ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିବାଦରେ ଫସିଲା ଏକ୍‌ଜିଟ୍ ପୋଲ୍: ଜାତୀୟ ସଂସ୍ଥାମାନଙ୍କର ଆକଳନ ସତ ହେଲାନି

ମହମ୍ମଦ ହିଫ୍‌ଜୁର ରହେମାନ୍‌ ଭୁବନେଶ୍ବର: ଏଥର ସାଧାରଣ ନିର୍ବାଚନ ସହିତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଉତ୍କଣ୍ଠା ଲାଗି ରହିଥିଲା। ବିଭିନ୍ନ ସଂସ୍ଥା ଜନମତ ସର୍ଭେ ଏବଂ ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ସର୍ଭେ କରିଥିଲେ। ସେମାନେ ଯେଉଁ ଆକଳନ କରିଥିଲେ ତାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସମୀକ୍ଷା ପରେ ଆସିଲା ତଥ୍ୟ: ବିଜେଡି କନ୍ଦଳରୁ ସପ୍ତଗିରିଙ୍କ ଚମକ

ରାୟଗଡା: ଦଳକୁ ଏକଜୁଟ କରି ରଖିଲେ। ରଣନୀତି ବି ସଫଳ ହେଲା। ଯାହା ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବିଜୟ ରାସ୍ତାକୁ ଆହୁରି ସହଜ କଲା। ଏପରିକି ସଂସଦୀୟ କ୍ଷେତ୍ରରେ ୭ରୁ ୬ ବିଧାୟକ ପ୍ରାର୍ଥୀ ମଧ୍ୟ ବିଜୟୀ ହେଲେ। ଅନ୍ୟପଟେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ଆତ୍ମଘାତି ହୋଇଛି। ଫଳଫଳକୁ…
ଅଧିକ ଖବର ଦେଖନ୍ତୁ...

ସୁରଙ୍କ ପରିବାରକୁ ଶକ୍ତ ଧକ୍କା: ରାଜନୀତିର ପ୍ରଥମ ପରୀକ୍ଷାରେ ଦୁଇ ପୁଅ ଫେଲ୍‌

ଜଟଣୀ: ଚଳିତ ନିର୍ବାଚନରେ ସବୁଠୁ ଅଧିକ କ୍ଷତି ସହିଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ। ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ନିର୍ବାଚନରେ ପରାଜିତ ହୋଇଛନ୍ତି। ଯଦିଓ ରାଜନୀତିରେ ହାର୍‌-ଜିତ୍ ଏକ ସ୍ବାଭାବିକ ପ୍ରକ୍ରିୟା,…
ଅଧିକ ଖବର ଦେଖନ୍ତୁ...

ବିରୋଧର ମୂଳଦୁଆ ପଡ଼ିଲା! ସୁପ୍ରିମୋ ଡାକିଲେ, ସନାତନ ଗଲେନି

କେନ୍ଦୁଝର: ଦିନ ଥିଲା ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ଏକ ସୌଭାଗ୍ୟ ବୋଲି ବିବେଚନା କରାଯାଉଥିଲା। ବିଜେଡି ସରକାର ଭାଙ୍ଗିବାପରେ ସବୁକିଛି ଯେମିତି ବଦଳିଯାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ସ୍ବରୂପ ନବନିର୍ବାଚିତ ବିଧାୟକଙ୍କ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଦୁଇ ବାପିଙ୍କ ଭବିଷ୍ୟତ: କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିଲେ

ଜଗତସିଂହପୁର: ନିର୍ବାଚନ ପୂର୍ବରୁ କଂଗ୍ରେସ ହାତ ଛାଡ଼ି ବିଜେଡିରେ ମିଶିଥିଲେ ଜଗତସିଂହପୁର ଜିଲ୍ଲାର ଦୁଇ ହେଭିୱେଟ୍ ନେତା ଚିରଞ୍ଜୀବ(ବାପି) ବିଶ୍ବାଳ ଓ ବାପି ସର୍ଖେଲ। ଦୁଇଜଣଙ୍କୁ ବିଜେଡି ଗୁରୁ ଦାୟିତ୍ବ ବି ଦେଇଥିଲା। ହେଲେ, ନିର୍ବାଚନ ଫଳାଫଳ ଓଲଟପାଲଟ ହେବାପରେ ଏବେ ଦୁଇ ବାପିଙ୍କ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ: ଟୁକୁନୀଙ୍କୁ ଅଡ଼ୁଆ କଲା ‘ଜିଲ୍ଲା ଗଠନ’ ପ୍ରସଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଫଳାଫଳ ଏଥର ଅନ୍ୟତମ ଚର୍ଚ୍ଚାର ବିଷୟ ପାଲଟିଛି। କ୍ରମାଗତ ଦୁଇଥର ଏଠାରୁ ବିଜୟୀ ହୋଇ ଟୁକୁନୀ ସାହୁ ରାଜ୍ୟ ରାଜନୀତିରେ କେବଳ ପ୍ରତିଷ୍ଠା ଅର୍ଜନ କରିନଥିଲେ, ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ୟୁପିରେ ‘ପରାଜୟ’ ପରେ ଏବେ ବିଜେପିରେ ବିଦ୍ରୋହ: ପରସ୍ପରକୁ ଦାୟୀ କରୁଛନ୍ତି ନେତା !

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି ସମୟରେ ପରାଜୟକୁ ନେଇ ୟୁପିରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିଜେପିର ରାଜ୍ୟ ୟୁନିଟ୍ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଏହି ସମୟରେ ୟୁପିରୁ ବଡ ଖବର ବାହାରକୁ ଆସୁଛି। ଫତେହପୁର ଆସନରୁ…
ଅଧିକ ଖବର ଦେଖନ୍ତୁ...

ଏନଡିଏର ସରକାର ଗଠନ ବାଟରେ ବାଧା ସୃଷ୍ଟି ପାଇଁ ଇଣ୍ଡିଆର ଯୋଜନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଏନଡିଏ କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଥିଲେ। ଏହାପୂର୍ବରୁ ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି…
ଅଧିକ ଖବର ଦେଖନ୍ତୁ...

କନିଷ୍ଠ ଏସପି ସାଂସଦ ପ୍ରିୟା ସରୋଜ ତାଙ୍କ ପିତାଙ୍କ ସହ ନାଚୁଥିବା ଭିଡିଓ ଭାଇରାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରିୟା ସରୋଜ ଉତ୍ତରପ୍ରଦେଶର ଜ‌ୈନପୁର ଜିଲ୍ଲାର ମଛଲିସହର ସଂସଦୀୟ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଏହା ସହିତ ସେ ସର୍ବ କନିଷ୍ଠ ସାଂସଦ ହୋଇଛନ୍ତି। ଏବେ ପ୍ରିୟା ସରୋଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି…
ଅଧିକ ଖବର ଦେଖନ୍ତୁ...

ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ: ବାଇଡେନଙ୍କୁ ଭେଟିବେ, ଜି -୭ ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ: ନିଜର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯିବେ। ଏହି ଗସ୍ତକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ,…
ଅଧିକ ଖବର ଦେଖନ୍ତୁ...