ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଜଂଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକେଡ଼ପାଜୁ ଗାଁ ନିକଟ ଜଙ୍ଗଲରୁ ବୌଦ୍ଧ ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ବିଶ୍ବସ୍ତ ସୂତ୍ରର ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଜବତ ଗଂଜେଇର ପରିମାଣ ୮ କୁଇଣ୍ଟାଲ ହେବ। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ କାହାର ସଂପୃକ୍ତି ଅଛି,…
ଅଧିକ ଖବର ଦେଖନ୍ତୁ...

ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢ଼େଲ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଏବଂ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରାଣ ହରାଇଛନ୍ତି। ସେ ଦୁହେଁ ହେଲେ, ପିଏମ୍‌ (ପାର୍ଟି ମେମ୍ବର) ସନ୍ତୁ ଓ ପିଏମ୍‌…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଏସଓଜି-ମାଓବାଦୀ ମୁହାଁମୁହିଁ: ୨ ମାଓବାଦୀ ନିହତ

କଣ୍ଟାମାଳ: ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି। ଏସଓଜି ଯବାନଙ୍କ କୁମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି। ଏସଓଜି ଯବାନଙ୍କ ପକ୍ଷରୁ ଅତର୍କିତ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ରାଲିରେ ଯୋଗଦେଇ ବଳି ପଡ଼ିଲେ କିରାଣି, ଜିଲ୍ଲାପାଳ କଲେ ନିଲମ୍ବନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦ ସତ୍ୱେ ଜିଲ୍ଲାରେ ଜଣେ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଉଥିବା ଦେଖାଯାଉଛି। ଏହାରି ମଧ୍ୟରେ କେବଳ ଶିକ୍ଷା ବିଭାଗର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ରାଜନୈତିକ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅଳ୍ପକେ ବର୍ତ୍ତିଲେ ୨ ଶିଶୁ

ବୌଦ୍ଧ: କିଆକଟା ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି। ରାସ୍ତାକଡ଼ରେ ଗାଡ଼ି ରଖି ଦୁଇ ଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ। ବାଇକରେ ବସିଥଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା। ଏହି ସମୟରେ କିଆକଟା ଆଡ଼ରୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପିଟିପିଟି ହତ୍ୟା: ପୁଲିସର ତଦନ୍ତ ଜାରି

ହରଭଙ୍ଗା: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଗୌଡ଼ଦେଇ ମନ୍ଦିର ପଛପଟେ ମୃତଦେହ ପଡ଼ିଥିଲା। ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ। ସୂଚନା ଅନୁଯାୟୀ ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଏଣେତେଣେ ଖୋଜିଥିଲେ ମାତ୍ର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଇସ୍ତଫା ଦେଲେ ବୌଦ୍ଧ ଜିଲ୍ଲା ଛାତ୍ର ସଭାପତି, ଯୁବ ସଂଯୋଜକ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ଏବଂ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଯୁବ ସଂଯୋଜକ ସୁଶୀଳ କୁମାର ହୋତା ଶୁକ୍ରବାର ଦିନ ନିଜ ପଦବିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଶ୍ରୀ ହୋତା ଦୀର୍ଘ ୧୫ ବର୍ଷ ହେବ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ: ୪୦ ଡିଗ୍ରି ଉପରେ ୩୨ ସହର, ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କୁୁ ବଦଳି!

କଣ୍ଟାମାଳ : ରାଜନୈତିକ ସମ୍ପୃକ୍ତି ଅଭିିଯୋଗରେ ଵୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମନମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଳକା ପ୍ରଧାନଙ୍କ ସ୍ବାମୀ ତଥା ନୂଆପାଲି ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା…
ଅଧିକ ଖବର ଦେଖନ୍ତୁ...

ଘାଟିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ହରଭଙ୍ଗା: ବୌଦ୍ଧ ଓ ଫୁଲବାଣୀ ସୀମାନ୍ତ ରାଣୀ ପଥର ଉପର ଘାଟିରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଡ୍ରାଇଭର ସମେତ କିଛି ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨୦ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...