ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ସ˚ସ୍କାର ଶିକ୍ଷା

ଦୁଇ ଜଣ ସାଧୁଙ୍କ ଭିତରେ ଦେଖା ହେଲା। ସେମାନଙ୍କ ଆଶ୍ରମରେ ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥିଲେ। କଥା ପ୍ରସଙ୍ଗରେ ପ୍ରଥମ ସାଧୁ ଦ୍ବିତୀୟଙ୍କୁ ପଚାରିଲେ-ମହାଶୟ, ଆପଣ କିପରି ଭାବେ ଆପଣଙ୍କ ଶିଷ୍ୟମାନଙ୍କୁ ସ˚ସ୍କାରୀ କରିବାର ପ୍ରଯତ୍ନ କରୁଛନ୍ତି? ମୁଁ ତ ସେମାନଙ୍କୁ ସ˚ସ୍କାରୀ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ସଂଘୀୟ ସଂପର୍କରେ ସଂକଟ କାହିଁକି?

କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସଂପର୍କକୁ ମଧୁର ଓ ମଜବୁତ କରିବା ଲାଗି ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୨୪୯, ୨୫୧, ୨୫୪, ୨୫୬ ଏବଂ ୨୫୭ ଏଥିପାଇଁ ସମର୍ପିତ। ଏହାଛଡ଼ା ସଂପର୍କରେ ସନ୍ତୁଳନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ମଧ୍ୟ ବଣ୍ଟାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜୀବନ ଦୌଡ଼

ୟୁଜିକେ ଥରେ କହୁଥିଲେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ କଥାଟିଏ। ଥରେ କୌଣସି କାମରେ ମୁଲ୍ଲାଙ୍କୁ ଅତି ତରବର ହୋଇ କୁଆଡ଼େ ଯିବାକୁ ଥିଲା। ଏମିତି ମୁଲ୍ଲା ସର୍ବଦା ତରତରରେ ଥାଆନ୍ତି। କିନ୍ତୁ ଏବେ ତାଙ୍କୁ ଯେଉଁଠାକୁ ଯିବାକୁ ଥିଲା, ସେଥି ଲାଗି ତାଙ୍କୁ ନଈ ପାର ହେବାର ଥିଲା ଏବଂ ଡଙ୍ଗାଟି…
ଅଧିକ ଖବର ଦେଖନ୍ତୁ...

କିଛି ବେତାଳିଆ ଅଧିକାର

ଅନେକ ଦେଶରେ ନାଗରିକମାନେ ସେମାନଙ୍କର ଦେଶର ଉନ୍ନତି କଳ୍ପେ ନିଜ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ, ହେଲେ ଆମ ଭାରତବର୍ଷରେ ଅଧିକାଂଶ ନାଗରିକ ସେମାନଙ୍କର କର୍ତ୍ତବ୍ୟ କ’ଣ ଜାଣନ୍ତି ନାହିଁ; କେବଳ କର୍ତ୍ତବ୍ୟ ନୁହେଁ, ଶୃଙ୍ଖଳା କ’ଣ ତାହା ବି ଜାଣିବାକୁ ଚାହାଁନ୍ତି ନାହିଁ। ଆମେ ବ୍ରାହ୍ମଣ,…
ଅଧିକ ଖବର ଦେଖନ୍ତୁ...

ସହଜ ପ୍ରମାଣପତ୍ର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ ତଥା ଚାକିରି ପାଇଁ ଆବେଦନ କରିବା ସମୟରେ ଆଉ ଜାତି, ରୋଜଗାର କିମ୍ବା ବାସସ୍ଥାନର ଅରିିଜିନାଲ ବା ମୂଳ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଏଣିକି ଚାକିରି ଓ ସ୍କୁଲ ତଥା କଲେଜରେ ନାମ ଲେଖା ପାଇଁ ଆବେଦନ କରିବା ସମୟରେ ଜାତି ଓ ବାସସ୍ଥାନ ଆଦିର…
ଅଧିକ ଖବର ଦେଖନ୍ତୁ...

ମାଲିକ ଓ ଶ୍ରମିକ

ଗୋଟିଏ ଖେତରେ କାମ କରୁଥାଆନ୍ତି ଦଳେ ଶ୍ରମିକ। ସେମାନେ ଗୀତ ଗାଇ ଗାଇ କାମ କରୁଥାଆନ୍ତି। କାମକୁ ଜଗି ଛିଡ଼ା ହୋଇଥାଆନ୍ତି ଜମିଦାର। କାଳେ ତାଙ୍କୁ ଖରା ବାଧିବ ବୋଲି ତାଙ୍କ ମୁଣ୍ତ ଉପରେ ଛତାଟିଏ ଦେଖାଇ ଜଣେ ଲୋକ ଛିଡ଼ା ହୋଇଥାଏ। ଜମିଦାରଙ୍କ ମୁହଁ ନାଲ ଦିଶୁଥାଏ। ମୁହଁରେ ଟିକିଏ ବି ହସ…
ଅଧିକ ଖବର ଦେଖନ୍ତୁ...

କଥାଟିଏ ଯାଯାବର, ସାରୀପୁତ୍ତଙ୍କ ପ୍ରଶ୍ନ

ସାରୀପୁତ୍ତ ଯେତେବେଳେ ଗୌତମ ବୁଦ୍ଧଙ୍କ ନିକଟକୁ ଶିଷ୍ୟତ୍ବ ଗ୍ରହଣ କରିବାକୁ ଆସିଲେ, ସେତିକି ବେଳେ ତାଙ୍କ ମନରେ ବୁଦ୍ଧଙ୍କ ଗୁରୁ ହେବାର ସାମର୍ଥ୍ୟ ନେଇ ସ˚ଶୟ ଥିଲା। ସେ କିନ୍ତୁ ମନ ଭିତରେ ସେଇ ଭାବକୁ ଗୋପନ ରଖି ବୁଦ୍ଧଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କୁ କିଛି ପ୍ରଶ୍ନ ପଚାରିଲେ।…
ଅଧିକ ଖବର ଦେଖନ୍ତୁ...

ଦାରିଦ୍ର୍ୟ ଦୂରୀକରଣରେ ଅଭିଜିତ ବାନାର୍ଜୀ

ପ୍ରଖ୍ୟାତ ବ୍ରିଟିସ ଲେଖକ ଇ.ଏମ୍‌. ଫଷ୍ଟରଙ୍କ ଭାଷାରେ ଦରିଦ୍ରର ସ˚ଜ୍ଞା ହେଉଛି ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ପାଖରେ ପରିବାର ପ୍ରତିପାଳନ ପାଇଁ ଅର୍ଥ ନ ଥିବ, ଖାଦ୍ୟ ବା ବସ୍ତ୍ର ଲାଗି ସମ୍ବଳ ନ ଥିବ ଏବ˚ ସୁସ୍ଥ ଜୀବନ ଯାପନ ଲାଗି ନିର୍ମଳ ପରିବେଶ ନଥିବ। ଏଭଳି ବ୍ୟକ୍ତି ବିଶେଷଙ୍କ ସମୀପକୁ…
ଅଧିକ ଖବର ଦେଖନ୍ତୁ...

୨୦୨୦ ପ୍ରଥମ ଦିନ : ୬୭,୩୫୮ ଭାରତୀୟ ଭୂମିଷ୍ଠ

୨୦୨୦ ମସିହାର ପ୍ରଥମ ଦିନରେ ଭାରତରେ ସର୍ବମୋଟ ୬୭,୩୫୮ ଜଣ ଶିଶୁ ଭୂମିଷ୍ଠ ହୋଇଛନ୍ତି। ବୁଧବାର ଦିନ ୟୁନିସେଫ୍ ଦ୍ବାରା ଆକଳନ କରାଯାଇଥିଲା ଯେ ନୂଆ ବର୍ଷରେ ସାରା ବିଶ୍ବରେ ସମୁଦାୟ ୩,୯୨,୦୭୮ ଜଣ ଶିଶୁ ଜନ୍ମ ଲାଭ କରିବେ। ତେବେ ଜଣାପଡ଼ିଛି ‌େଯ ଏହି ଦିନ ଜନ୍ମ ଲାଭ କରିଥିବା ଶିଶୁମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନୁହେଁ, ବିଶ୍ୱାସ

ଥରେ ମୁଲ୍ଲା ନସିରୁଦ୍ଦିନ ଜଣେ ବନ୍ଧୁଙ୍କ ସହିତ ଅ˚ଶୀଦାର ହୋଇ ଛୋଟ ଦୋକାନଟିଏ ଖୋଲିଲେ। ଦୋକାନ ଭଲ ଚାଲିଲା। ସକାଳେ ମୁଲ୍ଲା ଦୋକାନରେ ବସନ୍ତିି ତ ସ˚ଧୢାରେ ତାଙ୍କ ବନ୍ଧୁ ବସନ୍ତି। ଦିନକର କଥା। ଜଣେ ଗ୍ରାହକ ଦୋକାନରେ ପହଞ୍ଚି କହିଲେ- ମୁଲ୍ଲା, କାଲି ମୁଁ ମୋ ପୁରୁଣା ହିସାବ ଖାତା…
ଅଧିକ ଖବର ଦେଖନ୍ତୁ...