Daily Archives

November 23, 2017

କୁନ୍ଦୁଲି ପୀଡ଼ିତାଙ୍କ ଦାନ୍ତ, ଅଲ୍‌ଟ୍ରାସାଉଣ୍ଡ, ଏକ୍ସ-ରେ ରିପୋର୍ଟ ସ୍ୱାଭାବିକ

କଟକ : ଏସ୍‌ସିବି ମେଡିକାଲ୍‌ ମେଡିସିନ୍‌ ଆଇସିୟୁରେ ଭର୍ତ୍ତି ହୋଇଥିବା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସମସ୍ତ ଡାକ୍ତରୀ ପରୀକ୍ଷା ଆଜି ଶେଷ ହୋଇଛି। ଗତକାଲି ସୁଦ୍ଧା ତାଙ୍କର ପ୍ରାୟତଃ ସବୁ ପରୀକ୍ଷା ଶେଷ ହୋଇଯାଇଥିଲାବେଳେ ଆଜି ମେଡିକାଲ ବୋର୍ଡ ବୈଠକ ବସିବାର ଥିଲା। କିନ୍ତୁ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ନିର୍‌ତାର ଛାତ୍ରଙ୍କ ଉଦ୍ଭାବନ : ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

କଟକ : ଅନ୍ୟର ସହାୟତା ଆଉ ଦରକାର ପଡିବନି କି ଶାରୀରିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବଳ ଏକ୍ସଲରେଟର ମୋଡ଼ିଲେ ଚାଲିବ ହୁଇଲ୍‌ ଚେୟାର। ସୌର ଶକ୍ତିରେ ଚାର୍ଜ ହୋଇଥିବା ଏହି ବ୍ୟାଟେରି ଦ୍ୱାରା ଏହି ହୁଇଲ୍‌ ଚେୟାର ୩ ଘଣ୍ଟା କାଳ ଏକ ସମୟରେ ଚାଲି ପାରିବ। ଦିବ୍ୟାଙ୍ଗଙ୍କ ପାଇଁ ଅତି ଉପଯୋଗୀ…
ଅଧିକ ଖବର ଦେଖନ୍ତୁ...

ବଣ୍ଟିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ନୂଆପଡ଼ା ପୁଲିସ

ନୂଆପଡ଼ା : ଟିଡିଆର୍‌ ଚଞ୍ଚକତା କରି ୨୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ଠିକାଦାର ବଣ୍ଟି ଅଗ୍ରୱାଲଙ୍କୁ ନୂଆପଡ଼ା ପୁଲିସ ଆଉ ୪ ଦିନ ରିମାଣ୍ଡରେ ନେଇଛି। ତାଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ନୂଆପଡ଼ା ପୁଲିସ ଗୁରୁବାର ନୂଆପଡ଼ା ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଆବେଦନ…
ଅଧିକ ଖବର ଦେଖନ୍ତୁ...

ଇପିଏସ୍‌-ଓପିଏସ୍‌ ଗୋଷ୍ଠୀକୁ ମିଳିଲା ଯୋଡ଼ିପତ୍ର ଚିହ୍ନ

ନୂଆଦିଲ୍ଲୀ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ପରେ ଏଆଇଏଡିଏମ୍‌ରେ ଚାଲିଥିବା ବଡ଼ ଧରଣର ବିବାଦ ଏବେ ଶାନ୍ତ ପଡ଼ିବା ସ୍ଥିତିକୁ ଆସିଛି। ଆଜି ନିର୍ବାଚନ କମିସନ ମୁଖ୍ୟମନ୍ତ୍ରୀ ଇ. ପଲାନି ସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିର୍‌ସେଲଭମ ଗୋଷ୍ଠୀକୁ ଦଳରୁ ଯୋଡ଼ିପତ୍ର…
ଅଧିକ ଖବର ଦେଖନ୍ତୁ...

୧୨,୬୦୦ କୋଟି ବଞ୍ଚାଇଛୁ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି

ନୂଆଦିଲ୍ଲୀ: ଫ୍ରାନ୍‌୍‌ସ ସହିତ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂପନ୍ନ କରି ଏନ୍‌୍‌ଡିଏ ସରକାର ଦେଶର ୧୨ ହଜାର ୬୦୦ କୋଟି ଟଙ୍କା ବଞ୍ଚାଇଛନ୍ତି। ଏନ୍‌ଡିଏ ସରକାର ଏ ବାବଦରେ କହିଛନ୍ତି ଯେ ଫ୍ରାନ୍‌୍‌ସ ସହିତ ୩୬ଟି ଯୁଦ୍ଧ ବିମାନର ଚୁକ୍ତି ସମେତ ଅନ୍ୟ ଯୁଦ୍ଧାସ୍ତ୍ର, ପ୍ରଶିକ୍ଷଣ ଏବଂ…
ଅଧିକ ଖବର ଦେଖନ୍ତୁ...

ପୁଣି ବାଘ ଆତଙ୍କ, ୨ଟି ବାଛୁରୀଙ୍କୁ ମାରି ଖାଇଲା କଲରାପତିରିଆ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ତଥା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ କଟିଙ୍ଗପାନି ଗାଁରେ ଗୁରୁବାର ସକାଳେ ୨ଟି ବାଛୁରୀଙ୍କୁ କୌଣସି ହିଂସ୍ର ଜନ୍ତୁ ମାରି ଖାଇ ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ନୌସେନାର ପ୍ରଥମ ମହିଳା ପାଇଲଟ୍‌ ଶୁଭାଙ୍ଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶୁଭାଙ୍ଗୀ ସ୍ୱରୂପ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି। କେରଳର ଏଝିମାଲା ନାଭାଲ ଏକାଡେମିରୁ ପଢ଼ା ଶେଷ କରିଥିବା ଶୁଭାଙ୍ଗୀ ଖୁବ୍‌ଶୀଘ୍ର ସାମୁଦ୍ରିକ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିବେ। ନୌସେନା କମାଣ୍ଡର ଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ସିିମଳାରେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଝିଅକୁ ଗଣଦୁଷ୍କର୍ମ, କର୍ଣ୍ଣେଲ ଗିରଫ

ସିିମଲା: ହିମାଚଳପ୍ରଦେଶ ରାଜଧନୀ ସିମଳାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଝିଅକୁ ଜଣେ ସେନା କର୍ଣ୍ଣେଲ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ ପୁଲିସ ଅଭିଯୁକ୍ତ କର୍ଣ୍ଣେଲ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅର୍ଥ ପ୍ରଦାନ କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌…
ଅଧିକ ଖବର ଦେଖନ୍ତୁ...

ୟୁପିରେ ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ: ୩ ମୌଲବୀଙ୍କୁ ଟ୍ରେନ୍‌ରୁ ଫିଙ୍ଗିଦେଲେ

ବାଗପତ: ଉତ୍ତର ପ୍ରଦେଶରେ ପୁଣି ଥରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ବୁଧବାର ରାତିରେ ଦିଲ୍ଲୀରୁ ବାଗପତ ଫେରୁଥିବା ୩ଜଣ ମଦ୍ରାସା ଶିକ୍ଷକ(ମୌଲବୀ)ଙ୍କୁ କିଛି ଅଜ୍ଞାତ ଯୁବକ ନିସ୍ତୁକ ମାଡ଼ ମାରିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଏହି ମୌଲବୀଙ୍କୁ…
ଅଧିକ ଖବର ଦେଖନ୍ତୁ...