Daily Archives

February 4, 2018

ଗଂଜେଇ ଜବତ,୩ ଗିରଫ

ମାଲକାନଗିରି/ପଡିଆ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ପୁଲିସ ଗତକାଲି ରାତିରେ ୧୬୨ କିଲୋ ଗଂଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ପୁଲିସ ଏସଆଇ ସୁଶାନ୍ତ କୁମାର କିଷାନ, ହାବିଲଦାର ସନନ୍ଦ କାଲୋ, ହୋମଗାର୍ଡ ଜବାହାରଲାଲ ନାଗ ପ୍ରମୁଖ ପାଟ୍ରୋଲିଂ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ଗୁଳିରେ ୩ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ରବିବାର ସନ୍ଧ୍ୟାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ ପୂର୍ବରୁ ବିଧିବଦ୍ଧ ଭାବରେ ଯୋଜନା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ବିଜେପି ସହ ମେଣ୍ଟ ଭାଙ୍ଗିବନି ଟିଡିପି, ଅଧିକ ଅନୁଦାନ ପାଇଁ ସାଂସଦମାନେ ଦାବି ରଖିବେ

ହାଇଦ୍ରାବାଦ: ଗତ ବଜେଟ୍‌କୁ ନେଇ ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏର ସହଯୋଗୀ ଦଳ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ଦଳ ବିଜେପି ସହ ସମ୍ପର୍କ ଛିନ୍ନ କରିବ ବୋଲି କଳ୍ପନାଜଳ୍ପନା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ରିକ୍ସା ଚଳାଇ ଚର୍ଚ୍ଚାରେ କିଙ୍ଗ୍‌ଖାନ୍‌, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌

ବଲିଉଡର ବାଦଶାହ ଶାହାରୁଖ ଖାନ ପୁଣି ଚର୍ଚ୍ଚାରେ। ବାଦଶାହ ଶାହାରୁଖ ଖାନ୍‌ ରିକ୍ସା ଚାଲଉଥିବାର ଏକ ଫଟୋ ଇଂଟରନେଟରେ ଭାଇରାଲ ହେଉଛି। ବଲିଉଡର କିଙ୍ଗ୍‌ ଖାନ ରିକ୍ସା ଚଳାଇବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଆପଣ ନିଶ୍ଚିତ ଭାବୁଥିବେ ଯେ ଏପରି ସମ୍ଭବ କେମିତି ହେଲା। ତେବେ ଶାହାରୁଖ…
ଅଧିକ ଖବର ଦେଖନ୍ତୁ...

ଆପ୍‌ ଜରିଆରେ ସାଧାରଣ ଲୋକେ ମାଗଣା କଣ୍ଡୋମ୍‌ ବଣ୍ଟନକାରୀଙ୍କ ସୂଚନା ପାଇ ପାରିବେ

ନୂଆଦିଲ୍ଲୀ: ଫିଲିପିନ୍ସରେ ଏଡସ୍‌ ସଚେତନତା ବାର୍ତ୍ତା ପ୍ରଚାରକାରୀମାନେ ମନିଲାରେ ଥିବା ରେସ୍ତୋରାଁ ଓ ଦୋକାନ ସହିତ ମିଶି ମାଗଣା କଣ୍ଡୋମ୍‌ ବଣ୍ଟନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ସୁରକ୍ଷିତ ସମ୍ଭୋଗ ଓ ଏଚ୍‌ଆଇଭି ସଂକ୍ରମଣରୁ ସଂଖ୍ୟା ହ୍ରାସ କରିବା। ଏଡସ୍‌ ସଚେତନତା…
ଅଧିକ ଖବର ଦେଖନ୍ତୁ...

ଜେଏନୟୁର ସିଆଇଏସ୍‌ ବିଭାଗର ପ୍ରଫେସର ଅରୁଣ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ତଥା ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ସିଆଇଏସ୍‌ ବିଭାଗ ପ୍ରଫେସର ଅରୁଣ ମହାନ୍ତିଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଏକ…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିବା କୁକୁର ଏପରି ପହଞ୍ଚିଲା ମାଲିକ ଘରେ…

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏବି ନାମକ କୁକୁରର ଫଟୋ ଭାଇରାଲ ହୋଇଛି। ଲୋକମାନେ ଏହି ଏବି ସମ୍ପର୍କରେ ବି ଜାଣିବାକୁ ଚାହୁଁଛନ୍ତି। କେତେକ ଲୋକ ଏହି କୁକୁରକୁ ପ୍ରଶଂସା କରିବା ସହିତ କେହିକେହି ଚତୁର କୁକୁର ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ଏବି ୧୦ବର୍ଷ ପୂର୍ବରୁ ନିଜ…
ଅଧିକ ଖବର ଦେଖନ୍ତୁ...