Daily Archives

September 4, 2018

କୋରାପୁଟ: ଇଣ୍ଡିକା କାର୍‌ ସମେତ ୩୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର କାକିରିଗୁମ୍ମା ପୁଲିସ ମଙ୍ଗଳବାର ୩୦ କିଲୋ ଗଞ୍ଜେଇ ଭର୍ତ୍ତି ଇଣ୍ଡିକା ଜବତ କରିଛି। ଏହି ଘଟଣାରେ ପୁଲିସ ମହାରାଷ୍ଟ୍ରର ୩ ଜଣ ଲୋକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାକିରିଗୁମା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଓ ତାଙ୍କ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଅଜବ ପ୍ରଥା! ରାଜସ୍ଥାନର ଏହି ମନ୍ଦିରରେ ପ୍ରସାଦ ଆକାରରେ ଦିଆଯାଏ ପିଆଜ

ଚୁରୁ(ରାଜସ୍ଥାନ) : ଚୁରୁ ଜିଲ୍ଲାର ସାଦୁଲପୁର ଅଞ୍ଚଳରେ ଥିବା ଦାଦ୍‌ରେଓ୍ଵା ଧାମ୍‌ରେ ଏକ ମନ୍ଦିର ରହିଛି ଯେଉଁଠି ପ୍ରସାଦ ଆକାରରେ ପିଆଜ ଭୋଗ ଲଗା ଯାଇଥାଏ । ଏଠାରେ ଭୋଗ ଆକାରରେ ପିଆଜ ଚଢ଼ାଇବା ପ୍ରଥା ବହୁ ବର୍ଷ ପୁରୁଣା । ୮ଦିନ ହେବ ଦାଦ୍‌ରେଓ୍ଵା ଧାମ୍‌ରେ ଥିବା ଗୋରଖ୍‌ପୁର ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

କପିଲ ଶର୍ମାଙ୍କ ସହ କାମ କରିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ନିଜର ବୟାନ ରଖିଲେ ଭାରତୀ ସିଂହ, ଦେଲେ ଏହି ଜବାବ

ମୁମ୍ବାଇ : କିଛି ଦିନ ତଳେ ହାସ୍ୟ ଅଭିନେତା କପିଲ ଶର୍ମା ପୁଣି ଥରେ ନିଜର ଏକ ନୂଆ ସୋ’ ନେଇ ପରଦାକୁ ଫେରୁଥିବା ଖବର ମିଳିଥିଲା । ଏହି ସୋ’ର ପ୍ରିମିୟର ଅକ୍ଟୋବର ମାସରେ ହେବାକୁ ଥିବା ବେଳେ କପିଲ ଏହି ସୋ’ରେ ହାସ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କରୁଥିବା ସୋ’ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁଜାଫରପୁର ଜିଲ୍ଲାରେ ଥିବା ମିଠାନ୍‌ପୁର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

୩୦୦ରୁ ଅଧିକ ପର୍ଣ୍ଣ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ଏବେ ଚର୍ଚ୍ଚରେ ପାଦ୍ରୀ ଭାବେ କରୁଛନ୍ତି ଧର୍ମକର୍ମ

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ରହୁଥିବା ଜଣେ ପର୍ଣ୍ଣଷ୍ଟାର ଏବେ ପାଲଟିଛନ୍ତି ଧର୍ମ ପ୍ରଚାରକ । ପର୍ଣ୍ଣଷ୍ଟାର ବ୍ରିଟେନି ଦେ ଲା ମୋରାଙ୍କ ଜୀବନ ୬ ବର୍ଷ ପୂର୍ବେ କିଛି ଅଲଗା ଥିବା ବେଳେ ଏବେ ସେ ଏକ ଚର୍ଚ୍ଚରେ ପାଦ୍ରୀ ଭାବରେ କାମ କରିବା ଆରମ୍ଭ କରିଛନ୍ତି । ୬ ବର୍ଷ ପୂର୍ବରୁ ପର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ହତ୍ୟା କଲା ସ୍ୱାମୀ, ଅନ୍ତିମସଂସ୍କାର ପାଇଁ ଶବ ନିଆଯିବା ବେଳେ ସାମ୍ନାକୁ ଆସିଲା…

ପାଲି : ରାଜସ୍ଥାନର ପାଲିରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଚର୍ମର ରଙ୍ଗ ପାଇଁ ହତ୍ୟାକାରୀ ପାଲଟିଛି ସ୍ୱାମୀ ସ୍ତ୍ରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ସ୍ୱାମୀ ସ୍ତ୍ରୀର ଗଳା ଚିପି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମେ ଏହା ହତ୍ୟା ବୋଲି କାହାକୁ ଜଣା ନ ଥିବା ବେଳେ ଶବ…
ଅଧିକ ଖବର ଦେଖନ୍ତୁ...

ଐଶ୍ୱର୍ଯ୍ୟା ସାଙ୍ଗରେ ଥିବାରୁ କରିସ୍ମାଙ୍କୁ ସାମ୍ନାରେ ଦେଖି ଏଭଳି ବ୍ୟବହାର କଲେ ଅଭିଷେକ,ଭଉଣୀ ଶ୍ୱେତାଙ୍କୁ ଆସି…

ମୁମ୍ବାଇ : ବଲିଉଡ୍‌ରେ ଯେଭଳି ଦବଙ୍ଗ ସଲ୍‌ମାନ ଖାନ୍‌ ଏବଂ ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ପ୍ରେମ ସଂପର୍କରେ ବିଚ୍ଛେଦ ଚର୍ଚ୍ଚାରେ ରହିଥିଲା ସେହିଭଳି ଅଭିନେତ୍ରୀ କରିସ୍ମା କପୁର ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ନିର୍ବନ୍ଧ ଭାଙ୍ଗିବାକୁ ନେଇ ମଧ୍ୟ ଖୁବ୍‌ ଜୋର ଚର୍ଚ୍ଚା ହୋଇଥିଲା । ନିର୍ବନ୍ଧ…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ବୁଲିବା ଏବଂ ଅସଦାଚରଣ ନ କରିବାକୁ ତାଗିଦ୍‌ କରିଥିଲେ ପୁଲିସ୍‌ କର୍ମଚାରୀ, ଘରକୁ ଫେରୁଥିବା ବେଳେ ପିଟି ପିଟି…

ମୁମ୍ବାଇ : ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାଗ୍ରସ୍ତ ଥିବା ୩ ଜଣ ଯୁବକ ଜଣେ ପୁଲିସ କର୍ମଚାରୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁହା ରଡ଼ରେ ପିଟି ହତ୍ୟା କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତ ପୁଲିସ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ୮ ଦଫା ଦାବି ନେଇ ଦ୍ୱିତୀୟ ଦିନରେ ପହଞ୍ଚିଲା ବିଧାୟକଙ୍କ ଧାରଣା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ୮ଦଫା ଦାବି ନେଇ ଦେଇଥିବା ଧାରଣା ମଙ୍ଗଳବାର ୨ୟ ଦିନରେ ପହଞ୍ଚିଛି। ଓଡିଶା ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଥିଲେ ବି ବିଧାୟକ କୁଲେସିକା ଏଥିରେ ଯୋଗଦେଇ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇସିୟୁରେ ଭର୍ତ୍ତି ହେଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ଵାଜିଦ୍‌,ସାଜିଦ୍‌ଙ୍କ ସହ ମିଶି ଦେଇଛନ୍ତି ଅନେକ ହିଟ୍‌…

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ଵାଜିଦ୍‌ ଖାନ୍‌ଙ୍କ ଅସୁସ୍ଥ ହୋଇ ପଡ଼ିବାରୁ ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...