ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ପରିଚୟ ସୃଷ୍ଟି

ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସହର ବାହାରୁ ଆସିଥିବା ପ୍ରସିଦ୍ଧ ଗୁରୁ ଅତିଥି ହେଲେ। ତାଙ୍କର ଚର୍ଚ୍ଚା କଲା ବେଳେ ଧନିକ ଜଣକ ନିଜର ଅର୍ଥ ବଳର ସାମର୍ଥ୍ୟ ଦେଖାଇବାକୁ କଥା କଥାକେ କହୁଥିଲେ- ଆଜ୍ଞା, ଏ ଯେଉଁ ମୂର୍ତ୍ତି ଦେଖୁଛନ୍ତି, ତାର ମୂଲ୍ୟ ହେଉଛି ଦଶ ଲକ୍ଷ ଟଙ୍କା। ଏଇ ପରଦାକୁ ମୋ ଲୋକେ…
ଅଧିକ ଖବର ଦେଖନ୍ତୁ...

ବଚସ୍କର ଠାକୁର

ଜଣେ ସାଧୁ ଗୋଟିଏ ମନ୍ଦିର ନିକଟରେ ବିଶ୍ରାମ ନେଉଥିଲେ। ସେଇ ମନ୍ଦିରକୁ ଅନେକ ଲୋକ ଯିବା ଆସିବା କରୁଥିଲେ। ସାଧୁ ଦେଖିଲେ ଯେ ସେମାନଙ୍କ ଭିତରୁ ଅନେକ ସେଇ ମନ୍ଦିରର ଗୋଟିଏ କୋଣରେ ରହିଥିବା ଏକ ଥାଳିରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ରଖୁଥାଆନ୍ତି।ସାଧୁ ଏହାର କାରଣ କ’ଣ ବୋଲି…
ଅଧିକ ଖବର ଦେଖନ୍ତୁ...

ବାୟୁ ପ୍ରଦୂଷଣ ଓ ‘ବେଜିଂ କାଶ’

ବାୟୁ ପ୍ରଦୂଷଣ ‌କାରଣରୁ ଚୀନ୍‌ର ବେଜିଂରେ ଏକ ନୂଆ ରୋଗ ଦେଖା ଦେଇଛି, ଯାହା ମଣିଷ ସମାଜ ପାଇଁ ଏକ ନୂଆ ଆତଙ୍କ ସୃଷ୍ଟି କରିଛି ବୋଲି କହିଲେ ଚଳେ। ଏ ରୋଗର ନାମ ‘ବେଜିଂ କଫ୍‌’। ‘ବେଜିଂ କଫ୍‌’ ଏବେ ସମଗ୍ର ଚୀନ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ରୋଗର ଶିକାର ହେଉଥିବା ଲୋକେ…
ଅଧିକ ଖବର ଦେଖନ୍ତୁ...

ସାଂସ୍କୃତିକ ବିବିଧତା ଐତିହ୍ୟର ସମନ୍ୱୟ : ଏକ ଭାରତ, ଶ୍ରେଷ୍ଠ ଭାରତ

୨୦୧୫ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଜୀଙ୍କ ଜୟନ୍ତୀ ‘ ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ‘ ଏକ ଭାରତ, ଶ୍ରେଷ୍ଠ ଭାରତ ଯୋଜନା’ ଘୋଷଣା କରିଥିଲେ। ଅଲଗା ଅଲଗା ଧର୍ମ, ଜାତି ଓ ବର୍ଗ ଥିବା ଭାରତବର୍ଷକୁ ଏକାଠି ରଖିବା ଲକ୍ଷ୍ୟରେ ଏବଂ…
ଅଧିକ ଖବର ଦେଖନ୍ତୁ...

ବାଘ ଆଁ ଭିତରେ କବିତା

ମୋ ବନ୍ଧୁ କବି ଭ୍ରମରବର ରାଉତରାୟ ତାଙ୍କ ରଚିତ ସଦ୍ୟ ପ୍ରକାଶିତ କବିତା ବହିଟିଏ ମୋ ଆଗରେ ତୋଳି ଧରି କହିଲେ- ‘ଦେଖିଲ, ଦେଖିଲ, ମୁଁ ନିଜେ ଲେଖିଥିବା ଏ କବିତା ବହିଟି କେମିତି ହେଇଛି!’ ବହିଟି ଯେ ସୁଦୃଶ୍ୟ ଏହା ସତ୍ୟ, ମାତ୍ର ତାର ନାମ ଦେଖି ମୁଁ ଚମକି ପଡ଼ିଲି। ବହିର ନାଁ ଦିଆଯାଇଛି…
ଅଧିକ ଖବର ଦେଖନ୍ତୁ...

କେଉଁ ବନ୍ଧନରୁ ମୁକ୍ତି?

ନେନେଙ୍କୁ ଥରେ ତାଙ୍କର ବନ୍ଧୁ କହିଲେ- ଆମେ ବନ୍ଧନମୁକ୍ତ ହେବା କିପରି? ନେନେ କହିଲେ- ତାହା ମୋତେ ଜଣା ନାହିଁ। ବନ୍ଧୁ କହିଲେ- ଆପଣ ପ୍ରସିଦ୍ଧ ଗୁରୁ। ଆପଣ ନି‌େଜ ବନ୍ଧନମୁକ୍ତ। ଅଥଚ, ଆପଣ କହୁଛନ୍ତି ଯେ ଆପଣଙ୍କୁ ଜଣାନାହିଁ! ନେନେ ସେତିକି ବେଳେ ସବୁ ଦିନ ଭଳି ବଗିଚାରେ ଥିଲେ ଓ…
ଅଧିକ ଖବର ଦେଖନ୍ତୁ...

ଧନୀ ଲୋକଙ୍କ ବ୍ୟବହାର

ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିବା ବେଳେ ଗୋଟିଏ ଉଦାହରଣର ଅବତାରଣା କଲେ। ସେ କହିଲେ- ଗୋଟିଏ ସହରରେ ଥିଲେ ଜଣେ ଅତି ଧନୀ ବ୍ୟକ୍ତି। ଥରେ ସେ ସହରର ଗୋଟିଏ ଦରିଦ୍ର ଅଞ୍ଚଳ ଦେଇ ଯାଉଥିବା ବେଳେ ଅତି ଜୋରରେ ବର୍ଷା ହେଲା। ଧନୀ ବ୍ୟକ୍ତିଙ୍କ ଅନୁଚରମାନେ ଛତାଟିଏ ଟେକି ଧରିଲେ। ଧନୀ ଜଣକ…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ପତ୍ର, ବ୍ୟାକରଣର ଗତି ବିଧି

ଭାଷାକୁ ଶୁଦ୍ଧ ରଖିବା ହେଲା ବ୍ୟାକରଣର କାମ। ଆଜି କାଲିକାର ବ୍ୟସ୍ତ ଜୀବନ ଯାତ୍ରା ଭିତରେ ସମସ୍ତେ ଊଣା ଅଧିକେ କିଛି ନା କିଛି କାମରେ ସବୁବେଳେ ବ୍ୟସ୍ତ। ଏଣୁ ଭାଷା ସାଙ୍ଗରେ ବ୍ୟାକରଣକୁ ଯୋଡିବାକୁ ବେଳ କାହାର ଅଛି? ପୁଣି ଚାକିରି, ପାଠ ପଢା, ବ୍ୟବସାୟ ଯୋଗୁ ବିଭିନ୍ନ ଅଞ୍ଚଳକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ, ଯୁଦ୍ଧ ହିରୋ

ଆବୁ ବକ୍‌ର ଆଲ ବାଗଦାଦିର ନିଧନ ଯେମିତି ହେବାର ଥିଲା ପ୍ରାୟ ସେମିତି ହେଲା। ଏକ ସଭ୍ୟ ପୃଥିବୀରେ ତାର ମୃତ୍ୟୁ ଏକ ସମ୍ମୁଖ ରଣରେ ହେବା ଉଚିତ ନ ଥିଲା। କାରଣ ସେଭଳି ଏକ ଯୁଦ୍ଧରେ ମୃତ୍ୟୁବରଣ କରିବାର ମର୍ଯ୍ୟାଦା ଲାଭ କରିବା ଲାଗି ସେ ଯୋଗ୍ୟ ନ ଥିଲା। ତେଣୁ ସେ ପଳାୟନ କରୁଥିବା ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଏ କୃଷକ ମାରଣ ଚୁକ୍ତି କାହିଁକି?

କେନ୍ଦ୍ର ସରକାର ଏ ବର୍ଷ ଥାଇଲାଣ୍ତରେ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗୀଦାରି, RCEP (Regional Comprehensive Economic Partnership) ନାମକ ଏକ ଶୁଳ୍‌କମୁକ୍ତ ବ୍ୟାପାର ଚୁକ୍ତିରେ ସ୍ବାକ୍ଷର କରିବାକୁ ଯାଉଅଛି। କୁହାଯାଉଛି ଯେ ଏହି ଚୁକ୍ତି ଦ୍ବାରା ଦେଶର କୃଷକମାନେ ଲାଭବାନ ହେବେ।…
ଅଧିକ ଖବର ଦେଖନ୍ତୁ...