ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ରାଜନୀତିରେ ସଫଳ ହେବି: କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଙ୍ଗନା କହିଛନ୍ତି, ବଲିଉଡରେ ମୁଁ ସଫଳ ହୋଇଛି ଏବଂ ରାଜନୀତିରେ ବି ମୁଁ ସଫଳ ହେବି ବୋଲି ଆଶା ରଖିଛି। ମଣ୍ଡିର ଲୋକମାନଙ୍କ ଭଲପାଇବା ମତେ ଏଠାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ: ‘ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କୁପନ’

ଅନୁଗୁଳ: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ। ଏହି ଅର୍ଥକୁ ସେମାନେ ଏକକାଳୀନ କିମ୍ବା ନିଜ ସୁବିଧା ଅନୁସାରେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ବୋଲି ମଙ୍ଗଳବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଛେଣ୍ଡିପଦା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି, କଂଗ୍ରେସକୁ ସଫଳତା ମିଳିବ: ଜୟରାମ

ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବଳକା ୩ଟି ପର୍ଯ୍ୟାୟ ପାଇଁ ଓଡ଼ିଶାରେ ଜୋର୍‌ଦାର୍‌ ପ୍ରଚାର ଚାଲିଛି। ଏସବୁକୁ ନେଇ ରାଜନୈତିକ ପାଣିପାଗ ସରଗରମ। ବିଜେପି-ବିଜେଡି ସାଙ୍ଗକୁ କଂଗ୍ରେସ ମଧ୍ୟ ନିଜର ଉଦ୍ୟମ ଜାରି ରଖିଛି। ଏଭଳି ସମୟରେ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କାମ ସାରି ଫେରୁଥିଲେ, ବାଟରେ ଜୀବନ ଗଲା: ୨ ପ୍ରିଜାଇଡିଂ, ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ

ନୂଆପଡ଼ା/କୋମନା: ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଦାୟିତ୍ବ ତୁଲାଇ ଘରକୁ ଫେରୁଥିଲା ବେଳେ ୩ଜଣ ପ୍ରିଜାଇଡିଂ ଅଫିସରଙ୍କ ଜୀବନ ଭିନ୍ନଭିନ୍ନ କାରଣ ପାଇଁ ଚାଲିଯାଇଛି। ନିଷ୍ଠାର ସହ କର୍ତ୍ତବ୍ୟ ସାରି ଘରକୁ ଫେରୁଥିଲା ବେଳେ ଏମାନଙ୍କ ଜୀବନ ଚାଲିଯାଇଛି। ଦୁଇଟି ଦୁଃଖଦ…
ଅଧିକ ଖବର ଦେଖନ୍ତୁ...

ନୂଆ ଭୋଟରଙ୍କୁ ଟାର୍ଗେଟ୍‌ କରୁଛନ୍ତି ସାଇବର୍‌ ଠକ, ସଚେତନ କଲା ପୁଲିସ

ସମ୍ବଲପୁର: ନିର୍ବାଚନ ଋତୁକୁ ସାଇବର୍‌ ଠକମାନେ ଫୁଲ୍‌ଦମ୍‌ରେ ବ୍ୟବହାର କରିଛନ୍ତି। ଭୋଟର ତାଲିକାରେ ନାମ ଯୋଡ଼ିବା ନାଁରେ ସେମାନେ ଠକେଇ ଆରମ୍ଭ କରି ଦେଇଛନ୍ତି। ଭୋପାଳର ସାଇବର କ୍ରାଇମ୍‌ ସେଲ୍‌ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାସେ ମଧ୍ୟରେ ସାଇବର ଅପରାଧୀମାନେ ଏହି କଥା କହି ୩ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

୨୫ବର୍ଷ ପଛକୁ ନେଇଯିବ ବିଜେପି: ଉପକୂଳ ଓଡ଼ିଶାରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି। ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ସେ ଚିନ୍ତା କରୁଛନ୍ତି। କିନ୍ତୁ ବିଜେପି ଦଳ ଯାହା କରୁଛି ସେମାନେ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବେ।’ ବିଜୁ ଜନତା ଦଳ ନେତା ଭି କେ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରୁ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ପ୍ରାସଙ୍ଗିକ ହଉନି ପ୍ରସଙ୍ଗ: ଦଳ ଓ ନେତାଙ୍କୁ ନେଇ ଚାଲିଛି ଭୋଟ୍‌ମଗା

ଅନୁଗୁଳ: ସମସ୍ୟାର ଅଭାବ ନାହିଁ। ହେଲେ ଏହି ସମସ୍ୟାକୁ ପ୍ରସଙ୍ଗ କରି ଆଗକୁ ବଢ଼ିବା ପାଇଁ ନେତାଙ୍କ ଅଭାବ ରହିଛି। ଏଥିପାଇଁ ପ୍ରଦୂଷଣରୁ ବିସ୍ଥାପନ ପର୍ଯ୍ୟନ୍ତ ହଜାରେ ସମସ୍ୟାରେ ସନ୍ତୁଳି ହେଉଥିଲେ ବି ଏହାର ସମାଧାନ ହୋଇପାରୁନି। ପାନୀୟଜଳ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସେବା…
ଅଧିକ ଖବର ଦେଖନ୍ତୁ...

ଧର୍ମନିରପେକ୍ଷତା ନାଁରେ ତୁଷ୍ଟୀକରଣ ବନ୍ଦ କରାଯାଉ: ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ମୋଦୀଜୀ ଏଥର ୪୦୦ରୁ ଅଧିକ ସିଟ୍ ଜିତିବାକୁ ଆହ୍ବାନ ଦେବା ପରେ ବିରୋଧୀ ପ୍ରଚାର କରୁଛନ୍ତି ଯେ ବିଜେପି ସମ୍ବିଧାନକୁ ବଦଳାଇବାକୁ ୪୦୦ରୁ ଅଧିକ ସିଟ୍ ଜିତିବାକୁ ଚାହୁଁଛି। ହେଲେ ଆମ ପାଖରେ ଯେତେବେଳେ ୪୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିଲା ‌ସେତେ‌ବେଳେ କ’ଣ ଆମେ ସମ୍ବିଧାନକୁ…
ଅଧିକ ଖବର ଦେଖନ୍ତୁ...

ସୋର ବିଧାନସଭା ଆସନ: ବିଜେପିରୁ ଦୁଇ ଜଣଙ୍କ ପ୍ରାର୍ଥିପତ୍ରକୁ ନେଇ ହାଇଡ୍ରାମା

ବାଲେଶ୍ୱର/ସୋର: ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଆଜି ବାଲେଶ୍ବରରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିଲା ସୋର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ା ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଉପରେ।…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଅଧିକ ଅପରାଧୀ, ବିଜେଡିରେ କୋଟିପତି ପ୍ରାର୍ଥୀ: ଦିଲୀପ ରାୟ ଧନୀ, ପ୍ରଦୀପ ସାହୁ ଗରିବ

ଭୁବନେଶ୍ବର: ଓଡ଼ିଶାରେ ମେ’ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ୩୫ଟି ବିଧାନସଭା ଆସନରେ ୨୬୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୯୫ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩କୋଟି ୯୮ଲକ୍ଷ ଟଙ୍କା। କେବଳ ଧନୀ ନୁହେଁ ଆପରାଧିକ…
ଅଧିକ ଖବର ଦେଖନ୍ତୁ...