ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଦଳ ଗଢ଼ିବା ପୂର୍ବରୁ ଏପିଜେ ଅବ୍‌ଦୁଲ କଲାମଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ତାମିଲ ସୁପରଷ୍ଟାର୍‌ କମଲ ହାସନ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର କମଲ ହାସନ ବୁଧବାର ରାଜନୈତିକ ଦଳ ଶୁଭାରମ୍ଭ କରିବା ପୂର୍ବରୁ ରାମେଶ୍ୱରମରେ ସ୍ୱର୍ଗତ ଡ. ଏପିଜେ ଅବ୍‌ଦୁଲ୍‌ କଲାମଙ୍କ ପରିବାରର ସଦସ୍ୟ ଓ ମତ୍ସଜୀବୀମାନଙ୍କୁ ଭେଟିଛନ୍ତି। ଏହି ଅବସରରେ କମଲ ହାସନ କହିଛନ୍ତି, ବର୍ତମାନ ସ୍ଥିତିରେ ଏଆଇଡିଏମ୍‌କେ ସରକାର ଭଲ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଜବତ ଓ ମୁଖ୍ୟମନ୍ତ୍ରୀଙ୍କୁ ଚପଲମାଡ଼ ଘଟଣା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର: ପୁରୀ ସାସଂଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ୬ ଜଣ ବରିଷ୍ଠ ନେତା ମୁଖ୍ୟ ର୍ନିବାଚନ ଅଧୀକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପଦ୍ମପୁରରେ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କା ବିଜେପି ର୍ନିବାଚନରେ ବ୍ୟବହାର କରିବାର ସୂଚନା ଥିଲା ବୋଲି ର୍ନିବାଚନ କମିଶନକୁ ବିଜେଡି…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ଜନତା ମର୍ଡର, ମାଫିଆ ଓ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ଠାରୁ ମୁକ୍ତି ଚାହାଁନ୍ତି: ଅମିତ ଶାହା

ବେଙ୍ଗାଲୁରୁ: କର୍ଣ୍ଣାଟକର ଜନତା ମର୍ଡର, ମାଫିଆ ରାଜ ଓ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ଯୋଗୁଁ ମନ ଦୁଃଖରେ ଅଛନ୍ତି। ଏଠାକାର ଲୋକଙ୍କ ଇଚ୍ଛା ଯେ, ସେମାନଙ୍କୁ ଗୁଣ୍ଡାରାଜରୁ ମୁକ୍ତି ମିଳୁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ଚୂଡ଼ାନ୍ତ ପ୍ରଚାରରେ ବଳ କଷାକଷି

ବିଜେପୁର : ନିର୍ବାଚନୀ ଚାକଚକ୍ୟରେ ବଦଳିଗଲାଣି ବିଜେପୁରର ରଙ୍ଗ। ସବୁ ଦଳର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କଠାରୁ ଆରମ୍ଭ କରି ନୂଆ ପିଢ଼ିର ନେତା ଯାଏ ଏଠି ଏବେ ଡେରା ପକାଇଛନ୍ତି। ଚଳଚ୍ଚିତ୍ର ଅଭିନେତା, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭରପୂର ହୋଉଠିଛି…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ଅପରାଜିତା

ଭୁବନେଶ୍ୱର : ଓଲିଉଡ୍‌ ସୁପରିଚିତ ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗେରୁଆ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ସମର୍ଥନ ଦେବ ଫରଓ୍ଵାର୍ଡ ବ୍ଲକ

ଭୁବନେଶ୍ୱର : ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ସମର୍ଥନ କରିବ ଫରଓ୍ଵାର୍ଡ ବ୍ଲକ। ଆଜି ପ୍ରେସ ବିଜ୍ଞପ୍ତିରେ ଦଳ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଅଲ୍‌ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକର ସାଧାରଣ ସଂପାଦକ ଜ୍ୟୋତିରଂଜନ ମହାପାତ୍ର, ରାଜ୍ୟ ଉପସଭାପତି ତଥା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ କଡ଼ା ନଜର ରଖିବାକୁ ବିଜେପିର ଦାବି

ଭୁବନେଶ୍ୱର/ନୂଆଦିଲ୍ଲୀ : ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦିନିଆ ପ୍ରଚାର ଓ ରାତ୍ରି ରହଣୀ ଉପରେ କଡ଼ା ନଜର ରଖିବାକୁ ଦାବି କରିଛି ବିଜେପି। ଏହି ସମୟରେ ଆଦର୍ଶ ଆଚରଣ ବିଧି ପାଳନର ସୁନିଶ୍ଚିତ କରିବା ପାଇଁ ରେକର୍ଡିଂ ଓ ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ରାତ୍ରି…
ଅଧିକ ଖବର ଦେଖନ୍ତୁ...

ବିଜେପି ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି ଆଜି ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଦଳର ସାଧାରଣ ସଂପାଦକ ପ୍ରଦୀପ କୁମାର ପାଣିଗ୍ରାହୀ ଜଣାଇଛନ୍ତି ଯେ ଆଜି ଯାଏ ବିଜେପୁର ଉପନିର୍ବାଚନର ଦୈନନ୍ଦିନ ଖର୍ଚ୍ଚ ହିସାବ ବିଜେପି ଦାଖଲ…
ଅଧିକ ଖବର ଦେଖନ୍ତୁ...

ପ୍ରଚାରରେ ଗିରିରାଜ, ଜୁଏଲ

ବରଗଡ଼ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିଜେପୁର ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ସିଂହ ବିଜେପୁର ବ୍ଲକ ପଡ଼ା ଗାଁ, ପହଣ୍ଡି ଏବଂ ବୁଦାପାଲିରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସଭାରେ ସେ ଧାନର ସର୍ବନିମ୍ନ ମୂଲ୍ୟକୁ ପ୍ରସଂଗ କରି ରାଜ୍ୟ ସରକାରଙ୍କୁ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ପୌର ନିର୍ବାଚନରେ ବିଜେପିର ବିପୁଳ ସଫଳତା, କଂଗ୍ରେସ ପ୍ରଦର୍ଶନରେ ଉନ୍ନତି

ନୂଆଦିଲ୍ଲୀ: ଗୁଜୁରାଟରେ ହୋଇଥିବା ମ୍ୟୁନିସିପାଲିଟି ନିର୍ବାଚନରେ କ୍ଷମତାରେ ଥିବା ବିଜପିକୁ ବିପୁଳ ସଫଳତା ମିଳିଛି । ତେବେ କଂଗ୍ରେସ ମଧ୍ୟ ଗତ ଥର ଅପେକ୍ଷା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ନିର୍ବାଚନ ହୋଇଥିବା ମୋଟ ୭୫ଟି ପୌରସଂସ୍ଥା ମଧ୍ୟରୁ ବିଜେପି ୪୭ଟିରେ ବିଜୟୀ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...