ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଗାନ୍ଧୀଙ୍କ ଜଳଖିଆ

ଗାନ୍ଧୀଜି ପ୍ରତି ଦିନ ସକାଳେ ଦଶଟି ଖଜୁରି କୋଳି ଜଳଖିଆ ଭାବେ ଖାଉଥିଲେ। ଏହା ଦେଖି ଦିନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାବିଲେ ଯେ ଗାନ୍ଧୀଙ୍କ ଲାଗି ଏତିକି ମାତ୍ର ଜଳଖିଆ ଆଦୌ ଯଥେଷ୍ଟ ହେଉନାହିଁ। ତେଣୁ ସେ ଭିତରେ ବ୍ୟବସ୍ଥା କଲେ ଯେ ଗାନ୍ଧୀଙ୍କୁ ଯେମିତି ପନ୍ଦରଟି ଖଜୁରି କୋଳି ଦିଆଯାଏ।…
ଅଧିକ ଖବର ଦେଖନ୍ତୁ...

ପରମ ତୃପ୍ତିର ସନ୍ଧାନ

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେ ସବୁଠି ଆନନ୍ଦରେ ରହିପାରୁଥିଲେ। ଆଶ୍ରମରେ ଏକା‌ନ୍ତରେ ଯେମିତି ପରମ ତୃପ୍ତିର ସହିତ ବସି ରହୁଥିଲେ, ବଜାରର କୋଳାହଳରେ ବି ସେମିତି ଆନନ୍ଦ ଗଦଗଦ ଭାବ ସହିତ ଘଣ୍ଟା ଘଣ୍ଟା ଧରି ରହିପାରୁଥିଲେ। ସେ ସନ୍ନ୍ୟାସୀ ହୋଇଯାଇଥିଲେ କିନ୍ତୁ ବେଳେ ବେଳେ କେହି ଲୋଡ଼ିଲେ…
ଅଧିକ ଖବର ଦେଖନ୍ତୁ...

ଝରକା: ଟଙ୍କା, ଗ୍ଲାମର ଓ କବାଡ଼ି

ଭାରତ ଭୂଖଣ୍ତର ଘର ବାହାରେ ଖେଳାଯାଉଥିବା ସର୍ବପ୍ରାଚୀନ ଦଳଗତ କ୍ରୀଡ଼ା ‘କବାଡ଼ି’ ଆଉ ଗାଁର ଖେଳ ହୋଇ ରହିନାହିଁ। ଏହା ସହରକୁ ଆସିଯାଇଛି, ବିଦେଶକୁ ଭ୍ରମଣ କଲାଣି, ୧୯୯୦ ମସିହାରୁ ଏସୀୟ କ୍ରୀଡ଼ା ଶୃଙ୍ଖଳାରେ ଅନ୍ତର୍ଭୁକ୍ତ ହୋଇସାରିଲାଣି। କେବଳ ସେତିକି ନୁହେଁ, ଏହା ଆଉ ଗରିବ ପିଲାଙ୍କ…
ଅଧିକ ଖବର ଦେଖନ୍ତୁ...

ଉଦାରବାଦୀ ଯୁବକ

ୟୁଜିକୃଷ୍ଣମୂର୍ତ୍ତିଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ପ୍ରଗତିଶୀଳ ଯୁବକ କହିଲେ- ମହାଶୟ, ଆମ ସମାଜ ଲାଗି ଧର୍ମାନ୍ଧମାନେ ହେଉଛନ୍ତି ସବୁଠାରୁ ବଡ଼ ବିପଦ। ସବୁ ଧର୍ମ ଆମକୁ ଦୟା, କ୍ଷମା ଆଦି ଶିଖାଏ। କିନ୍ତୁ ଧର୍ମ ବିଶ୍ବାସୀମାନେ ଧର୍ମାନ୍ଧ ହୋଇଗଲେ ସେଇ ସବୁ ଗୁଣକୁ ପା‌ସୋରି…
ଅଧିକ ଖବର ଦେଖନ୍ତୁ...

ହଜି ଯାଇଥିବା ଯୁବକ

ତିନି ଜଣ ଯୁବକ ନିଜ ଜ୍ଞାନ ଦ୍ବାରା ରାଜାଙ୍କୁ ପ୍ରଭାବିତ କରି ରାଜପରିଷଦରେ ସ୍ଥାନ ପାଇବା ଲାଗି ଗୁରୁଗୃହରୁ ଯାତ୍ରା ଆରମ୍ଭ କଲେ। ରାଜଧାନୀ ଥିଲା ଅନେକ ଦୂର ଓ ଦୁର୍ଗମ। ଏକ ମାନଚିତ୍ର ନେଇ ତିନିହେଁ ଯାତ୍ରା ଆରମ୍ଭ କଲେ। ଏହି ବାଟରେ ପଡେ ଶ୍ବାପଦସ˚କୁଳ ଘଞ୍ଚ ଜଙ୍ଗଲ, ବିଶାଳ ପାହାଡ଼,…
ଅଧିକ ଖବର ଦେଖନ୍ତୁ...

ମୁଣ୍ତ ଖାଲି କରି ଆସ

ଜଣେ ପ୍ରସିଦ୍ଧ ଜେନ୍‌ ଗୁରୁ ଥିଲେ। ତାଙ୍କ ପାଖରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ବଗିଚାର ଗଛଗୁଡ଼ିକରେ ପାଣି ଦେବାର ଉପକ୍ରମ କରୁଥିଲେ। ଜଣେ ନିହାତି ଗରିବ ଓ ମଳିମୁଣ୍ତିଆ ଲୋକ ଦୁଇଟି ପାଣି ଭରା ମାଠିଆ ଆଣି ଗୁରୁଙ୍କ ପାଖରେ ରଖିଲା। ଏତିକି ବେଳେ…
ଅଧିକ ଖବର ଦେଖନ୍ତୁ...

ତୀର ଚାଳନାର ଅଭ୍ୟାସ

ଜଣେ ବୃଦ୍ଧ ଜେନ୍‌ ସାଧକ ଗୋଟିଏ ବିଚିତ୍ର ଅଭ୍ୟାସରେ ଲାଗିଥିଲେ। କେଶ ଠାରୁ ଆହୁରି ସରୁ ଗୋଟିଏ ରେଶମ ସୂତାରେ ବନ୍ଧା ହୋଇଥିଲା ଗୋଟିଏ ଛୋଟ ମୁଦ୍ରିକା। ତାକୁ ନିଜ ଧନୁତୀର ଦ୍ବାରା ଲକ୍ଷ୍ୟ ଭେଦ କରିବାର ଅଭ୍ୟାସରେ ଥିଲେ। ଅନେକ ଦିନ ଧରି ତାଙ୍କ ପ୍ରୟାସ ଚାଲିଲା। ସେହି ଆଶ୍ରମରେ ଥିବା…
ଅଧିକ ଖବର ଦେଖନ୍ତୁ...

(ଅ)ସାମାଜିକ ଗଣମାଧ୍ୟମ!

ଏଇ କିଛି ବର୍ଷ ତଳ ପର୍ଯ୍ୟନ୍ତ ‘ଫେସ୍‌ବୁକ୍‌’ ଶ୍ରେଣୀୟ ସାମାଜିକ ଗଣମାଧ୍ୟମଗୁଡ଼ିକ ନିରୀହ ଥିଲେ। ବ୍ୟକ୍ତିଗତ ପ୍ରଚାର ଯେମିତିକି ‘ଆଜି ମୋ’ର ଜନ୍ମ ଦିନ’ ବା ‘ଆମ ଘରେ ଗଣେଶ ପୂଜା’ ଅଥବା ‘ମୋ’ର ଜଳଖିଆ’ଭଳି ବାର୍ତ୍ତା ଆଦି ମଧ୍ୟରେ ସୀମିତ ଥିଲା। ଥଟ୍ଟା-ପରିହାସ ବା ଜୋକ୍‌ ପ୍ରସାରଣର…
ଅଧିକ ଖବର ଦେଖନ୍ତୁ...

ନିର୍ବାଣ ପଥରେ ଯାତ୍ରା

ଜେନ୍‌ ଗୁରୁ ନେନେଙ୍କୁ ପଚାରିଲେ ଜଣେ ଅନ୍ବେଷୀ-ଆଜ୍ଞା, ନିର୍ବାଣ କେମିତି ମିଳେ? ନେନେ କହିଲେ-ତୁୁମେ କିଛି ଆଶା କରିବା ବା ଚାହିବା ଛାଡ଼ିଦିଅ। ଅନ୍ବେଷୀ କହିଲେ- ‘ହଉ’ ଏବଂ ଚାଲିଗଲେ। ଦୁଇ ଦିନ ପରେ ପୁଣି ଆସି‌େଲ ଓ କହିଲେ- ଆପଣ ଯେଉଁ ନ ଚାହିବା କଥାଟି କହିଲେ ତାହା ହାସଲ କରି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରର ଯୋଜନାବଦ୍ଧ ବିକାଶ ଲାଇନଚ୍ୟୁତ; ଜବର ଦଖଲ ଉଚ୍ଛେଦ ସ୍ମାର୍ଟ ସିଟି ପାଇଁ ମୁଖ୍ୟ ଚାଲେଞ୍ଜ

ପଚାଶ ଦଶକରେ ଚଣ୍ଡିଗଡ଼ ସାଂଗକୁ ଦେଶର ଏକ ଯୋଜନାବଦ୍ଧ ନଗରୀ ଭାବେ ଗଢି ଉଠିଥିଲା ଭୁବନେଶ୍ୱର । ଓଡ଼ିଶାର ରାଜଧାନୀ  ଭୁବନେଶ୍ୱର ଏବେ ଏକ ଅବ୍ୟବସ୍ଥିତ ସହରରେ ପରିଣତ ହୋଇଛି। ଏକଦା ‘ମନ୍ଦିର ମାଳିନୀ’ ଭୁବନେଶ୍ୱର ଏବେ ‘ବସ୍ତିମାଳିନୀ ସହର’ ପାଲଟିଛି । ସହରର ପ୍ରାକୃତିକ ନାଳଗୁଡ଼ିକ ଜବରଦଖଲ…
ଅଧିକ ଖବର ଦେଖନ୍ତୁ...