Daily Archives

October 12, 2017

ଏବେ ବି ସବୁକିଛି ରହସ୍ୟାବୃତ୍ତ

ଆହ୍ଲାବାଦ:    ମେ, ୨୦୦୮ରେ ଉତ୍ତର ପ୍ରଦେଶର ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲବାର ଓ ମା’ ନୁପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ଏହି ମାମଲା ଏବେ ବି ରହସ୍ୟାବୃତ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

ଗୁଳିମାଡ଼ରେ ପୁଲିସ ଏସ୍‌ଆଇ ଆହତ

ଲମତାପୁଟ :  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ନିକଟରେ ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ଉପରକୁ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଏସ୍‌ଆଇ ପ୍ରଦୀପ କୁମାର ନାୟକ ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳିର କିଛି ଅଂଶ ଫସି ରହିଥିବା ଜଣାପଡିଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ: ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଠାବ କର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ରାଜ୍ୟର ସୀମା ଦେଇ ପଶିଆସୁଥିବା ଅନୁପ୍ରବେଶକାରୀ ବିଦେଶୀଙ୍କୁ ରୋକିବା ଦିଗରେ ପଦକ୍ଷେପ ନେବାକୁ…
ଅଧିକ ଖବର ଦେଖନ୍ତୁ...

୨୦୨୨ ବେଳକୁ ପୃଥୁଳ ଶିଶୁଙ୍କ ସଂଖ୍ୟା ଅପପୁଷ୍ଟ ସଂଖ୍ୟାକୁ ଟପିଯିବ

ମୁମ୍ବାଇ: ଆଉ ପାଞ୍ଚ ବର୍ଷ ପରେ ପୃଥିବୀରେ ମେଦବହୁଳ ବା ପୃଥୁଳ ଶିଶୁଙ୍କ ସଂଖ୍ୟା ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଯଥେଷ୍ଟ ବଢ଼ିଯାଇଥିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍‌ଲ୍ୟୁଏଚ୍‌ଓ) ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ୍‌ ଦ୍ୱାରା ସ୍ୱାସ୍ଥ୍ୟଭିତ୍ତିକ ପତ୍ରିକା ‘ଦ ଲାନ୍ସେଟ୍‌’ରେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀ କସ୍ତୁରୀ ମୃତ୍ୟୁ ଘଟଣା : କ୍ରୀଡ଼ା ପ୍ରଶିକ୍ଷକ, ପିଅନ ନିଲମ୍ବିତ

କେନ୍ଦ୍ରାପଡ଼ା : ଦଶମଶ୍ରେଣୀ ଛାତ୍ରୀ କସ୍ତୁରୀ ସାମନ୍ତରାୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରଶାସନ ଆଜି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘଟଣାର ୨୨ଦିନ ପରେ ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ ଓ ଜଣେ ପିଅନଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ରାଜନଗର ଆର୍‌ଏନ୍‌ ହାଇସ୍କୁଲ୍‌ର…
ଅଧିକ ଖବର ଦେଖନ୍ତୁ...

ନଳିନୀକାନ୍ତ ମହାନ୍ତି ସ୍ମାରକୀ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଉଦ୍‌ଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବରେ…
ଅଧିକ ଖବର ଦେଖନ୍ତୁ...

ରେଳବାଇ ବନ୍ଦ କରିବ ୧୪ଟି ପ୍ରିଣ୍ଟିଂ ପ୍ରେସ୍‌! ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଉ ଏକ ନୂତନ ନିଷ୍ପତ୍ତି। ଅଣଉତ୍ପାଦକ ଉପକ୍ରମଗୁଡ଼ିକୁ ଭାରତୀୟ ରେଳବାଇ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଜାଣିବାକୁ ମିଳିଛି ଯେ ଭାରତୀୟ ରେଳବାଇ ଖୁବ୍‌ ଶୀଘ୍ର। ଏ ନେଇ ପ୍ରାୟ ୧୪ଟି ଛାପାକଳ( ପ୍ରିଣ୍ଟିଂ ପ୍ରେସ୍‌) ବନ୍ଦ କରିବ। ଏହି ୧୪ଟି ଛାପାକଳରେ ଥିବା…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: କାର ଧକ୍କାରେ ଭିକ୍ଷା ମାଗି ପେଟ ପୋଷୁଥିବା ମହିଳାଙ୍କ ମୃତ୍ୟୁ

ନୂଆପଡ଼ା: ଭିକ୍ଷା ମାଗି ପେଟ ପୋଷୁଥିବା ଜଣେ ମହିଳା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ କାର ଧକ୍କା ଦେବାରୁ ଗୁରୁବାର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୋମନାରୁ ଜାତୀୟ ରାଜପଥ ୩୫୩ ଦେଇ ଖରିଆରରୋଡ଼ ଯାଉଥିବା ଏକ ଲାଲ ରଙ୍ଗର ‘ଟଭେରା’ ମହିଳାଙ୍କୁ ଧକ୍କା ଦେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ୨ ମିନିଟ୍‌ରେ କିପରି ଖୋଲିବେ ସ୍ମାର୍ଟଫୋନ୍‌ର ଲକ୍‌ !

ଯଦି ଆପଣଙ୍କ ବି ସ୍ମାର୍ଟଫୋନ୍‌ର ପାର୍ଟନ ଲକ୍‌ ଖୋଲୁନାହିଁ କିମ୍ବା ପିନ୍‌କୋଡ୍‍ ଭୁଲିଯାଇଛନ୍ତି ଅଥବା ଅନ୍ୟ କୌଣସି ଲକ୍‌ ପଡ଼ି ଯାଇଛି ତାହା ଆପଣ ଖୋଲିବାକୁ ଚାହୁଁଥାଆନ୍ତି ,ତେବେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ଜାଣନ୍ତୁ। ଆମେ ଏପରି ଉପାୟ ବିଷୟରେ କହିବୁ, ଯାହାକୁ କରିବାକୁ କେବଳ ମାତ୍ର ହିଁ…
ଅଧିକ ଖବର ଦେଖନ୍ତୁ...

ବିନା ଇଣ୍ଟର୍‌ନେଟ୍‌ରେ ଭାରତ ବଞ୍ଚିପାରିବ ନାହିଁ!

ବର୍ତ୍ତମାନ ଦୁନିଆରେ ଇଣ୍ଟର୍‌ନେଟ୍‌ ସବୁ ସ୍ଥାନରେ ପହଞ୍ଚିଯାଇଛି ଓ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଏକ ବିଶ୍ୱସ୍ତରୀୟ ସର୍ଭେରେ ତିନି ଭାଗରୁ ଅଧିକ ଲୋକଙ୍କ କହିବା ଅନୁସାରେସେମାନେ ବିନା ଇଣ୍ଟର୍‌ନେଟ୍‌ରେ ବଞ୍ଚିପାରିବେ ନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ଯାହା…
ଅଧିକ ଖବର ଦେଖନ୍ତୁ...