ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଫଡ଼ନାବିସଙ୍କ ଇସ୍ତଫା ପ୍ରସ୍ତାବକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ନୈତିକତା ଦୃଷ୍ଟିରୁ ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଛନ୍ତି ଏବଂ ସେ ତାଙ୍କର ଏହି ନିଷ୍ପତ୍ତିରେ ଅଟଳ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସେଣ୍ଟ୍ରାଲ ଭିଷ୍ଟା ଓ ବନ୍ଦେ ଭାରତ କର୍ମୀଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ରବିବାର ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗ ଦେବାକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ବନ୍ଦେ ଭାରତ ଓ ମେଟ୍ରୋ…
ଅଧିକ ଖବର ଦେଖନ୍ତୁ...

ଆତଙ୍କ ସୃଷ୍ଟି କରୁଛି ଟିଡିପି: ୱାଇଏସ୍‌ଆର୍‌ସିପି

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଗୁରୁବାର ଅଭିଯୋଗ କରିଛି ଯେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ରାଜ୍ୟରେ ସଦ୍ୟତମ ବିଧାନସଭା ନିର୍ବାଚନ ଜିତି ନୂତନ ସରକାର ଗଠନ କରିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଏଆଇସିସି ଅଧ୍ୟକ୍ଷଙ୍କୁ ତାଲିକା ପଠାଇଲେ ପିସିସି ପ୍ରଭାରୀ

ଭୁବନେଶ୍ବର: ରାଜ୍ୟ କଂଗ୍ରେସର କିଏ ହେବ ବିଧାୟକ ଦଳ ନେତା ? ଏହାକୁ ନେଇ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪ଟି ଆସନ ହାତେଇଛି। ୩ଜଣଙ୍କୁ ବାଦ୍ ଦେଲେ ଅନ୍ୟ ୧୧ବିଧାୟକ ହେଉଛନ୍ତି ନୂଆ। ତେଣୁ ୩ ଅଭିଜ୍ଞଙ୍କ ଭିତରୁ ଜଣେ ବିଧାୟକ ଦଳ ନେତା…
ଅଧିକ ଖବର ଦେଖନ୍ତୁ...

ରାହୁଲ ହୋଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସାଙ୍ଗଲି ଆସନର ସ୍ବାଧୀନ ସାଂସଦ ବିଶାଲ ପାଟିଲ ଗୁରୁବାର କଂଗ୍ରେସକୁ ସମର୍ଥନ ଜଣାଇବା ସହ ଦଳର ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ନୂତନ ବିରୋଧୀ ଦଳ ନେତା (ଏଲ୍ଓ‌ପି)ଙ୍କ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସୁନେତ୍ରାଙ୍କ ପରାଜୟରେ ଅଜିତ ପାୱାର ସ୍ତବ୍ଧ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର କହିଛନ୍ତି ଯେ ନିଜର ସମ୍ପର୍କୀୟ ଭଉଣୀ ତଥା ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କଠାରୁ ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ପରାଜୟରେ ସେ ବହୁତ ମାନସିକ ଆଘାତ ପାଇଛନ୍ତି। ଏହା ସେ ଆଶା କରି ନ ଥିଲେ।…
ଅଧିକ ଖବର ଦେଖନ୍ତୁ...

ଜୁଏଲ୍‌ଙ୍କୁ ଜିତାଇଲା ୫ ବିଧାନସଭା: ଜନ୍ମମାଟିରେ ପଛେଇଲେ ତିନି ପ୍ରାର୍ଥୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ଉପରେ ଏଥର ସମସ୍ତଙ୍କ ନଜର ଅଟକି ରହିଥିଲା। ବିଜେଡିରୁ ସୁନ୍ଦରଗଡ଼ର ଗୌରବ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଜେପିରୁ ଭେଟେରାନ୍‌ ଆଦିବାସୀ ନେତା ଜୁଏଲ ଓରାମଙ୍କ ସହ କଂଗ୍ରେସରୁ ଭୂୟାଁ ସମ୍ପ୍ରଦାୟର ଜନାର୍ଦ୍ଦନ ଦେହୁରୀ ମଇଦାନକୁ…
ଅଧିକ ଖବର ଦେଖନ୍ତୁ...

ଶପଥ ୯ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ୍‌: ମୋଦୀଙ୍କୁ ତୃତୀୟ ସୁଯୋଗ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସମସ୍ତ ସହଯୋଗୀ ଦଳ ଆଜି ନରେନ୍ଦ୍ର ମୋଦୀଙ୍କୁ ଏନ୍‌ଡିଏର ‌ନେତା ନିର୍ବାଚିତ କରିବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦୀଙ୍କୁ ସରକାର ଗଠନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଭବନରେ ତାତିଲେ ଯୁବ-ଛାତ୍ର ନେତା: ପାଣ୍ଡିଆନ-ପ୍ରଣବ-ମାନସଙ୍କ ବିରୋଧରେ ଗର୍ଜିଲେ

ଭୁବନେଶ୍ବର: ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇନାହାନ୍ତି। ଯୁବ-ଛାତ୍ର ନେତାମାନେ କିନ୍ତୁ ଭୀଷଣ କ୍ଷୁବ୍ଧ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବାହାରେ ସେମାନେ ଦେଖିପାରୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ହେବ ଦ୍ରୁତ ଅଭିବୃଦ୍ଧିର ଇଞ୍ଜିନ୍‌’: ବିରୋଧୀଙ୍କୁ ଚୁପ୍‌ କରିଦେଇଛି ଇଭିଏମ୍‌

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ନବ ନିର୍ବାଚିତ ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ନେତା ନିର୍ବାଚିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ଏନଡିଏ ସାଂସଦମାନେ ମୋଦୀଙ୍କୁ ସେମାନଙ୍କ ସଂସଦୀୟ ଦଳ…
ଅଧିକ ଖବର ଦେଖନ୍ତୁ...