ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ସମ୍ବିତ ଓ ପୃଥ୍ୱୀରାଜଙ୍କ ଜନସଂପର୍କ ପଦଯାତ୍ରା

ନାଚୁଣୀ: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ଡା. ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ…
ଅଧିକ ଖବର ଦେଖନ୍ତୁ...

ମାଣିକାଗୋଡ଼ା-ବିଜୁପୁର ରାସ୍ତା ଫାଟି ଆଁ

ଧଳାପଥର: ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ସୁଗମ ଯାତାୟାତ ନିମନ୍ତେ ବିଭିନ୍ନ ରାସ୍ତାର ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ବୋଲଗଡ଼ ବ୍ଲକ୍‌ ଅଞ୍ଚଳର ତାହା ବିଫଳ ହୋଇଛି। ମାଣିକାଗୋଡ଼ାଠାରୁ ବିଜୁପୁର ଆର୍‌ଡି ରାସ୍ତାଟି ନିମ୍ନମାନର କାମ ଯୋଗୁଁ ଫାଟି ଆଁ କରିଛି।…
ଅଧିକ ଖବର ଦେଖନ୍ତୁ...

ପାଣି ସମସ୍ୟା: ୧୫ କିମି ଚାଲିଲେ ଦେଉଳି ପଞ୍ଚାୟତର ଗୋଡ଼ା ଗାଁର ଗ୍ରାମବାସୀ

ବେଗୁନିଆ: ପାଣି ସମସ୍ୟା ଲାଗି ରହିଥିବାରୁ ଖୋର୍ଦ୍ଧା ଜିଲ୍ଲା  ବେଗୁନିଆ  ବ୍ଲକ୍ ଦେଉଳି ପଞ୍ଚାୟତର ଗୋଡ଼ା ଗାଁର ଗ୍ରାମବାସୀ ପ୍ରତିବାଦ ଜଣାଇବାକୁ ଅଭିନବ ପ୍ରୟାସ କରିଛନ୍ତି। ଗ୍ରାମବାସୀମାନେ ଗରା, ମାଠିଆ, ବାଲଟି ଧରି ଚାଲି ଚାଲି ୧୫ କିଲୋମିଟର ଆସିଛନ୍ତି। ସେମାନେ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ପିଟିଲା ଟ୍ରକ୍: ହେଲପର ମୃତ

ବାଲୁଗାଁ: ବାଣପୁର ଥାନା ବେଲପଡ଼ା ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରେକ୍ ହେଲପରଙ୍କ ମୃତ୍ୟୁ ଘଟିଛି। ଏନ୍‌ଏଚ୍ ୧୬ ବାଣପୁର ଥାନା ବେଲପଡ଼ା ଛକଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଟ୍ରକ୍‌ରେ ଥିବା ହେଲପରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ବାକି ଟଙ୍କା ମାଗିବାରୁ ଦୁର୍ବୃତ୍ତମାନେ ତେଜରାତି ଦୋକାନ ଜାଳିଦେଇଥିବାର ଖବର ମିଳିଛି। ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ କଳଙ୍କି ଖାଉଛି ‘ସମୁଦ୍ରା’: ଓଡ଼ିଶାର ପ୍ରଥମ ଶୀତତାପ ନିୟନ୍ତ୍ରିତ ବୋଟ୍

ଖୋର୍ଦ୍ଧା: ଚିଲିକାକୁ ଆସିଥିଲା ଦୁଇ ନୂଆ ବୋଟ୍। ନାଁ ଥିଲା ସମୁଦ୍ରା। ଚିଲିକା ପାଣିରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ କିଣା ହୋଇଥିଲା ଏ ବୋଟ୍। କିନ୍ତୁ, ଖର୍ଦ୍ଦି ପରଠାରୁ ବୋଟ୍‌ ସିଲ୍ ଖୋଲା ହୋଇନି। ଚିଲିକା ପାଣିରେ ବହୁ କୋଟି ବ୍ୟୟରେ ନିର୍ମିତ ଏ ବୋଟ୍ ଭାସୁଛି…
ଅଧିକ ଖବର ଦେଖନ୍ତୁ...

ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ: ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇ ବେଗୁନିଆରେ…

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କୁ ସାରା ରାଜ୍ୟ ମନେ ପକାଉଛି। ସ୍ବର୍ଗତଃ ପଟ୍ଟନାୟକ ସାହିତ୍ୟ ରାଜନୀତି, ସାମ୍ବାଦିକତାରେ ଥିଲେ ତ୍ରିବେଣୀ ସଙ୍ଗମ। ସଂସ୍କୃତରେ ଥିଲା ତାଙ୍କର ଅଗାଢ ପାଣ୍ଡିତ୍ୟ। ତାଙ୍କୁ ମନେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ

ଖୋର୍ଦ୍ଧା: ବେଗୁନିଆର କଂଗ୍ରେସ ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦୁହେଁ ୫ ହଜାରରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

୨ ବାଇକ୍‌ଚୋର ଗିରଫ, ୩ ବାଇକ୍‌ ଜବତ

ଖୋର୍ଦ୍ଧା: ସ୍ଥାନୀୟ ଆଦର୍ଶ ଥାନା ପୁଲିସ ୨ଟି ଜଣ ବାଇକ୍‌ ଚୋରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ଟି ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପାଲି ଗାଁର ମୁରଲୀ ପରିଡ଼ା (୨୨) ଓ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ କାମନାବଡ଼ସାହିର…
ଅଧିକ ଖବର ଦେଖନ୍ତୁ...

ଜେଲ୍ ବିଜୁଳିରେ ବାବୁଙ୍କ ଅୟସ: ଅଫିରର୍ସ କ୍ବାଟରର୍ସରେ ଚାଲିଛି ବିଜୁଳି ଚୋରି

ଖୋର୍ଦ୍ଧା: ଜେଲ ନାଁରେ ବିଜୁଳି ବିଲ୍। କିନ୍ତୁ, ରାଜକୀୟ ଢଙ୍ଗରେ ମାଗଣାରେ ଅୟସ କରୁଛନ୍ତି ଜେଲ୍‌ ବାବୁ। ନିଜ କ୍ବାର୍ଟରସ୍‌କୁ ବିଦ୍ୟୁତ୍‌ ଆଦୌ ନ ଟାଣି, ବର୍ଷ ବର୍ଷ ହେଲା ଚୋରା ବିଜୁଳିରେ ବର୍ଷ ବର୍ଷ ହେଲା ଚଳି ଆସୁଛନ୍ତି। ନିକଟ ଅତୀତରେ ଜେଲ୍‌ର ବିଚାରାଧୀନ କଏଦୀଙ୍କୁ ବାହାର କାମରେ…
ଅଧିକ ଖବର ଦେଖନ୍ତୁ...