ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଝରକା: ସୂଚନା ଅଧିକାର ଅସ୍ତ୍ର ହେବାର ବିପଦ

ଗଲା ସୋମବାର ଦିନ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରକାଶ କରିଥିବା ମତ ସୂଚନା ଅଧିକାରର ଦୁରୁପଯୋଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅଞ୍ଜଳୀ ଭରଦ୍ବାଜ ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ଆଗତ ଏକ ମାମଲାର ଶୁଣାଣି କରୁଥିବା ବେଳେ ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ପ୍ରକୃତ ମୁକ୍ତି

ଥରେ ଗୋଟିଏ ବଡ଼ ଅପରାଧରେ କିଛି ଯୁବକ ଧରା ପଡ଼ି ଜେଲରେ ରହିଲେ। ଜେଲ ଭିତରେ କେବଳ ଜଣଙ୍କୁ ଛାଡ଼ି ଅନ୍ୟମାନେ କେମିତି ଜେଲରୁ ବାହାରି ପଳାଇବେ, ସେଇ ଚିନ୍ତାରେ ରହିଲେ। କେବଳ ସେହି ଜଣଙ୍କର ମନରେ ପରିବର୍ତ୍ତନ ଆସିଥିଲା। ସତକୁ ସତ ଦିନେ ରାତିରେ ସେମାନେ ଜେଲ କବାଟ ଭାଙ୍ଗି ପଳାୟନ କଲେ। କେବଳ…
ଅଧିକ ଖବର ଦେଖନ୍ତୁ...

ଆରଡେନ୍‌ଙ୍କ ବକ୍ତବ୍ୟ ଓ ପ୍ରଗଳ୍‌ଭ ଭାରତୀୟ

କିଛିଦିନ ତଳେ ନ୍ୟୁଜିଲାଣ୍ଡର ପ୍ରଧାନ ମନ୍ତ୍ରୀ ଜାକିଣ୍ଡା ଆର୍‌ଡେନ୍‌ ଯେତେବେଳେ ନିଜ ସରକାରର ଦୁଇ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କହିବା ପାଇଁ ‌ ୩ ମିନିଟ୍‌ରୁ କମ୍‌ ସମୟ ନେଲେ, ସେତେବେଳେ ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା…
ଅଧିକ ଖବର ଦେଖନ୍ତୁ...

ଅନୁକରଣ କାହିଁକି?

ଗୋଟିଏ ଗାଁକୁ ଜଣେ ସନ୍ନ୍ୟାସୀ ଆସିଲେ। ତାଙ୍କ ଜ୍ଞାନ, ପ୍ରଜ୍ଞା ତଥା ପ୍ରଭାରେ ମୋହିତ ହୋଇ ଜଣେ ଯୁବକ ପରିବାର ଛାଡ଼ି ତାଙ୍କ ପାଖକୁ ଚାଲି ଆସିଲା। ସନ୍ନ୍ୟାସୀ ଯେତେବେଳେ ଗାଁ ଛାଡ଼ି ଯିବାକୁ ବସିଲେ, ସେତିକି ବେଳେ ସେ ବି ବାହାରିଲା। ସନ୍ନ୍ୟାସୀ ଦେଖିଲେ ସେ ବି ତାର ପୋଷାକ ପତ୍ର ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଜଳବାୟୁ ପରିବର୍ତ୍ତନ ଭାରତର ଉନ୍ନତ ପ୍ରଦର୍ଶନ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ବରେ ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ପରିବେଶ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡ଼ିଛି। ନିକଟରେ ତିନିଟି ‘ଏନ୍‍ଜିଓ’ ଦ୍ବାରା ମିଳିତ ଭାବେ ପ୍ରକାଶିତ ‘କ୍ଲାଇମେଟ୍ ଚେଞ୍ଜ୍‌ ପର୍‍ଫରମାନ୍‍ସ ଇନ୍‍ଡେକ୍‌ସ’…
ଅଧିକ ଖବର ଦେଖନ୍ତୁ...

ନାମ ଓ ସାଙ୍ଗିଆ

ପ୍ରଭାତ ଦାସ ନା ଦାସ ପ୍ରଭାତ ନା ପ୍ରଭାତ ନା ପ୍ରଭାତ ପ୍ରାଜ୍ଞ ନା କେବଳ ‘ଏକ୍‌ସ’! ଏଇ ସବୁ ଜଣେ ବ୍ୟକ୍ତିର ନାମ ହୋଇପାରେ। ସେ ଏଥିରୁ କେଉଁଟିକୁ ବି ବାଛିପାରେ। ତେବେ ସେ ଯେଉଁଟିକୁ ବାଛିବ, ତହିଁରୁ ତାର ବ୍ୟକ୍ତିତ୍ବର ପରିଚୟ ମିଳିବ। ‘ପ୍ରଭାତ ଦାସ’ ନାଁଟି ବାଛିଲେ ନାମର ପ୍ରାଧାନ୍ୟକୁ ସେ…
ଅଧିକ ଖବର ଦେଖନ୍ତୁ...

ସୁଖ ପାଇବୁ କେମିତି?

ଜଣେ ଅଭାବୀ ଲୋକ ସୁଖ ପାଇବା ଲାଗି କଠୋର ତପସ୍ୟା କଲା। ଦିନେ ଭଗବାନ ଉଭା ହୋଇ କହିଲେ କି ବର ମାଗୁଛୁ ମାଗ। ଲୋକଟି ଖୁସି ହୋଇଯାଇ କହିଲା- ପ୍ରଭୁ ମୋତେ ବର ଦିଅନ୍ତୁ କି ମୁଁ ଯାହା ମାଗିବି ତାହା ପାଇବି। ଭଗବାନ କହିଲେ-ତୋତେ ଏହି ମହାର୍ଘ ବରଟି ଦେବି ନିଶ୍ଚିତ, କିନ୍ତୁ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବିଲୁପ୍ତପ୍ରାୟ ଆଙ୍ଗ୍‍ଲୋ-ଇଣ୍ଡିଆନ୍‍

ସ୍ୱାଧୀନତୋତ୍ତର ଭାରତରେ ଆଙ୍ଗ୍‍ଲୋ-ଇଣ୍ଡିଆନ୍‍ମାନଙ୍କ ସଂଖ୍ୟାରେ ତୀବ୍ର ହ୍ରାସ ଘଟିଛି। ୧୯୫୧ ମସିହାରେ ଏମାନଙ୍କ ସଂଖ୍ୟା ୧,୧୧,୬୩୭ ଥିବା ବେଳେ ୨୦୧୧ ଜନଗଣନାରେ ମାତ୍ର ୨୯୬ ଜଣ ଆଙ୍ଗ୍‍ଲୋ-ଇଣ୍ଡିଆନ୍ ରହିଥିବା କଥା ଜଣାପଡ଼ିଛି। ଏତେ କମ୍ ସଂଖ୍ୟକ ଏକ ସମୁଦାୟ ପାଇଁ ସଂସଦ ଓ ବିଧାନସଭାରେ ଆସନ…
ଅଧିକ ଖବର ଦେଖନ୍ତୁ...

କେଉଁଠି ସାରିବି?

ଦୁଇ ଯୁବକ ପାଣ୍ତିତ୍ୟ ଅର୍ଜନ କଲା ପରେ ଗୁରୁଙ୍କ ଠାରୁ ବିଦାୟ ନେଲେ। ଦୁହେଁ ଥିଲେ ମହାଜ୍ଞାନୀ। ସେମାନଙ୍କ ଭିତରୁ ଜଣେ ସ୍ଥିର କଲେ ଯେ ପ୍ରବଚନ ଦେଇ ତାଙ୍କର ଜ୍ଞାନକୁ ବିତରଣ କରିବେ। ଆର ଜଣକ ସ୍ଥିର କଲେ ଯେ ପୁସ୍ତକ ରଚନା କରିବେ ଏବ˚ ତାଙ୍କର ଜ୍ଞାନକୁ ଲୋକମାନଙ୍କ ଭିତରେ ପ୍ରସାରିତ କରିବେ।…
ଅଧିକ ଖବର ଦେଖନ୍ତୁ...

ସାମନ୍ତଙ୍କୁ ଆମେ କେତେ ଜାଣୁ?

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସି˚ହ ସାମନ୍ତ ହରିଚନ୍ଦନ ମହାପାତ୍ର ଥିଲେ ଜଣେ ମହାନ ଜ୍ୟୋତିିର୍ବିଦ୍‌ ଏବ˚ ଏ ରାଜ୍ୟର ସର୍ବଶ୍ରେଷ୍ଠ ବୈଜ୍ଞାନିକ। ଆମ ଦେଶରେ ବୈଦିକ ଯୁଗରୁ ଆରମ୍ଭ ହୋଇଥିବା ଭାରତର ମୌଳିକ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନର ଜଣେ ସୁଦକ୍ଷ ସନ୍ଧାନୀ ଏବ˚ ସ୍ରଷ୍ଟା ଥିଲେ…
ଅଧିକ ଖବର ଦେଖନ୍ତୁ...