ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ତେଲ ରାଜନୀତିରେ ସାମିଲ ହେଲା କଂଗ୍ରେସ : ପେଟ୍ରୋଲ ପମ୍ପରୁ ଚିରିଲେ ମୋଦିଙ୍କ ଫଟୋ

ଭୁବନେଶ୍ୱର : ଗତକାଲି ଥିଲା ବିଜେଡିର ପାଳି। ପେେ଼ଟ୍ରାଲ ପମ୍ପ ସାମ୍ନାରେ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ପ୍ରତୀକାତ୍ମକ ଆନ୍ଦୋଳନ ଜରିଆରେ ଲୋକଙ୍କୁ କେନ୍ଦ୍ର ବିରୋଧରେ ମତାଇଥିଲେ। ଆଜି କଂଗ୍ରେସ କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଭିନ୍ନ ଧରଣର ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ମାନସ ମଙ୍ଗରାଜ

ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ, ମାନସ କହିଲେ ଦଳକୁ ସଶକ୍ତ କରିବି କେନ୍ଦ୍ରାପଡା ଜିଲ୍ଲା ନେତାଙ୍କର ବିଜେଡି ଯୋଗଦାନ ଆଜି ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଇଥିବା ଚିଲିକା ନିର୍ବାଚନମଣ୍ଡଳୀର ଯୁବ ନେତା ମାନସ ମଙ୍ଗରାଜ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି…
ଅଧିକ ଖବର ଦେଖନ୍ତୁ...

କୋଟିଆକୁ ମୁକାବିଲା ପାଇଁ ପୋଲାଭରମ୍‌ ଅସ୍ତ୍ର

କୋରାପୁଟ : ଆସନ୍ତାକାଲି କୋଟିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଟିଆବାସୀଙ୍କ ସହିତ ତାଙ୍କର ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସହିତ ବିଜେପିର ରାଜନୈତିକ ଫାଇଦାକୁ ରୋକିବା ପାଇଁ ବିଜେଡି ‘ପୋଲାଭରମ୍‌’କୁ…
ଅଧିକ ଖବର ଦେଖନ୍ତୁ...

ଜୋର ଧରିଲା ତେଲ ରାଜନୀତି

ବିଜେଡି-ବିଜେପି ଦୋଷ ଲଦାଲଦି ତିନି ଘଣ୍ଟିଆ ପ୍ରତୀକାତ୍ମକ ଆନ୍ଦୋଳନ କଲା ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଟିକସ ହିସାବ ଦେଲା ବିଜେପି ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି। ବାରମ୍ବାର ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ସମଗ୍ର…
ଅଧିକ ଖବର ଦେଖନ୍ତୁ...

୯ରେ କଂଗ୍ରେସର ଉପବାସ

ଭୁବନେଶ୍ୱର : ଗତ ଦୁଇ ତାରିଖରେ ଭାରତ ବନ୍ଦ ସମୟରେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ଘଟିଥିଲା। ଫଳରେ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା। ଏହା କେବଳ କେନ୍ଦ୍ର ବିଜେପି ସରକାର ଏବଂ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କର ଚରମ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଯିବେ ବିଧାୟକ ଅଂଶୁମାନ!

ରାଜନଗର : ରାଜନଗର ବିଧାୟକ ଅଂଶୁମାନ ମହାନ୍ତିି କଂଗ୍ରେସରେ ରହିବେ ନା ବିଜେଡିକୁ ଯିବେ? ଏ ପ୍ରସଙ୍ଗ ଏବେ ରାଜନଗର ରାଜନୀତିକୁ ସରଗରମ କରିଛି। କିନ୍ତୁ ଅଂଶୁମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଗତକାଲି ବ୍ଲକ କଂଗ୍ରେସ ବୈଠକରେ ବି ଏ ନେଇ ଜୋରଦାର ଆଲୋଚନା…
ଅଧିକ ଖବର ଦେଖନ୍ତୁ...

୩୫ ବର୍ଷ ପରେ କଂଗ୍ରେସ ଛାଡ଼ିବେ ପଦ୍ମଲୋଚନ

ବାଲେଶ୍ୱର : ସିମୁଳିଆର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଦଳ ଛାଡ଼ିବେ ବୋଲି ଗତ କିଛି ଦିନ ହେଲା ଜୋରସୋର୍‌ରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ତାହା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଜି ନିଜ ନିର୍ବାଚନମଣ୍ଡଳୀରେ ଡକାଇଥିବା ନିଜ ସମର୍ଥକ ଓ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ତୈଳଦର ବୃଦ୍ଧିି ପ୍ରତିବାଦରେ ବିଜେଡିର ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପ୍ରେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି। ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହା ସୁଫଳ ପାଇ ପାରୁ ନାହାଁନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଶାହଙ୍କୁ ହସି ଉଡ଼ାଇଦେଲେ ନବୀନ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିସନ ୧୨୦+କୁ ଗତକାଲି ଅତିରଂଜନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗଣମାଧ୍ୟମ ଏ ସଂପର୍କରେ ପୁଣି ଥରେ ତାଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିକ୍ରିୟା ଲୋଡିଥିଲା। ହେଲେ ମୁଖ୍ୟମନ୍ତ୍ରୀ ଆଜି ଯେଭଳି ଢଙ୍ଗରେ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ବିଜେଡିର ହାଇଟେକ୍‌ କାର୍ଯ୍ୟକ୍ରମ : କର୍ମୀଙ୍କୁ ବିକାଶର ମନ୍ତ୍ର ଦେଲେ ନବୀନ

କୋରାପୁଟ : ବିଜେଡି କର୍ମୀଙ୍କୁ ବିକାଶର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସରକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇ…
ଅଧିକ ଖବର ଦେଖନ୍ତୁ...