ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

‘ହଣ୍ତା ମୋ’ ଯାଉଛି ଫାଟି’

ଅପପ୍ରଚାର ଓ ମିଥ୍ୟା ଗଳ୍ପ ସ˚ଯୋଜନା ମୂଳରୁ ଧର୍ମର ମହତ୍ତ୍ବ କ୍ଷୁଣ୍ଣ କରି ଆସିଛି ଏବ˚ ଧର୍ମକୁ ବର୍ତ୍ତମାନ ଧର୍ମଛଡ଼ାମାନଙ୍କର କୌତୁକ ଖେଳନାରେ ପରିଣତ କରିଛି। ସବୁଠୁ ବିପଜ୍ଜନକ କଥା ହେଲା ନୂତନ ପିଢ଼ି ଏହି କୌତୁକ ତର୍କ ଦ୍ବାରା ପ୍ରଭାବିତ ହୋଇ କ୍ରମେ ଧର୍ମ ଓ ଆଧୢାତ୍ମରୁ ଦୂରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଚିହ୍ନିବାର ଉପାୟ

ଜଣେ ବ୍ୟକ୍ତି ଜଣେ ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି? ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖିବାକୁ ଚେଷ୍ଟା କର। ସେଇ ବ୍ୟକ୍ତି କହିଲେ- ମୁଁ ତେବେ ସେଭଳି କରି ମୋର ଗୋଟିଏ ବଡ଼ ବଦ୍‌ ଗୁଣ ବାବଦରେ କହୁଛି। ଆପଣ ବିଚାର କରନ୍ତୁ ମୁଁ…
ଅଧିକ ଖବର ଦେଖନ୍ତୁ...

‘ବଞ୍ଚିବାରେ’ ରହିଛି ସମାଧାନ

ଏକ ଉଦ୍‌ବେଗଜନକ ପରିସ˚ଖ୍ୟାନ କହେ ଯେ ସମଗ୍ର ବିଶ୍ବରେ ଆତ୍ମହତ୍ୟା କରୁଥିବା ମହିଳାଙ୍କ ଭିତରୁ ୩୭% ମହିଳା କେବଳ ଭାରତର। ୧୯୯୦ ମସିହାରୁ ଆତ୍ମହତ୍ୟା କରୁଥିବା ଭାରତୀୟ ମହିଳାଙ୍କ ସ˚ଖ୍ୟା ଯଦିଓ କମିଛି; ବିଶ୍ବର ଅନ୍ୟ ଦେଶ ତୁଳନାରେ ଏହାକୁ ଅଧିକ ବୋଲି କୁହାଯାଇପାରେ। ୨୦୧୬ ମସିହାରେ ଏକ…
ଅଧିକ ଖବର ଦେଖନ୍ତୁ...

ବଡ଼ଘର, ଛୋଟଘର

ଜଣେ ଗରିବ ପରିବାରର ପିଲା ସ୍ଥିର କଲା ଯେ ସେ ଧନୀ ହେବ। ତା’ର ଚେଷ୍ଟା ଫଳ ଦେଲା। ମଧୢ ବୟସ୍କ ହେବା ବେଳକୁ ସେ ବିଭିନ୍ନ ପ୍ରକାର ବ୍ୟବସାୟ ଆଦି କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ଏକ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଘର ଭିତରଟି…
ଅଧିକ ଖବର ଦେଖନ୍ତୁ...

ଚାଷ ଓ ଦେଶ, ଚାଷୀର ଆୟ ବୃଦ୍ଧିରେ ତାଳ ଗଛ

ଦେଖାଯାଉଛି ଯେ ପାରମ୍ପରିକ ଧାନ, ଗହମ, ମୁଗ, ବିରି, କୋଳଥ ଆଦି ଭଳି ଖାଦ୍ୟଶସ୍ୟ ଅବା ପନିପରିବାର ଉତ୍ପାଦନ ବଢିଲେ ଚାଷୀଙ୍କ ଆୟରେ ଆଶାନୁରୂପ ବୃଦ୍ଧି ହେଉନାହିଁ। ତେଣୁ ଅନ୍ୟ ବିକଳ୍ପ ଚାଷ କଥା ଚିନ୍ତା କରାଯାଉଛି। ସେଇ କ୍ରମରେ ତାଳ ଚାଷ କୃଷକଙ୍କ ଆୟର ଏକ ଉତ୍ତମ ମାଧୢମ ହୋଇପାରେ। ତାଳ ଗଛ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ: ମହାତ୍ମା ଗାନ୍ଧୀ ଆତ୍ମହତ୍ୟା କଲେ କିପରି?

ଗୁଜରାଟର ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ‘ଇଣ୍ଟରନାଲ’ ପରୀକ୍ଷାର ଗୋଟିଏ ପ୍ରଶ୍ନ ଏହିଭଳି ଥିଲା- ମହାତ୍ମା ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ? ମହାତ୍ମା ଗାନ୍ଧୀ ଜନ୍ମ ଲାଭ କରିଥିବା ତାଙ୍କ ନିଜ ରାଜ୍ୟର ଗୋଟିଏ ସ୍କୁଲରେ ଏଭଳି ପ୍ରଶ୍ନଟିଏ କେବଳ ରାଜ୍ୟର ଶିକ୍ଷା ବିଭାଗ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଜୀବନର ଜିତାପଟ

ଚଳିତ ବର୍ଷ ଭେଷଜ ବା ଚିକିତ୍ସା ବିଜ୍ଞାନ ଲାଗି ନୋବେଲ ପୁରସ୍କାର ପାଇଛନ୍ତି ତିନି ଜଣ ବୈଜ୍ଞାନିକ। ସେମାନଙ୍କ ଭିତରୁ ଦୁଇ ଜଣ ଆମେରିକୀୟ ଯଥାକ୍ରମେ ପ୍ରଫେସର ଵିିଲିଅମ ଜି. କେଲିନ ଓ ପ୍ରଫେସର ଗ୍ରେଗ୍‌ ଏଲ୍‌. ସେମେଞ୍ଜା। ତୃତୀୟ ଜଣକ ଜଣେ ବ୍ରିଟିସ ବିଜ୍ଞାନୀ ସାର ପିଟର ଜେ. ରାକ୍ଲିଫେ।…
ଅଧିକ ଖବର ଦେଖନ୍ତୁ...

ଅମର୍ତ୍ତ୍ୟଙ୍କ ପରେ ଅଭିଜିତ

ଚଳିତ ବର୍ଷ ଅର୍ଥନୀତିରେ ଯେଉଁ ତିନି ଜଣ ସମ୍ମାନଜନକ ନୋବେଲ ପୁରସ୍କାର ଦ୍ବାରା ସମ୍ମାନିତ ହୋଇଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ଭାରତୀୟ ମୂଳୋଦ୍ଭବ ଅଭିଜିତ ବାନାର୍ଜୀ। ପୁରସ୍କାର ପାଇଥିବା ଅନ୍ୟ ଦୁଇ ଜଣ ହେଲେ ଏସ୍‌ଥର ଡ୍ୟୁଫ୍ଲୋ ଏବ˚ ମାଇକେଲ କେରନର, ଯାହାଙ୍କ ମଧୢରୁ ଏସ୍‌ଥର…
ଅଧିକ ଖବର ଦେଖନ୍ତୁ...

ନିର୍ବୋଧ ସଲୋମନ

ଥରେ ଜେନ୍‌ ଗୁରୁ ନେନେଙ୍କ ସହିତ ଯାବତୀୟ ଆଲୋଚନା କରୁଥିବା ଜଣେ ଭଦ୍ରଲୋକ କହିଲେ- ଆପଣ ସଲୋମନଙ୍କ ବୁଦ୍ଧି ନେଇ ରହିଥିବା କାହାଣୀ ଶୁଣିଛନ୍ତିି? ନେନେ କହିଲେ, ‘ସଲୋମନ କିଏ?’ ଭଦ୍ରଲୋକ କହିଲେ- ଆପଣ ତାହା ହେଲେ ଶୁଣି ନାହାନ୍ତି! ସଲୋମନ ଥିଲେ ଜଣେ ଅତି ବୁଦ୍ଧିମାନ ରାଜା। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଆପଣାଙ୍କ ଭିତରେ ନିର୍ବାସିତ

ତାମିଲନାଡ଼ୁ ଟୁଟିକୋରିନର ସିଲୁଭାଇ (୮୪ବର୍ଷ) ଓ ପତ୍ନୀ ଆରୁଲାମ୍ମାଲ (୮୦ବର୍ଷ) ବର୍ତ୍ତମାନ କିଭଳି ଅବସ୍ଥାରେ ରହିଛନ୍ତି ଜାଣିବା କଷ୍ଟ। ୨୦୧୧ ମସିହା ନଭେମ୍ବର ମାସରେ ଦୁହିଁଙ୍କ ଅବସ୍ଥା ଯେ ଠିକ୍‌ ନଥିଲା, ସେଠାକାର ଥାନାରେ କରାଯାଇଥିବା ଅଭିଯୋଗରୁ ତାହା ସ୍ପଷ୍ଟ ହୋଇଯାଇଥିଲା। ଦୁହେଁ…
ଅଧିକ ଖବର ଦେଖନ୍ତୁ...