙ୍କରେ ଲକ୍ଷାଧିକ ମାମଲା ପଡ଼ିରହିଛି। ବିଗତ ୧୦ ବର୍ଷ ଭିତରେ କେବଳ ହାଇକୋର୍ଟମାନଙ୍କରେ ୬ଲକ୍ଷରୁ ଅଧିକ ମାମଲା ପଡ଼ିରହିଥିବା ଏକ ବିଶେଷ ତଥ୍ୟରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...