ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଲାଞ୍ଚୁଆଙ୍କ ଦେଶ

ଚଳିତ ବର୍ଷ ‘ଲୋକାଲ୍‌ ସର୍କଲ୍‌ସ ଆଣ୍ଡ ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସନାଲ୍ ଇଣ୍ଡିଆ’ ପକ୍ଷରୁ ଭ୍ରଷ୍ଟାଚାର ସଂପର୍କିତ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତୀୟ ଜନସଂଖ୍ୟାର ଅର୍ଦ୍ଧେକ ବିଭିନ୍ନ କାର୍ଯ୍ୟ ହାସଲ କରିବା ଲାଗି ଲାଞ୍ଚ ଦେଇଥାଆନ୍ତି। ଏହି ସର୍ଭେର ତଥ୍ୟାନୁସାରେ ହାରାହାରି ପ୍ରତି ଦୁଇ…
ଅଧିକ ଖବର ଦେଖନ୍ତୁ...

ଆତ୍ମ ଶୁଦ୍ଧିର ବାଟ

ଜଣେ ସୁଫି ସନ୍ଥ ଭାବେ ଫିରୋଜଙ୍କ ଖ୍ୟାତିକୁ ସହି ପାରିଲେ ନାହିଁ ଆଉ ଜଣେ ସୁଫି ସନ୍ଥ ହାରୁନ। ଯେତେବେଳେ ପର୍ସିଆର ରାଜା ବି ଫିରୋଜଙ୍କ ପରାମର୍ଶ ଲୋଡ଼ିବା ଆରମ୍ଭ କଲେ, ହାରୁନ ଆଉ ସମ୍ଭାଳି ପାରିଲେ ନାହିଁ। ଦିନେ ହାରୁନ ରାଜାଙ୍କ ପାଖକୁ ଯାଇ ତାଙ୍କ ଆଗରେ ଫିରୋଜଙ୍କ ଛିଦ୍ର ସବୁ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହ ସମାପ୍ତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ୨୪ ତାରିଖ ‘ସମ୍ବାଦ’ରେ ‘ଆମ ଘରର ହାଲଚାଲ’ରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଛନ୍ତି, ‘‘ଗୋଟିଏ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ ହେଲା ତାହାର ପୁରାତନ ସଫଳ ଛାତ୍ରଛାତ୍ରୀମାନେ। ବିଦେଶର ବିଖ୍ୟାତ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟର ଖେଳ

ଥରେ ୟୁଜିକେ କହୁଥିଲେ ଗପ ଭଳି ଲାଗୁ ଥିବା ଏକ ସତ ଘଟଣା। ପର୍ତ୍ତୁଗାଲର ରାଜଧାନୀ ଲିସବନର ଏକ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ଭିତରେ ସଜା କାଟୁଥିବା ଦୁଇ ଜଣ ଚୋର ଠିକ୍‌ କଲେ ଯେ ସେମାନେ ଯେମିତି ହେଲେ ଜେଲରୁ ଖସି ପଳାଇବେ। ସେମାନେ ଏ ଦିଗରେ କାମ ଆରମ୍ଭ କରିଦେଲେ। ଅତି ଗୋପନରେ ଓ…
ଅଧିକ ଖବର ଦେଖନ୍ତୁ...

ସଫାସୁତୁରା ଦେହ ଓ ମନ

ସ୍ୱଚ୍ଛତା ଅନେକ ପ୍ରକାରର। ଯେମିତି କି ଶାରୀରିକ, ମାନସିକ, ବୌଦ୍ଧିକ, ନୈତିକ, ଅଧୢାତ୍ମିକ ଏବ˚ ବ୍ୟାବହାରିକ ସ୍ବଚ୍ଛତା। ଶାରୀରିକ ସ୍ୱଚ୍ଛତା ଅର୍ଥ ନିଜ ଶରୀରକୁ ସଫା ରଖିବା ଏବ˚ ତା ସହିତ ପରିବେଶକୁ ସ୍ୱଚ୍ଛ ରଖିବା। ଏହାର ଅର୍ଥ ଅତି ସଳଖ, ଶରୀରର ପରିଚ୍ଛନ୍ନତା ରକ୍ଷା। ଏହି ଅଭ୍ୟାସ…
ଅଧିକ ଖବର ଦେଖନ୍ତୁ...

ଛୋଟ କାମ

ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତିରେ ପଡ଼ିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡ଼ା ଶାଳରେ କାମ କରିବାକୁ ବାଧୢ ହେଲେ। ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା। ଦିନେ ରାଜା ଛଦ୍ମ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ବାଧ୍ୟତାମୂଳକ ମତଦାନ ପ୍ରସଙ୍ଗ

ସଂସଦର ଚଳିତ ଶୀତକାଳୀନ ଅଧିବେଶ‌ନରେ ଗୋଟିଏ ପ୍ରଶ୍ନ ରହିଥିଲା, ଆମ ଦେଶର ମତଦାନକୁ ବାଧ୍ୟତାମୂଳକ କରାଯାଇପାରିବ କି? ଏହି ପ୍ରଶ୍ନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହାର ଯେ ଗୁରୁତ୍ବ ରହିଛି, ଯେ କୌଣସି ନାଗରିକ ନିଶ୍ଚିତ ଭାବେ ସ୍ବୀକାର କରିବେ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଭାଷାରେ ‘ପାଣ୍ତୋଇ’ର ପ୍ରବେଶ

‘ପାଣ୍ତୋଇ’ ଅଥବା ‘ପାଣ୍ଢୋଇ’ ଶବ୍ଦକୁ ଓଡ଼ିଶାର ଝିଅ-ବୋହୂମାନେ ‘ମାଣବସା’ ବହିରେ ପଢ଼ି ଜାଣିଛନ୍ତି। ତା’ର ଅର୍ଥ ବି ଜାଣନ୍ତି। ଚମଡ଼ାରେ ତିଆରି ଜୋତା। ଲକ୍ଷ୍ମୀ ବ୍ରତଧାରିଣୀଙ୍କ ପ୍ରସାଦରୁ ଏ ଶବ୍ଦ ଓଡ଼ିଶାର ଜନଜୀବନରେ କେବେ ଠୁଁ ଜାଣି ରହିଛି ତାହା ଜାଣିବା କି ଜଣେଇବା ସହଜ…
ଅଧିକ ଖବର ଦେଖନ୍ତୁ...

ରକେଟ୍‌ର ଶିକ୍ଷା

ଶିକ୍ଷକ ପିଲାମାନଙ୍କୁ ପଚାରିଲେ- ରକେଟ୍‌ କେମିତି ଉଚ୍ଚରୁ ଆହୁରି ଉଚ୍ଚକୁ ଉଠିପାରେ, ଜାଣିଛ? ପିଲାମାନେ ଆଗ୍ରହରେ ଶୁଣିବାକୁ ଚାହିଁଲେ, କାରଣ ଶିକ୍ଷକ ସର୍ବଦା ଏଭଳି ଭାବେ ଗପଟିଏ କହନ୍ତି। ଶିକ୍ଷକ କହିଲେ- ରକେଟ୍‌ର ତଳ ଭାଗରେ ଥାଏ ଇନ୍ଧନ ଭରା ପାତ୍ର। ସେଥିରେ ନିଆଁ ଲାଗିଲେ ତାହା…
ଅଧିକ ଖବର ଦେଖନ୍ତୁ...

ବଢ଼ିବାର ଭୋକ

‘ଗରିବ ଲୋକ ରାତିରେ ଖାଇଲେ ସକାଳୁ ଭୋକ’ ବୋଲି କିଏ କିଆଁ ଫାନ୍ଦି ପକାଇଛନ୍ତି କେଜାଣି, ଆମକୁ କିନ୍ତୁ ନାକରା ଲାଗୁଛି। କାରଣ ଜଣଙ୍କଠି ଠନଠନର କମି ଅଛି ବୋଲି କ’ଣ ତାକୁ ରାତି ପାହୁପାହୁ ଭୋକ ହୁଏ? ଫେର‌୍‌ ଯେଉଁ ବାଗରେ ଏଠେଇଁ ‘ରାତିରେ ଖାଇଲେ’ ବୋଲି କୁହାଯାଇଛି, ତହିଁରୁ ଲାଗୁଚି ଯେ…
ଅଧିକ ଖବର ଦେଖନ୍ତୁ...