ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଇଂଜିନ ବିହୀନ ରେଳଗାଡ଼ିିରେ ଚଢିଛନ୍ତି ବିରୋଧୀ ଦଳ, କାର୍ଟୁନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଓଡିଶାରେ ନିକଟରେ ହୋଇଥିବା ବିନା ଇଂଜିନରେ ରେଳଗାଡ଼ି ୧୩ କିଲୋମିଟର ଯିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛିି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କ଼ଡି କରାଯାଉଛି । କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଶାସକ ବିଜେପିର ଆୟ ୮୧.୧୮ ପ୍ରତିଶତ ବଢ଼ିଛି, ବିରୋଧୀ କଂଗ୍ରେସର ୧୪ ପ୍ରତିଶତ କମିଛି

ନୂଆଦିଲ୍ଲୀ: ଶାସକ ଦଳ ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାଚନୀ ସଫଳତା ପରେ ପରେ ଦଳର ଆୟରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୫-୧୬ ଏବଂ ୨୦୧୬-୧୭ରେ ମସିହାରେ ଦଳର ଆୟ ୮୧.୧୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ତଥ୍ୟ ହସ୍ତଗତ ହୋଇଛି। ଏହି ସମାନ ସମୟରେ  ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆୟ…
ଅଧିକ ଖବର ଦେଖନ୍ତୁ...

ବିଫଳତା ଲୁଚାଇବାକୁ ମହାନଦୀ ଢାଲ: ବିଜେପି

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି ଘୋଷଣା କଲା ପରେ ଏହାର ଜବାବ ରଖିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ସାରା ରାଜ୍ୟରେ ଏବେ ଜଳ ସମସ୍ୟା। ଲୋକେ ପିଇବା ପାଣି ପାଉ ନାହାନ୍ତି। ରାସ୍ତାରେ ମହିଳାମାନେ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି। ଅଘୋଷିତ ବିଦ୍ୟୁତ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର : ବିଜେଡିର ମିଶ୍ରଣ ପର୍ବ ଅଭିଯାନରେ ଆଜି କେନ୍ଦ୍ରାପଡା ଜିଲ୍ଲା ସାମିଲ ହୋଇଛି। ଆଜି ସକାଳେ ନବୀନ ନିବାସରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ବିଜେଡି ରାଜ୍ୟ ସଭାପତି ତଥା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ପୋଷ୍ଟର୍‌ ଚିରାକୁ ବିରୋଧ କଲା ବିଜେପି

ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍‌ ଭୁବନେଶ୍ୱର : ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର୍‌ ଚିରିବାକୁ ବିରୋଧ କରିଛି ବିଜେପି। ଆଜି ଏ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପାଳିଲା ଉପବାସ ବ୍ରତ

ଭୁବନେଶ୍ୱର : ଆଜି ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ଉପବାସ ବ୍ରତ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ଉପବାସରେ ବ୍ରତ ପାଳନ କରିଥିଲେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ସାର୍ବଜନୀନ…
ଅଧିକ ଖବର ଦେଖନ୍ତୁ...

କମୁଛି ମହାନଦୀର ଜଳସ୍ତର : ରଣନୀତି ପ୍ରସ୍ତୁତ ପାଇଁ ବିଜେଡି ଡାକିଲା ମହାସମ୍ମିଳନୀ

ଭୁବନେଶ୍ୱର : ଦିନକୁ ଦିନ ମହାନଦୀର ଜଳସ୍ତର କମିବାରେ ଲାଗିଛି। ଏହାଫଳରେ ମହାନଦୀ ଶୁଖି ଶୁଖି ଯାଉଛି। ଜଳସ୍ତର କମିବାରୁ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ସାଂଘାତିକ ଭାବେ ପ୍ରଭାବିତ ହେବା ସହ ଜଳ ବିଦ୍ୟୁତ୍‌ ଉତ୍ପାଦନ ମଧ୍ୟ କମି କମି ଯାଉଛି। ଏନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କୁ ମୋଦିଙ୍କ ସିଧାକଥା, ଉତ୍ତରପ୍ରଦେଶରେ ସବୁକିଛି ଠିକ୍‌ ନାହିଁ

ନୂଆଦିଲ୍ଲୀ: ମୋଦିଙ୍କ ମିଶନ ୨୦୧୯ ପାଇଁ ଉତ୍ତରପ୍ରଦେଶର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ରାଜ୍ୟର ପରିସ୍ଥିତି ଦିନକୁ ଦିନ ବିଜେପି ହାତରୁ ଖସିଗଲା ଭଳି ଲାଗୁଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି…
ଅଧିକ ଖବର ଦେଖନ୍ତୁ...

ଅନଶନ ପୂର୍ବରୁ ରେଷ୍ଟୁରାଣ୍ଟ୍‌ରେ କଂଗ୍ରେସ ନେତାମାନେ ଛୋଲେ-ଭଟୋରେ ଖାଉଥିଲେ ବୋଲି ଅଭିଯୋଗ ଆଣିଲେ ବିଜେପି ନେତା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସୋମବାର ରାଜଘାଟରେ ହୋଇଥିବା ଦଳର ଏକ ଦିନିକିଆ ଅନଶନକୁ ନେଇ ବିବାଦ ଉପୁଜିଛି। ଜଣେ ବିଜେପି ନେତା ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ ଦଳର ସଦସ୍ୟମାନେ ରାଜଘାଟରେ ଅନଶନରେ ବସିବା ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜଗଦୀଶ ଟାଇଟଲର୍‌ଙ୍କୁ ରାହୁଳ ଗାନ୍ଧୀଙ୍କ ଉପବାସସ୍ଥଳ ଛାଡ଼ିବାକୁ କୁହାଯିବାରୁ ଉପୁଜିଲା ବିବାଦ

ନୂଆଦିଲ୍ଲୀ: ସୋମବାର ଦିନ ରାଜଘାଟ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଦିନିକିଆ ଉପବାସ ଘଟଣାରେ ବିବାଦ ଉପୁଜିଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ କଂଗ୍ରେସ ନେତା ଜଗଦୀଶ ଟାଇଟଲର୍‌ଙ୍କୁ ମଞ୍ଚ ଛାଡ଼ି ଚାଲିଯିବାକୁ କଂଗ୍ରେସ ପାର୍ଟି ତରଫରୁ କୁହାଯାଇଥିଲା। ୧୯୮୪ ମସିହା…
ଅଧିକ ଖବର ଦେଖନ୍ତୁ...