ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବଡ଼ ଓଷାରେ ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖୋର୍ଧା,: ବଡ଼ ଓଷା ପର୍ବ ପାଇଁ ଖୋର୍ଧା ଗୁରୁଜଙ୍ଗଠାରେ ଥିବା ପ୍ରସିଦ୍ଧ ଶ୍ରୀଶ୍ରୀଧବଳେଶ୍ୱରଙ୍କ ପୀଠରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ଭୋର୍‌ ପ୍ରାୟ ୩ଟାରେ ମନ୍ଦିରର ନୀତିକାର୍ଯ୍ୟ ସମ୍ପନ୍ନ କରାଯିବା ପରେ ଶ୍ରୀଶ୍ରୀ ଧବଳେଶ୍ୱର ବାବାଙ୍କୁ ପାରମ୍ପରିକ ରୀତିନୀତିରେ…
ଅଧିକ ଖବର ଦେଖନ୍ତୁ...

ଆଇନଷ୍ଟାଇନ୍‌ କଲେଜରେ କ୍ୟାମ୍ପସ ଚୟନ

ଖୋର୍ଧା, : ବଣିଆଟାଙ୍ଗୀ ଆଇନଷ୍ଟାଇନ୍‌ ଏକାଡେମି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଇଂଜିନିୟରିଂ କଲେଜରେ ଟେକ୍‌ ମହିନ୍ଦ୍ରା ପକ୍ଷରୁ କ୍ୟାମ୍ପସ୍‌ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। କମ୍ପାନିର ମାନବ ସମ୍ବଳ ବିଭାଗୀୟ ମୁଖ୍ୟ ସୟଦ୍‌ ସଫିଉଦ୍ଦିନ୍‌ ଏବଂ ସହକର୍ମୀମାନେ ଯୋଗଦେଇ ଚୟନ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀରକୁ ଚିତ୍ରକୋଣ୍ଡା ଡ୍ୟାମ୍‌ରେ ଛଡ଼ାଗଲା

ମାଲକାନଗିରି : ସତୀଗୁଡା ଡ୍ୟାମରୁ ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ମୁନସା ଗାଁକୁ ପଶି ଆସିଥିବା ବୟସ୍କ ମାଈ କୁମ୍ଭୀରକୁ ଆଜି ଚିତ୍ରକୋଣ୍ଡା ଡ୍ୟାମରେ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। ଗତକାଲି ଗାଁରୁ କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିବା…
ଅଧିକ ଖବର ଦେଖନ୍ତୁ...

ସାରଦା ଗ୍ରୁପ୍‌ର ୩୭୯୮ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ସାରଦା ଗ୍ରୁପ ଅଫ୍‌ କମ୍ପାନିଜର ୩ ହଜାର ୭୯୮ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କୋଲକାତାର ଅଲ୍ଲୀପୁର ଜେଲରେ ଥିବା ସାରଦା…
ଅଧିକ ଖବର ଦେଖନ୍ତୁ...

ବିଜେପୁରକୁ ସରକାରଙ୍କ ପାଣି ଭେଟି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନେଇ ବିଜେଡି ସରକାର ପୂରା ଦମ୍‌ ଲଗାଇ ଦେଲାଣି। ଭୋଟ୍‌ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ବିଜେପୁର ପାଇଁ ଘୋଷଣା ହେଉଛି। ଭୂତଳ ଜଳସେଚନ ଯୋଜନା ବିଜେପୁରରୁ ଆରମ୍ଭ କରିବା ନେଇ ଘୋଷଣା କରିବା ପରେ ଏବେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇବାକୁ…
ଅଧିକ ଖବର ଦେଖନ୍ତୁ...

ଦ୍ୱନ୍ଦ୍ୱରେ ରାଜ୍ୟର ଗାଁ ସଂଖ୍ୟା

ସୁନ୍ଦରଗଡ଼ : ଦେଶରେ ମୋଟ ଗ୍ରାମ ସଂଖ୍ୟା କେତେ? କେଉଁ ରାଜ୍ୟରେ କେତୋଟି ଗ୍ରାମ ରହିଛି? ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏବଂ ଜନଗଣନା-୨୦୧୧ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ୱନ୍ଦ ଉପୁଜିଛି। କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଗୁଳି ବିନିମୟ : ଦୁଇ ପିଏଲ୍‌ଏଫ୍‌ଆଇ କ୍ୟାଡ଼ର ଗିରଫ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମା ଆମ୍ବାପାନି ଜଙ୍ଗଲରେ ଆଜି ସକାଳେ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଶସ୍ତ୍ର ଦଳ ଓ ପୁଲିସ ମଧ୍ୟରେ ଗୁଳି ବିନିୟମ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ୪ ଜଣ…
ଅଧିକ ଖବର ଦେଖନ୍ତୁ...

ବଅଁରପାଳ ବ୍ଳକ୍‌ ଟେଣ୍ଟଲୋଇ ଗ୍ରାମରେ ଅଗ୍ନିକାଣ୍ଡ, ୭ ବଖରା ପୋଡି ପାଉଁଶ

ଅନୁଗୁଳ : ବଅଁରପାଳ ବ୍ଳକ୍‌ କୁକୁଡାଙ୍ଗ ଗ୍ରାମ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମରେ ଗୁରୁବାର ରାତିରେ ନିଆଁଲାଗି ଗ୍ରାମର ସନ୍ତୋଷ ନାଏକ, ଅବିନାଶ ନାଏକ, ପ୍ରଫୁଲ ନାଏକଙ୍କର ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସବ ପରେ ମହିଳାଙ୍କ ମୃତ୍ୟୁ

ମହାକାଳପଡ଼ା : ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଆଶାକର୍ମୀ ଏହି ମହିଳାଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତ୍ତେ ନର୍ସିଂହୋମ୍‌ରେ ଭର୍ତ୍ତି କରାଇବାରୁ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଜଣେ ଗୁରୁତର

ରାଉରକେଲା : ବିଶ୍ରା ବ୍ଲକ ଜରେଇକେଲା ପଞ୍ଚାୟତ କୁଣ୍ଡାପୋଷ ଗାଁରେ ହାତୀ ଆକ୍ରମଣରେ ସୌରଭ ସାହୁ (୩୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗାଁକୁ ପଶି ଆସିଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇଥିବା ବେଳେ ଏ ଅଘଟଣ ଘଟିଛି। ଗୁରୁତର ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...