ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ଦଳରେ ସାମିଲ ଅଭିନେତ୍ରୀ ଅପରାଜିତା

ଭୁବନେଶ୍ୱର: ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୦ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତା ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ…
ଅଧିକ ଖବର ଦେଖନ୍ତୁ...

ଦୋଷୀ ପରି ଆଚରଣ କରନ୍ତୁ ନାହିଁ, ପିଏନ୍‌ବି ଠକେଇ ବିଷୟରେ କିଛି କୁହନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ରାହୁଳଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି, ଦୋଷୀ ଭଳି ଆଚରଣ କରନାହିଁ, ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୧, ୩୦୦ କୋଟି ଠକେଇ କଥା କୁହ। କେବଳ ଏତିକି ନୁହେଁ, ଗତ ପାଞ୍ଚ ବର୍ଷ ମଧ୍ୟରେ ଘଟିଥିବା ୬୧, ୦୦୦ କୋଟି ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ : ଭୋଟର୍‌ ମାଗୁଛନ୍ତି ବିକାଶର ହିସାବ

ବରଗଡ଼ : ସବୁ ବୁଦ୍ଧି ପ୍ରୟୋଗ କରି ରାଜନୈତିକ ଦଳ ବିଜେପୁର ଆସନ ହାତେଇ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ସିନେ ତାରକାଙ୍କୁ ନେଇ ରଂଗିନ ରୋଡ୍‌ ସୋ’ ଏବଂ ହେଭିେଓ୍ଵଟ୍‌କୁ ନେଇ ସଭା ଚଳାଇଛନ୍ତି। ରାଜନୈତିକ ଦଳଗୁଡ଼ିକ ନିଜର ସଫଳତା ତୁଳନାରେ ଅନ୍ୟ ଦଳର ବିଫଳତାକୁ ଭୋଟର୍‌ଙ୍କ ଆଗରେ…
ଅଧିକ ଖବର ଦେଖନ୍ତୁ...

ଜବତ ଟଙ୍କାକୁ ନେଇ କାଦୁଅଫିଙ୍ଗା

ବିଜେଡି ଓ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଉଭୟ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଲେ ବରଗଡ ଏସ୍‌ପି ଭୁବନେଶ୍ୱର : ପଦ୍ମପୁରରେ ପୁଲିସ ଗତକାଲି ଜବତ କରିଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ ରାଜନୀତି…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଓ ପ୍ରଶାସନ ବିଜେଡିକୁ ସହଯୋଗ କରୁଛନ୍ତି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ପ୍ରଚାର ସମୟରେ ବିଜେଡି ହିଂସ୍ର ହେଉଥିବା ଅଭିଯୋଗ ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଓ ବିଜେପି ମଧ୍ୟରେ ବିବାଦ ସେତିକି ଉଗ୍ର ହେଉଛି। ଆଜି ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ବଦଳିଲା ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ବିଜେପିର ଠିକଣା

ବଦଳିଲା ବିଜେପିର ଠିକଣା। ଦେଶର ସବୁଠାରୁ ବଡ ପାର୍ଟି ବିଜେପିକୁ ଆଜି ମିଳିଛି ନୂଆ ଅଫିସ। ୩୪ ବର୍ଷ ପରେ ବଦଳିବାକୁ ଯାଉଛି ବିଜେପିର ଠିକଣା। ଆଜି ବିଜେପିର ନୂଆ ଅଫିସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଶୋକ ରୋଡ ବଦଳରେ ବିଜେପିର ନୂଆ ଅଫିସ ହେବ ୬ ଦୀନଦୟାଲ ଉପାଧ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଅକଳରେ ପକାଇ ଦେଇଛନ୍ତି ଭୋଟର : ଚାପରେ ତିନି ଦଳ, ନେତୃତ୍ୱ  ପାଇଁ ଅଗ୍ନି ପରୀକ୍ଷା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ତାତି ଧୀରେ ଧୀରେ ବଢିବା ଆରମ୍ଭ କଲାଣି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଘମାଘୋଟ ପ୍ରଚାର ଚଳାଇଥିଲେ ହେଁ, ଏଯାଏ ଭୋଟର ସ୍ପଷ୍ଟ ସଙ୍କେତ ଦେଉନଥିବାରୁ ସବୁ ଦଳର କାର୍ପଟଦାରମାନଙ୍କ ମଧ୍ୟରେ ଡର ବଢିବାରେ ଲାଗିଛି। ଉପନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦ

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରତ୍ୟେକ ଦିନ ଆରୋପ ଓ ପ୍ରତ୍ୟାରୋପ ଜାରି ରହିଛି। ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ଦେଇଛି ବିଜେଡି। ମୋବାଇଲ ଯୋଗେ ଭଏଓ୍‌ ମେସେଜ୍‌ ପଠାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଶେଷ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡାନ୍ତ

ବିଜେପି ପାଇଁ ଲଢିବେ ଧର୍ମେନ୍ଦ୍ର, ଜୁଏଲ ,ସ୍ମୃତି ଓ ଗିରିରାଜ ରାଜ୍ୟ ନେତାଙ୍କୁ ଧରି କଂଗ୍ରେସ କରିବ ପ୍ରଚାର ବିଜେପୁର ପାଇଁ କ୍ୟାରିଅରକୁ ବାଜିରେ ଲଗାଇଲେ ମହାରଥୀ ଭୁବନେଶ୍ୱର : ଉପନିର୍ବାଚନ ପ୍ରଚାର ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଶେଷ ହେବ। ଏହା ପୂର୍ବରୁ ବିଜେଡି ମୁଖିଆ ତଥା…
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ଓଲିଉଡ୍‌ ତାରକାଙ୍କ ଭିଡ଼

ବରଗଡ଼ : ବିଜେପୁର ଉପନିର୍ବାଚନରେ ପୂରା ଓଡ଼ିଶାର ରାଜନୀତି ଉପରତଳ ହେଉଥିବା ବେଳେ ଏବେ ପୂରା ଓଲିଉଡ୍‌ର ତାରକା ଠୁଳ ହୋଇଛନ୍ତି ବିଜେପୁର ଭଳି ଏକ ଅବହେଳିତ ନିର୍ବାଚନ ମଣ୍ଡଳୀରେ। ହେଲେ ଏହି ତାରକାମାନେ ଭୁଲି ଯାଇଛନ୍ତି ଯେ, ଏହି ନିର୍ବାଚନ ମଣ୍ଡଳୀର ଅଭାବ ଅସୁବିଧାରେ ବଂଚୁଥିବା ଲୋକମାନଙ୍କ…
ଅଧିକ ଖବର ଦେଖନ୍ତୁ...