ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଶରୀରରୁ ଅତିରିକ୍ତ ଚର୍ବି କମ୍‌ କରିଥାଏ କମଳା

କମଳା ଖାଇବାକୁ କାହାକୁ ବା ଭଲ ଲାଗେନା! ଏହାର ଖଟାମିଠା ସ୍ବାଦ ସଭିଙ୍କୁ ଭଲ ଲାଗିଥାଏ। କେବଳ ସ୍ବାଦ ପାଇଁ ଯେ କମଳା ଖାଇବା ଉଚିତ ତାହା ନୁହେଁ, ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଆମକୁ ଏହି ଫଳ ଖାଇବା ଜରୁରୀ। ଏଥିରେ ରହିଛି ଫାଇବର୍‌, ଯାହାକି ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁମିଳନ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବାକୁ ଭାବିବେ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: ପରିବାରରେ ଉତ୍ସବ ଭଳି ପରିବେଶ ରହିବ। ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ଲାଭ ପାଇବେ। ଯାନ କିଣିବା ପାଇଁ ଦିନଟି ଶୁଭ। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧାର ସମ୍ମୁଖୀନ ହୋଇପାରନ୍ତି। ‌ ବୃଷ: କୌଣସି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଜ୍ଜନକ ପଦକ୍ଷେପ ନିଅନ୍ତୁ ନାହିଁ। କଳାକାରଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଖୁସି ଖବର ପାଇବେ। ଅଫିସରେ ସାଥିରେ କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହେବେ।‌ ବୃଷ: କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଯ‌ାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁ ସହ ଲାଗି…
ଅଧିକ ଖବର ଦେଖନ୍ତୁ...

ଜୀବନ-ମନ୍ତ୍ର: ଦୋଳଯାତ୍ରାର ସାତଘେରା

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯେଉଁପରି ନବଦିନ ଯାତ୍ରା, ତାଙ୍କର ଦୋଳଯାତ୍ରା ସେହିପରି ସପ୍ତଦିନ ଯାତ୍ରା। ଏହା ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପ୍ରତିପଦରେ ଶେଷ ହୁଏ। ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ, ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ, ଏହି ଯାତ୍ରାରେ ଶ୍ରୀଦେବୀ,…
ଅଧିକ ଖବର ଦେଖନ୍ତୁ...

ଜୀବନ-ମନ୍ତ୍ର: ପାଞ୍ଜି କଥା

‘ପାଞ୍ଜି’ କହିଲେ ଆଗେ ଚିତ୍ରଗୁପ୍ତଙ୍କ ପାଞ୍ଜି କଥା ମନକୁ ଆସେ। ମୃତ୍ୟୁ ପରେ ଯମ ଭୁବନ ପହଞ୍ଚିଲା ମାତ୍ରେ ଚିତ୍ରଗୁପ୍ତ ପାଞ୍ଜି ଦେଖି ମୃତକ ପାଇଁ ନିର୍ଦ୍ଧାରିତ ଦଣ୍ଡ ବା ପୁରସ୍କାର ଯମରାଜଙ୍କୁ ଜଣାନ୍ତି। ତେବେ ଘରେ ଘରେ ଆମେ ଯେଉଁ ପାଞ୍ଜି ବ୍ୟବହାର କରୁ, ବା ଗାଆଁରେ ନାହାକ ବା…
ଅଧିକ ଖବର ଦେଖନ୍ତୁ...

ସୁଭାଷିତ: କେବେ ମୋର ଚକ୍ଷୁ ଲୋତକାପ୍ଳୁତ ହେବ, ପ୍ରଭୁ!

ନୟନଂ ଗଳଦଶ୍ରୁଧାରୟା ବଦନଂ ଗଦଗଦରୁଦ୍ଧୟା ଗିରା। ପୁଲକୈର୍ନିଚିତଂ ବପୁଃ କଦା ତବ ନାମ ଗ୍ରହଣେ ଭବିଷ୍ୟତି।ା -ଶ୍ରୀଚୈତନ୍ୟ, ଶିକ୍ଷାଷ୍ଟକମ୍ (୬) ଶ୍ରୀଚୈତନ୍ୟ ଷୋଡ଼ଶ ଶତାବ୍ଦୀର କୃଷ୍ଣଭକ୍ତ, ସନ୍ଥ। ତାଙ୍କର ଜନ୍ମ ଫାଲଗୁନ ପୂର୍ଣ୍ଣିମା ବା ଦୋଳପୂର୍ଣ୍ଣିମା। ଅନେକେ ତାଙ୍କୁ ଯୁଗାବତାର ରୂପେ…
ଅଧିକ ଖବର ଦେଖନ୍ତୁ...

ପିଣ୍ତ-ବ୍ରହ୍ମାଣ୍ତ: ବ୍ୟାସ ଅବତାର

ମହର୍ଷି ପରାଶର ଓ ମତ୍ସ୍ୟଗନ୍ଧାଙ୍କର ମିଳନରୁ ଜନ୍ମ ନେଇଥିଲେ ବିଷ୍ଣୁତତ୍ତ୍ୱଙ୍କର ବ୍ୟାସ ଅବତାର। ପରାଶର ଶବ୍ଦର ଅର୍ଥ ଉତ୍ତମ ଭାବେ ସଂପନ୍ନ କରିବା। ‘ମଦ୍‌’ ଧାତୁ ଓ ‘ସ୍ୟ’ ପ୍ରତ୍ୟୟରୁ ଜାତ ‘ମତ୍ସ୍ୟ’ଶବ୍ଦ ତାହାକୁ ସୂଚାଏ, ଯାହା ନୂଆ ପାଣି ପାଇଲେ ମତ୍ତ ହୁଏ। ‘ଗନ୍ଧ୍‌’ ଧାତୁର ଅର୍ଥ ଆଘାତ…