ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ଯଦି ଆପଣଙ୍କର ବ୍ୟକ୍ତିତ୍ୱ ଖୁବ୍‌ ଭଲ….

ବ୍ୟକ୍ତିତ୍ୱରୁ ବ୍ୟକ୍ତିର ପ୍ରଭାବ ଜଣାପଡେ । ଯଦି ଆପଣଙ୍କର ବ୍ୟକ୍ତିତ୍ୱ ଖୁବ୍‌ ଭଲ, ତେବେ ନିଶ୍ଚିତ ରୂପେ ଆପଣ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ । ଏଥିପାଇଁ କୁହାଯାଏ ଯେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିବା ହିଁ ଜୀବନରେ ସର୍ବାଧିକ ସଫଳ ହୋଇଥାଏ । ଭଲ ବ୍ୟକ୍ତିତ୍ୱର ଅଙ୍ଗ ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ପେଟପୁରା ନ ଖାଇଲେ ଭୋଗିପାରନ୍ତି ଏସବୁ କଷ୍ଟ!

ଆଜିକାଲି    ବ୍ୟସ୍ତ ଜୀବନ ଶୈଳୀ  ଭିତରେ  ଅନେକ  ଲୋକ ଖାଇବାକୁ  ସମୟ  ମିଳୁନାହିଁ  ବୋଲି କହନ୍ତି ।  ସେମାନେ  ନା ଠିକ୍‌  ସମୟରେ  ଖାଇପାରନ୍ତି  ନା ପେଟପୁରା  ମନପସନ୍ଦ  ଖାଇପାରନ୍ତି ।  କିନ୍ତୁ ଜାଣନ୍ତିକି  ଏହା ଆପଣଙ୍କୁ  ଅସୁସ୍ଥ କରିପାରେ । ପେଟପୁରା  ନ ଖାଇଲେ,  ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ପ୍ରାଣୀର ମୃତ୍ୟୁ ପରେ ମଧ୍ୟ ତା’ର ନଖ ବଢ଼ିଥାଏ :ଗବେଷଣା

ଜଣେ ବୈଜ୍ଞାନିକ କଂଲଗମେନ୍‌ ନଖ ଉପରେ ବିଶେଷ ଗବେଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଣୀର ମୃତ୍ୟୁ ପରେ ମଧ୍ୟ ତା’ର ନଖ ବଢ଼ିଥାଏ। ସେ ଏସଂପର୍କରେ ଗବେଷଣା କରିଛନ୍ତି। ଶିଶୁର ନଖ ବଢ଼ିବା ତାହାର ମାତା  ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ମୃତ୍ୟୁ ପରେ ନଖର ଆଖପାଖର ନରମ ଅଂଶ ସଂକୁଚିତ…
ଅଧିକ ଖବର ଦେଖନ୍ତୁ...

ବ୍ରତ ରଖି ଉପବାସ କରିଲେ ଏସବୁ ଫାଇଦା ମିଳେ

ବ୍ରତ ରଖି ଉପବାସ କରିଲେ, ତାହା ଶରୀର ପାଇଁ ଲାଭପ୍ରଦ ବୋଲି କୁହାଯାଇଥାଏ । ବ୍ରତ ସମୟରେ ଶରୀରରେ ଫ୍ୟାଟ୍‌ ବର୍ଣ୍ଣିଂ ପ୍ରୋସେସ୍‌ କ୍ଷୀପ୍ର ହୋଇଥାଏ, ଯାହା ଫଳରେ ଶରୀରରୁ ଓଜନ ହ୍ରାସ ପାଇବା ଆରମ୍ଭ ହୋଇଥାଏ । କାରଣ ଫ୍ୟାଟ୍‌ସେଲସରୁ ଲାଷ୍ଟିନ୍‌ ନାମକ ହରମୋନ୍‌ ବାହାରିଥାଏ, କିନ୍ତୁ ବ୍ରତ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଏମିତି ନିଅନ୍ତୁ ମେକ୍‌ଅପ୍‌!

ସାଧାରଣତଃ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ଝିଅମାନେ ସର୍ବଦା ଦ୍ୱନ୍ଦ୍ୱରେ ରହିଥାନ୍ତି କି କିପରି ଭାବରେ ସେ ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ। ଆଉ ଯଦି ଆପଣ ବି ଏହି ବିଷୟରେ ଭାବୁଅଛନ୍ତି ତେବେ ଚିନ୍ତା କରିବାର କୌଣସି ହେଲେ ବି କାରଣ ନାହିଁ। କାହିଁକି ନା, ଆଜି ଆମେ ଆପଣଙ୍କୁ ଏପରି କିଛି…
ଅଧିକ ଖବର ଦେଖନ୍ତୁ...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା କାହିଁକି ହୋଇଥାଏ ? ଏଥିରୁ ବର୍ତ୍ତିବା ଲାଗି କ’ଣ କରିବେ?

ସାଧାରଣତଃ  ଲୋକମାନେ   ଗ୍ୟାଷ୍ଟ୍ରିକ ସମସ୍ୟାକୁ ସହଜରେ ନିଅନ୍ତି, ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ଏଥିପାଇଁ ଭୋକ କମ୍‌ ହେବା, ଚେଷ୍ଟ୍‍ ପେନ୍‌  ଓ ପେଟ ଫୁଲିବା ଆଦି ସମସ୍ୟା ହୋଇଥାଏ । ନ୍ୟାସନାଲ ଇଂଷ୍ଟିଚ୍ୟୁଟ୍‌  ଅଫ୍‌ ଆର୍ୟୁବେଦର  ବିଶେଷଜ୍ଞ ଡାକ୍ତର ସି.ଆର.ଯାଦବଙ୍କ ମତ…
ଅଧିକ ଖବର ଦେଖନ୍ତୁ...

ଏମିତି କଥା ହେଲେ ଶୁଣିବା ଲୋକ ଖୁସି ହୁଅନ୍ତି!

ବେଳେ ବେଳେ ବହୁ ମୂଲ୍ୟବାନ କଥା ଶୁଣିବାକୁ ବିରକ୍ତ ଲାଗିଥାଏ ତ କେବେ ପୁଣି ଅତି ଭିତ୍ତିହୀନ କଥା ବି ଶୁଣବାକୁ ଭଲ ଲାଗେ। ଏ ସବୁ କହିବା ଲୋକର ଶୈଳୀ ଉପରେ ନିର୍ଭର କରେ। ଆପଣ ଯଦି ଠିକ୍‌ ଭାବେ କୌଣସି କଥାକୁ ଉପସ୍ଥାପନା କରି ପାରୁଛନ୍ତି ତେବେ ସାମ୍ନା ଲୋକ ଶିଣିବାକୁ ବିରକ୍ତ ହେବେ ନାହିଁ।…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ଉପାୟରେ ଆପଣଙ୍କ ଚେହେରାକୁ ଦିଅନ୍ତୁ ଅଲଗା ଏକ ଚମକ!

ସାଧାରଣତଃ ଗୋରା ଓ ଚମକପ୍ରଦ ତ୍ୱଚା ପାଇବାକୁ କିଏ ବା ନ ଚାହେଁ! ଏଥିି ପାଇଁ ବିଭିନ୍ନ ଉପାୟର ଉପଯୋଗ କରିବା ସାଙ୍ଗକୁ ବହୁତ ଗୁଡ଼ିଏ ଟଙ୍କାକୁ ମଧ୍ୟ ପାର୍ଲରକୁ ଯାଇ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଏଭଳି ଏକ ପ୍ରାକୃତିକ ଉପାୟର ଫେସ୍‌ପ୍ୟାକ୍‌କୁ ଆପଣଙ୍କ ତ୍ୱଚାରେ ପ୍ରୟୋଗ କରନ୍ତୁ…
ଅଧିକ ଖବର ଦେଖନ୍ତୁ...

ଶୋଇବା ପୂର୍ବରୁ ଏସବୁ ନିଶ୍ଚୟ କରନ୍ତୁ!

ଶୀର୍ଷକଟି ଅଶ୍ଚର୍ଯ୍ୟଜନକ ନିଶ୍ଚିତ। ଶୋଇବା ପୂର୍ବରୁ ପୁଣି କିଛି କରିବାର କ’ଣ ଆବଶ୍ୟକ! ଆଜ୍ଞା ହଁ, ଆପଣ ଆପଣଙ୍କ ପ୍ରତିଦିନ ରୁଟିନ୍‌ରେ ଏସବୁକୁ ରଖନ୍ତୁ। ଦେଖିବେ ପୂର୍ବାପେକ୍ଷା ଆପଣଙ୍କୁ ଟିକେ ହାଲୁକା ଅନୁଭବ ହେବ। ସବୁ କିଛି ସହଜ ଲାଗିବ। ଶୋଇବା ପୂର୍ବରୁ ଆପଣଙ୍କୁ ଭଲ ଲାଗୁଥିବା ପରି…
ଅଧିକ ଖବର ଦେଖନ୍ତୁ...