Daily Archives

March 12, 2018

ଡାକ ବିଭାଗର ନୂଆ ଯୋଜନା : ଗ୍ରାହକଙ୍କୁ ପ୍ରତି ମାସରେ ମିଳିବ ଟଙ୍କା ! କରିବାକୁ ପଡ଼ିବ ଏହି ଛୋଟିଆ କାମ

ଭୁବନେଶ୍ୱର : ସାଧାରଣତଃ ଲୋକମାନେ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ, ବ୍ୟାଙ୍କ ଓ ବିଭିନ୍ନ ଇନସ୍ୟୁରାନ୍‌ସ କମ୍ପାନୀରେ ଟଙ୍କା ଜମା ରଖିଥାନ୍ତି। ଯାହାର ଫାଇଦା ଜମାକାରୀଙ୍କୁ ଭବିଷ୍ୟତରେ ମିଳିଥାଏ। କିନ୍ତୁ ଏବେ ଭାରତୀୟ ଡାକ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିଛି। ଯେଉଁ ସ୍କିମରେ ଜମାକାରୀ…
ଅଧିକ ଖବର ଦେଖନ୍ତୁ...

ଛତୁ ଫୁଟିବା ଭଳି ଖୋଲୁଛି ଔଷଧ ଦୋକାନ! ଆପଣ କିଣୁଥିବା ମେଡିସିନ କେତେ ସୁରକ୍ଷିତ?

ବାଲେଶ୍ୱର : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବାଲେଶ୍ୱରରେ ଛତୁ ଫୁଟିବା ଭଳି ଖୋଲିଛି ମେଡିସିନ ଷ୍ଟୋର । ଯୁଆଡେ ଦେଖିଲେ ଖାଲି ମେଡିସିନ ଷ୍ଟୋର ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲିଛି। ଜିଲ୍ଲାରେ ଏଲୋପାଥିକ ଓ ହୋମିଓପାଥି ମିଶି…
ଅଧିକ ଖବର ଦେଖନ୍ତୁ...

ସନ୍ନିଙ୍କ ଉପରେ ରାକ୍ଷୀଙ୍କ ଆରୋପ: ପର୍ଣ୍ଣଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଫୋନ ନମ୍ବର

ସନ୍ନି ଲିଓନ ବଲିଉଡରେ ପାଦ ରଖିବା ଦିନଠାରୁ ହିଁ ରାକ୍ଷୀ ସାଓ୍ଵାନ୍ତ ତାଙ୍କ ଉପରେ ଅନେକ ଅରୋପ ଲଗାଇ ଆସିଛନ୍ତି । ତେବେ ରାକ୍ଷୀଙ୍କ ଆରୋପର କେବେ ମଧ୍ୟ ପ୍ରତିଉତ୍ତର ଦେଇନାହାନ୍ତି ସନ୍ନି । ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରହିଥିବା ରାକ୍ଷୀ ପୁଣି ଥରେ ସନ୍ନିଙ୍କ ଉପରେ ଲଗାଇଛନ୍ତି ଆରୋପ ।…
ଅଧିକ ଖବର ଦେଖନ୍ତୁ...

ତାରକ ମେହେଟ୍ଟାକା ଉଲଟା ଚଷମା ଛାଡ଼ିପାରନ୍ତି ଦୟାବେନ୍‌

ନୂଆଦିଲ୍ଲୀ : ଭାରତୀୟ ଟେଲିଭିଜନର ବହୁଚର୍ଚ୍ଚିତ ଧାରାବାହିକ ‘ତାରକ ମେହେଟ୍ଟାକା ଉଲଟା ଚଷମା’ ପିଲାଠୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ । ଭିନ୍ନ ଅଭିନୟ କରି ଖାସ ଦର୍ଶକଙ୍କ ମନରେ ଘର କରିଛନ୍ତି ଜେଠା ଲାଲ ଏବଂ ଦୟାବେନଙ୍କ ଯୋଡ଼ି । ବର୍ତ୍ତମାନ ଏପରି ଖବର ଶୁଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ବିଷୟରେ ଏହି ୪ଟି କଥା ଯାହା ଆପଣଙ୍କୁ ଜାଣିବା ଦରକାର

ପ୍ରତି ସ୍ମାର୍ଟଫୋନ୍‌ରେ ଏବେ ହ୍ଵାଟ୍‌ସଆପ ମେସେଞ୍ଜର୍‌ ରହିବା ସହ ଏହାର ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଲୋକମାନେ ଏଥିରେ ଥିବା ଫିଚର୍‌କୁ ଭଲ ପାଇବା ସହ କମ୍ପାନି ମଧ୍ୟ ଏହାର ଫିଚର୍‌କୁ କିପରି ଉନ୍ନତ ହୋଇ ପାରିବ ସେଥିପାଇଁ ଚେଷ୍ଟା କରି ଚାଲିଛି । ତେବେ ହ୍ଵାଟ୍‌ସଆପ ସହ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଅଭ୍ୟାସ ମାନସିକ ରୋଗର ସଙ୍କେତ ଦେଇଥାଏ

ଏମିତି ବହୁତ ମାନସିକ ରୋଗ ରହିଛି ଯାହାକୁ ଲୋକମାନେ ଦେଖି ମଧ୍ୟ ଅଣଦେଖା କରି ଦେଇଥାଆନ୍ତି, ଯାହା ପରେ ଏକ ଭୟଙ୍କର ରୂପ ନେଇଥାଏ । ମାନସିକ ରୋଗରେ ପଡ଼ିବା ପରେ ତାହାର ଅନେକ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ । କିନ୍ତୁ ଲୋକମାନଙ୍କ ପାଖରେ ସେ ରୋଗକୁ ନେଇ କୌଣସି ସୂଚନା ନଥିବାରୁ ସେମାନେ ମାନସିକ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେବା ପରେ ଜୟାଙ୍କ ବିରୋଧରେ ବିଷ ଓଗାଳିଲେ ନରେଶ, ନାପସନ୍ଦ କଲେ ସୁଷମା

ଲକ୍ଷ୍ନୌ: ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା)ର ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ସପା ନେତା ନରେଶ ଅଗ୍ରଓ୍ଵାଲ ଯାଇ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ରେ। ଉଲ୍ଲେଖ୍‌ଯୋଗ୍ୟ, ବଲିଉଡ୍‌ ଅଭିନେତ୍ରୀ ତଥା ବଲିଉଡ୍‌ର…
ଅଧିକ ଖବର ଦେଖନ୍ତୁ...

ସାଂସ୍କୃତିକ ଶକ୍ତିରେ ଭାରତକୁ ଟପିବା ସହଜ ନୁହେଁ : ଚୀନ ବୁଦ୍ଧିଜୀବି

ବେଜିଂ: ସାମରିକ ଶକ୍ତି, ଅର୍ଥନୈତିକ ଶକ୍ତି କ୍ଷେତ୍ରରେ ଚୀନ ଭାରତଠାରୁ ବହୁ ଆଗୁଆ ରହିଥିବାବେଳେ ସଫ୍ଟପାଓ୍ଵାର ବା ସାଂସ୍କୃତିକ ଶକ୍ତିରେ ଭାରତ ଚୀନଠାରୁ ବେଶ ଆଗରେ ରହିଛି । ଏ କଥା ଆମେ କହୁନାହୁଁ, ଏକଥା କହୁଛନ୍ତି ଚୀନର ବୁଦ୍ଧିଜୀବିମାନେ । ଚୀନ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ…
ଅଧିକ ଖବର ଦେଖନ୍ତୁ...

‘ସିମ୍‌ବା’ରେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିବେ ପ୍ରିୟା ପ୍ରକାଶ

ମୁମ୍ବାଇ : ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ, ଯାହାଙ୍କ ଆଖି ମରାକୁ ନେଇ ପୂରା ଦେଶ ପାଗଳ ହୋଇଯିବା ସହ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏତେ ଶୀଘ୍ର ଷ୍ଟାରଡ଼ମ୍‌ ଏବଂ ଲୋକମାନଙ୍କ ଭଲ ପାଇବା ହାସଲ କରିବା ପରେ ସେତେବେଳେ ତାଙ୍କର ବଲିଉଡ଼ରେ ଏଣ୍ଟ୍ରିକୁ ନେଇ ଅନେକ କଥା ଉଠି ଥିଲା ।…
ଅଧିକ ଖବର ଦେଖନ୍ତୁ...

କୁଶଲ ମେଣ୍ଡିସଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କା ୧୨ ଓଭରରେ ୧୧୩ ରନ

କଲମ୍ବୋ: ସ୍ଥାନୀୟ ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ନିଧାସ୍‌ ଟ୍ରଫିର ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-ଟେ୍ଵଣ୍ଟି ମ୍ୟାଚରେ ଶେଷ ଖବର ମିଳିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ୧୨ ଓଭରରେ ୪ ଓ୍ଵିକେଟ ହରାଇ ୧୧୩ ରନ ସଂଗ୍ରହ କରିଛି । ଇନିଂସ ପ୍ରାରମ୍ଭରେ ୨ଟି ଓ୍ଵିକେଟ ହରାଇବା…
ଅଧିକ ଖବର ଦେଖନ୍ତୁ...