Daily Archives

July 13, 2018

ପ୍ରଥମ ଦୁଇଟି ଫିଲ୍ମ ରିଲିଜ ନ ହେଉଣୁ ସାରାଙ୍କୁ ମିଳିଲା ତୃତୀୟ ଫିଲ୍ମର ଅଫର,ଏହି ଖାନ୍‌ଙ୍କ ସହ ଅଭିନୟ କରିବେ

ମୁମ୍ବାଇ : ବଲିଉଡ୍‌ର ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରାଙ୍କର ଭାଗ୍ୟ ଚମକିବାରେ ଲାଗିଛି । ପ୍ରଥମ ଫିଲ୍ମ ପରେ ତାଙ୍କୁ ଲଗାତାର ବିଭିନ୍ନ ଫିଲ୍ମର ଅଫର ମିଳିବାରେ ଲାଗିଛି । ଫିଲ୍ମ ‘କେଦାରନାଥ’ ଏବଂ ‘ସିମ୍‌ବା’ ରିଲିଜ୍‌ ନ ହେଉଣୁ ତାଙ୍କୁ ତୃତୀୟ ଫିଲ୍ମ ଅଫର କରାଯାଇଥିବା ଜଣାପଡ଼ିଛି…
ଅଧିକ ଖବର ଦେଖନ୍ତୁ...

୪ଦିନ ପାଇଁ ବାପଘରକୁ ବୁଲି ଯାଇଥିଲା ସ୍ତ୍ରୀ, ଦୁଇ ଦିନ ରହି ଫେରିବା ପରେ ନିଜ ଶୋଇବା ଘର ଦେଖି ଉଡ଼ିଗଲା ହୋସ୍‌

ରାୟପୁର : ଛତିଶଗଡ଼ର ରାଜଧାନୀରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ସ୍ତ୍ରୀ ୪ଦିନ ପାଇଁ ବାପଘର ବୁଲି ଯାଇଥିବା ବେଳେ ଏହାର ଫାଇଦା ଉଠାଇ ଦେହଜୀବୀଙ୍କ ଘରକୁ ଡ଼ାକିଥିଲା ସ୍ୱାମୀ । କିନ୍ତୁ ତାକୁ ଜଣା ନ ଥିଲା ସେ କରୁଥିବା ଅପରାଧ ଏତେ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିଯିବ ।…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର, ନିର୍ଦ୍ଧାରିତ ହୋଇ ସାରିଛି ପାର୍ଟି ଏବଂ ସିଟ୍‌ !

ଜଲନ୍ଧର : ବଲିଉଡ୍‌ର ସୁପରଷ୍ଟାର ଅକ୍ଷୟ କୁମାର ରାଜନୀତିରେ ପାଦ ରଖିବାକୁ ଯାଉଥିବା ସୂଚନା ମିଳିଛି । ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଅକ୍ଷୟ ବିଜେପିରୁ ନିର୍ବାଚନ ଲଢ଼ିବେ ବୋଲି ଜଣା ପଡ଼ିଛି । ଅକ୍ଷୟ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

୩୮ବର୍ଷିୟ ମହିଳାଙ୍କୁ ନିଜର କିଡ୍‌ନି ଦେଇ ଆଖିବୁଜିଲେ ୧୧ମାସର ଶିଶୁ, ସର୍ବକନିଷ୍ଠ ଅଙ୍ଗଦାତା ଭାବରେ ଘୋଷଣା ହେଲା ନାମ

ଚଣ୍ଡିଗଡ଼ : ୧୧ ମାସର ଏକ ବ୍ରେନ୍‌ଡ଼େଡ଼୍‍ ଶିଶୁ କିଡନି ସମସ୍ୟାରେ ପୀଡ଼ିତ ଥିବା ଜଣେ ମହିଳାଙ୍କୁ ନିଜର କିଡନି ଦାନ କରି ତାଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ଏବେ ଏହି ଶିଶୁଟିକୁ ସବୁଠାରୁ କନିଷ୍ଠ ଅଙ୍ଗଦାତା ବୋଲି ଘୋଷଣା କରାଯାଇଛି । ଏହି ଅଙ୍ଗଦାନ ଚଣ୍ଡିଗଡ଼ର ପାରାସ୍ନାତକ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଆମେରିକାର ବିରୋଧ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ କିଣିବ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆମେରିକାର ତୀବ୍ର ବିରୋଧ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେ କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଏହି କ୍ରୟ ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଏଣୁ ଏଥିରୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୬୦ରୁ ଅଧିକ ଗୋରୁ-ଛେଳି-ମେଣ୍ଢା ମୃତ, ୨ ଜଣ ଲୋକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତ କଙ୍କଣହାର ଗାଁରେ ଶୁକ୍ରବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ୬୦ରୁ ଅଧିକ ଗୋରୁ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭାଟପଡ଼ା ଗ୍ରାମରେ ଆଜି ସନ୍ଧ୍ୟା ୫ଟାରେ…
ଅଧିକ ଖବର ଦେଖନ୍ତୁ...

କୋଚି ବିମାନ ବନ୍ଦରରେ ଏକ ବଡ଼ ଧରଣର ଅଘଟଣକୁ ସାମନା କରିବା ପୂର୍ବରୁ ଅଳ୍ପକରେ ବର୍ତ୍ତିଗଲା କତାର୍‌ ଏୟାରେଓ୍ଵଜ୍‌ର…

କୋଚି: କତାର୍‌ ଏୟାରେଓ୍ଵଜ୍‌ର ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଆଜି ଅପରାହ୍ଣରେ ଏକ ବଡ଼ ଧରଣର ଅଘଟଣକୁ ସାମନା କରିବା ପୂର୍ବରୁ ଅଳ୍ପକରେ ବର୍ତ୍ତି ଯାଇଛି ଏବଂ ବିମାନରେ ଥିବା ସମସ୍ତ ୩୦୬ ଯାତ୍ରୀ ସୁରକ୍ଷିତ ଅଛନ୍ତି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କତାର୍‌…
ଅଧିକ ଖବର ଦେଖନ୍ତୁ...

ଭାରତ ଏପର୍ଯ୍ୟନ୍ତ ଜାକିର ନାଏକର ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିନାହିଁ : ମାଲେସିଆ

କ୍ୱାଲାଲୁମ୍ପୁର : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକର ପ୍ରତ୍ୟାର୍ପଣ ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ଭାରତ ଏପର୍ଯ୍ୟନ୍ତ ଆଇନଗତ ଭାବେ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିନାହିଁ । ଆମେ ଭାରତର ପ୍ରତ୍ୟାର୍ପଣ ଅନୁରୋଧକୁ ଏହା କରିବା ପରେ ମାଲେସିଆର ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଡକ୍ଟର ହାତୀଙ୍କ ହସ୍ପିଟାଲ୍‌ ଖର୍ଚ୍ଚ ଉଠାଉଥିଲେ ସଲୁ ମିଆଁ?

ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ଡକ୍ଟର ହଂସରାଜ ହାତୀଙ୍କ ଭୂମିକା ନିଭାଇଥିବା ଟେଲି ଅଭିନେତା କବି କୁମାର ଆଜାଦଙ୍କର ପରଲୋକ ଖବର ସାରା ଦେଶରେ ତାଙ୍କ ପ୍ରଶଂସକମାନଙ୍କୁ ଦୁଃଖିତ କରିଛି। ମାତ୍ର ଆପଣ ହୁଏତ ଏକଥା ଜାଣିନଥିବେ ଯେ ଏହି ଲୋକପ୍ରିୟ ଟେଲି…
ଅଧିକ ଖବର ଦେଖନ୍ତୁ...

ଶିରିଡ଼ି କାନ୍ଥରେ ଦିଶିଲା ସାଇବାବାଙ୍କ ଚିତ୍ର, ଚମତ୍କାର ଦେଖିବାକୁ ଜମିଲା ଅଗଣିତ ଲୋକଭିଡ଼

ଶିରିଡି ସାଇରେ ଚମତ୍କାର। ପ୍ରକଟ ହେଲେ ସାଇବାବା। ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର କାନ୍ଥରେ ସାଇବାବାଙ୍କ ଦେଖାଯିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ବୁଧବାର ରାତିରେ ମନ୍ଦିିର କାନ୍ଥରେ ସାଇବାବାଙ୍କ ଚିତ୍ର ଦୃଶ୍ୟମାନ ହୋଇଥିବା ଭକ୍ତମାନେ ଦାବି କରିଛନ୍ତି। ଏହାକୁ ନେଇ ସାଇ ମନ୍ଦିରରେ ଏବେ…
ଅଧିକ ଖବର ଦେଖନ୍ତୁ...