Daily Archives

September 6, 2018

କଂଗ୍ରେସ ବିଧାୟକଙ୍କ ଆମରଣ ଅନଶନ: ଆସନ୍ତାକାଲି ଲକ୍ଷ୍ମୀପୁରରେ ଦୋକାନ ବଜାର ବନ୍ଦ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକଙ୍କ ଆମରଣ ଅନଶନ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚି ଥିବା ବେଳେ କଂଗ୍ରେସ ଶୁକ୍ରବାର ଲକ୍ଷ୍ମୀପୁର ବନ୍ଦ ଡାକରା ଦେଇଛି। ଫଳରେ ଲକ୍ଷ୍ମୀପୁରରେ ଦୋକାନ-ବଜାର ବନ୍ଦ ରହିବ। ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ସାଗରମାଳା ପ୍ରକଳ୍ପ ନାଁରେ ନକଲି ଓ୍ବେବସାଇଟ ଖୋଲି ଠକେଇ ଅଭିଯୋଗ

ନୂଆଦିଲ୍ଲୀ : ଦେଶର ବନ୍ଦର ଓ ଜଳମାର୍ଗ ଗୁଡ଼ିକର ସାମଗ୍ରିକ ବିକାଶ  ଲାଗି ସରକାର ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ସାଗରମାଳା କାର୍ଯ୍ୟକାରୀ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧିନରେ  ବନ୍ଦରଗୁଡିକର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । କିନ୍ତୁ ଏହାର ଓ୍ବେବସାଇଟକୁ ନକଲ କରି ଏକ ଓ୍ବେବସାଇଟ…
ଅଧିକ ଖବର ଦେଖନ୍ତୁ...

ସୈଫ୍‌ଙ୍କୁ ଶାହିଦ୍‌ ଦେଇଥିବା ଚ୍ୟାଲେଞ୍ଜ ଉପରେ କ’ଣ ହେବ କରୀନାଙ୍କ ପ୍ରତିକ୍ରିୟା? ଆରମ୍ଭ ହୋଇଛି ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏକା ସାଙ୍ଗରେ ଶେଷଥର ପାଇଁ ଫିଲ୍ମ ‘ରଙ୍ଗୁନ୍‌’ରେ କାମ କରିଥିଲେ । ଏହି ଫିଲ୍ମ ପରେ ଦୁହିଁଙ୍କୁ ସାଥୀରେ ଦେଖିବାକୁ ପାଇ ନ ଥିଲେ ଦର୍ଶକେ । ଏବେ ଶାହିଦ୍‌ ସୈଫ୍‌ଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିବାରୁ ଦୁହିଁକୁ…
ଅଧିକ ଖବର ଦେଖନ୍ତୁ...

୭୮ବର୍ଷ ବୟସରେ ‘ହିରୋ’ ପାଲଟିଛନ୍ତି ଏହି ଶିକ୍ଷକ: ପ୍ରତିଦିନ ୫ଘଣ୍ଟା କରୁଛନ୍ତି ସହରର ସଫେଇ,ରାଷ୍ଟ୍ରପତିଙ୍କ ଦ୍ୱାରା…

ଲଳିତପୁର(ଉତ୍ତରପ୍ରଦେଶ) : ସବୁବେଳେ ଲୋକମାନେ ନିଜ ଆଖ ପାଖରେ ପଡ଼ିଥିବା ଅଳିଆ ଅବର୍ଜନାକୁ ଦେଖି ନାକ ଟେକିବା ସହ ଏଥି ପାଇଁ ସରକାରଙ୍କୁ ଦାୟୀ କରିଥାନ୍ତି । କିନ୍ତୁ କେହି ଆଗକୁ ବଢ଼ି ନିଜ ପରିବେଶକୁ ପରିଷ୍କାର କରନ୍ତି ନାହିଁ । କିନ୍ତୁ ୭୮ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ରୁପ ନାରାୟଣ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ସଂପର୍କକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ନିଜର ମତ ରଖିଲେ କରଣ : ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଗଲା

ମୁମ୍ବାଇ: ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତି ଭିତ୍ତିରେ ସମଲିଙ୍ଗୀ ଶାରୀରିକ ସଂପର୍କ ଅପରାଧ ନୁହେଁ । ଏବେ ସମଲିଙ୍ଗୀମାନେ ପରସ୍ପର ସହ ଶାରୀରିକ ସଂପର୍କ ରଖି ପାରିବେ ବୋଲି ଗୁରୁବାର ସୁପ୍ରିକକୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ଐତିହାସିକ କୁହାଯିବା ସହ ପ୍ରଶଂସା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ଆରମ୍ଭ କଲା ଭାରତରୁ ସବୁଠାରୁ ଦାମୀ ଟ୍ରେନ୍‌, ଗୋଟିଏ ରାତି ପାଇଁ ଭଡ଼ା ୪୦,୦୦୦ ଟଙ୍କା

ନୂଆଦିଲ୍ଲୀ : ଭାରତର ବିଳାସପୂର୍ଣ୍ଣ ଟ୍ରେନ୍‌ ରୟାଲ ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସ ଚଳିତ ବର୍ଷର ପ୍ରଥମ ଯାତ୍ରା ଆରମ୍ଭ କରି ସାରିଛି । ବୁଧବାର ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରୁ ଟ୍ରେନଟି ଯାତ୍ରା ଆରମ୍ଭ କରିଛି । ସେପ୍ଟେମ୍ବରରୁ ଅପ୍ରେଲ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍‌ର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍ରିନାଙ୍କ ପିଲାର ବାପା ହେବାକୁ ଚାହୁଁଛନ୍ତି ବଲିଉଡର ଏହି ଚକୋଲେଟ୍‌ ବଏ!

ମୁମ୍ବାଇ : ବଲିଉଡ୍‌ର ହଟ୍‌ ନାୟିକା କ୍ୟାଟ୍ରିନା କୈଫ୍‌ଙ୍କ ଜଲ୍‌ଓ୍ଵା ସମସ୍ତଙ୍କ ଉପରେ ଯାଦୁ କରି ପାରିଛି । ତାଙ୍କର ହଟ୍‌ ଅନ୍ଦାଜ ଏବଂ ଡ଼୍ୟାନ୍ସ ପାଇଁ ସମସ୍ତଙ୍କ ପାଖରେ ସେ ଲୋକପ୍ରିୟ । ସାଧାରଣ ଲୋକଙ୍କ ସମେତ ବଲିଉଡ୍‌ର କଳାକାରମାନେ ମଧ୍ୟ ତାଙ୍କ ପାଇଁ ଦିଓ୍ଵାନା । ପ୍ୟାର୍‌କା…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ସୁରେନ୍ଦ୍ର ଦାସ୍‌ ଆତ୍ମହତ୍ୟା ଘଟଣା : ଅବସାଦଗ୍ରସ୍ତ ଥିବା ସହ ଗୁଗଲ୍‌ରୁ ଖୋଜିଥିଲେ ଆତ୍ମହତ୍ୟାର ଉପାୟ

କାନପୁର : କାନପୁର ସିଟି ଏସପି ଆଇପିଏସ୍‌ ସୁରେନ୍ଦ୍ର ଦାସ୍‌ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ସୁରେନ୍ଦ୍ର ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଚିନ୍ତାଗ୍ରସ୍ତ ଥିବା ସହ ଗୁଗଲରେ ଆତ୍ମହତ୍ୟା କରିବା ବିଷୟରେ ସର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ମିଳିଲା ଆଶ୍ୱସ୍ତି : ଏବେ ବିଦେଶ ଯିବା ପୂର୍ବରୁ ନେବାକୁ ପଡ଼ିବ ନାହିଁ ଅନୁମତି

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ଏବେ ମୁକ୍ତି ମିଳିଛି । ସବୁ ଥର ବିଦେଶ ଯିବା ପୂର୍ବରୁ ତାଙ୍କୁ ଅଦାଲତଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିବା ବେଳେ ଏବେ ତାଙ୍କୁ ସେପରି କରିବାକୁ ପଡ଼ିବ ନାହିଁ । ଯୋଧପୁର ଅଦାଲତ ସଲମାନଙ୍କୁ ଏଥିରୁ ମୁକ୍ତି ଦେବା ସହ ଏବେ ତାଙ୍କୁ ବିଦେଶ ଯିବା…
ଅଧିକ ଖବର ଦେଖନ୍ତୁ...

ମଦ ପିଇଥିବାରୁ ଠିକ୍‌ ସମୟରେ ଘରକୁ ଫେରି ପାରିଲେ ନାହିଁ ଛାତ୍ରୀ, କାରଣ ପଚାରାଯିବାରୁ ଟିଉସନ୍‌ ସାର୍‌ଙ୍କ ଉପରେ…

ନୂଆଦିଲ୍ଲୀ : ଗାଜିଆବାଦ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ରାଗରୁ ବଞ୍ଚିବା ପାଇଁ ଟିଉସନ୍‌ଙ୍କ ସାର୍‌ଙ୍କ ବିରୋଧରେ ଦୁଷ୍କର୍ମର ମିଥ୍ୟା ଆରୋପ ଲଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀ ନିଜ ବନ୍ଧୁଙ୍କ ସହ ମଦ ପିଇ ଘରକୁ ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...