ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୧୮ତମ ଲୋକସଭା ନୂତନ ଶକ୍ତିରେ ଭରପୁର ହେବ: ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଆଲାଇନ୍ସ (ଏନଡିଏ) ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ରାଷ୍ଟ୍ରପତି ଭବନ ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ମୋଦୀ ନୂତନ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ମୋଦୀଙ୍କୁ ନୂଆ ସରକାରୀ ଗଠନ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦୀ…
ଅଧିକ ଖବର ଦେଖନ୍ତୁ...

ସଂସଦରୁ ବାହାରିବା ପରେ ମୋଦୀ ପ୍ରଥମେ ଭେଟିଲେ ଏହି ବ୍ୟକ୍ତିଙ୍କୁ…

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ଆଜି ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ସରଗାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ବିଜେପି ନେତା…
ଅଧିକ ଖବର ଦେଖନ୍ତୁ...

ଏନଡିଏ ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ କେଉଁ କାର୍ଯ୍ୟ କରିବେ, ସୂଚନା ଦେଲେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଶୁକ୍ରବାର ଏନଡିଏର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଏକନାଥ ସିନ୍ଦେ, ଅଜିତ ପାୱାର, ଚିରାଗ ପାସୱାନ ଏବଂ ଜିତନ ରାମ ମାଂଝୀଙ୍କ ଭଳି ବହୁ ବଡ ନେତା ଏନଡିଏକୁ ସମର୍ଥନ କରିଥିଲେ। କାର୍ଯ୍ୟନିର୍ବାହୀ…
ଅଧିକ ଖବର ଦେଖନ୍ତୁ...

ଇଭିଏମ୍‌କୁ ନେଇ ନିରବତା ଦେଖି ବିରୋଧୀ ମେଣ୍ଟକୁ କଟାକ୍ଷ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଯେତେବେଳେ ଫଳାଫଳ ପ୍ରକାଶ ପାଇଲା ସେତେବେଳେ ସେ ଚିନ୍ତିତ ଥିଲେ ଯେ ଇଭିଏମ୍‌ରେ ତ୍ରୁଟି ଅଭିଯୋଗକୁ ନେଇ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ’ମୃତ ନା…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ନୀତେଶଙ୍କ କଡ଼ା ଜବାବ୍: ଆପଣଙ୍କ ପରିବାର ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି

ମୁମ୍ବାଇ: କଂଗ୍ରେସ ଲୋକସଭା ସାଂସଦ ରାହୁଲ ଗାନ୍ଧୀ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ସବୁଠୁ ବଡ ଷ୍ଟକ ମାର୍କେଟ ସ୍କାମରେ ଜଡିତ ଥିବା ଅଭିଯୋଗ କରିବା ପରେ ଭାରତୀୟ ଜନତା ପାର୍ଟି ନେତା ନୀତେଶ ରାଣେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୁସଲମାନଙ୍କ ପାଇଁ ସଂରକ୍ଷଣ ହଟାଇ ପାରିବ ନାହିଁ ବିଜେପି ପାଖରେ ବହୁମତ ଅଭାବ: ଆମେ କୋଟା ଜାରି ରଖିବୁ ବୋଲି କହିଲା…

ଗୁଣ୍ଟୁର: ଏନଡିଏ ମିଳିତ ମଞ୍ଚ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ଏହାର ନେତା ଭାବରେ ମନୋନୀତ କରିଛି। ସେ ଜୁନ୍ ୯ ସନ୍ଧ୍ୟା ୬ ଟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ, ଯେଉଁ…
ଅଧିକ ଖବର ଦେଖନ୍ତୁ...

ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଆମ ଦେଶ କାହା ଆଗରେ ମୁଣ୍ଡ ନୁଆଇଁବ ନାହିଁ: ପୱନ କଲ୍ୟାଣ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରସ୍ତାବକୁ ଜନସେନା ଦଳର ମୁଖ୍ୟ ପୱନ କଲ୍ୟାଣ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରହିବେ ସେ ପର୍ଯ୍ୟନ୍ତ ଦେଶ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଶୁକ୍ରବାର ସଂସଦରେ ଏନଡିଏ ମିଳିତ…
ଅଧିକ ଖବର ଦେଖନ୍ତୁ...

ମୁଁ ପରାଜିତ ହୋଇଛି ନା ମତେ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି ତାହା ସମସ୍ତେ ଜାଣନ୍ତି: ଉପେନ୍ଦ୍ର କୁଶୱାହା

ପାଟନା: ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ଏବେ ବିହାରରେ ଏନଡିଏରେ ଆଭ୍ୟନ୍ତରୀଣ ମତଭେଦ ସାମ୍ନାକୁ ଆସିଛି। ରାଜ୍ୟରେ ଏନଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। କାରାକାଟ ଆସନରେ ପରାଜୟ ନେଇ ଉପେନ୍ଦ୍ର କୁଶୱାହା ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ବାସ୍ତବରେ,…
ଅଧିକ ଖବର ଦେଖନ୍ତୁ...

୨୦୨୪ ମସିହାରେ ଆମେ ଯେତିକି ଆସନ ଜିତିଛୁ କଂଗ୍ରେସ ୩ଟି ନିର୍ବାଚନରେ ଜିତିନି: ମୋଦୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ନୂତନ ନିର୍ବାଚିତ ସାଂସଦମାନେ ଶୁକ୍ରବାର ଦିନ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ସଂସଦୀୟ ଦଳର ନେତା କରିବା ସହ ସଂସଦର ସେଣ୍ଟ୍ରାଲ ହଲରେ ଏକ ଉଚ୍ଚସ୍ତରୀୟ ବୈଠକରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...