Daily Archives

September 18, 2018

ସରକାରଙ୍କ ଅଜବ ନୀତି: କୋର୍ସ ଖୋଲିବାକୁ ଅନୁମତି ଦେଲେ, ଚାକିରୀ ବେଳକୁ ମନା

ବାରିପଦା(ରାଜ କିଶୋର ଦାଶ): ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ଫ୍‌ ଫାଇନାନ୍ସ୍‌ ବ୍ୟବସ୍ଥାରେ ତିନି ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଇଡ଼ି-ଏମଇଡ଼ି ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ। ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏସସିଇଆରଟି) ଏହି କୋର୍ସକୁ ଡିଜାଇନ୍‌ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ପେଟର ଚର୍ବି ହଟାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ

ନିଜ ବିବାହ ଦିନ ସମସ୍ତେ ଭଲ ଦେଖା ଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଦାମିକା ମେକ୍‌ଅପ୍‌ ସହ ହଜାର ହଜାର ଟଙ୍କାର ପୋଷାକ ମଧ୍ୟ ପରିଧାନ କରିଥାନ୍ତି । କିନ୍ତୁ ସବୁ ଝିଅମାନେ ନିଜ ବିବାହ ପୂର୍ବରୁ ନିଜ ପେଟର ଚର୍ବିକୁ ନେଇକୁ ଚିନ୍ତିତ ରହିଥାନ୍ତି । ବିବାହକୁ କମ ସମୟ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଅଜବ! କାଲିଫର୍ଣ୍ଣିଆରେ ମେୟରର ଦାୟିତ୍ୱ ବହନ କରୁଛି କୁକୁର,ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ବୁଲେ ମେୟର ମ୍ୟାକ୍ସ

ନୂଆଦିଲ୍ଲୀ : କିଛି ଲୋକ ନିଜ ଘରେ ବିଲେଇ ବା କୁକୁରକୁ ପାଳିଥାନ୍ତି । ନିଜ ନିଜ ସଉକ ଅନୁସାରେ ସେମାନେ ଘରେ ପାଳିତ ପଶୁମାନଙ୍କୁ ରଖିଥାନ୍ତି । କିନ୍ତୁ ପାଳିତ ପଶୁକୁ ଲୋକମାନଙ୍କ ଦୁଃଖ ସୁଖ ବୁଝିବା ଦାୟିତ୍ୱ ଦେବା କଥା କେହି ବୋଧ ହୁଏ ଭାବି ପାରିବେ ନାହିଁ । କିନ୍ତୁ ଏଭଳି ଅଜବ କଥାକୁ…
ଅଧିକ ଖବର ଦେଖନ୍ତୁ...

ଏହି ଚେତାବନୀ ଦେଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାକୁ ଅନୁମତି ଦେଇଥିଲେ ଆୟୁଷ୍ମାନଙ୍କ ସ୍ତ୍ରୀ, ଏଥି ପାଇଁ ବୈବାହିକ…

ମୁମ୍ବାଇ: କିଛି ଦିନ ହେବ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା । ଫିଲ୍ମ ‘ଅନ୍ଧାଧୁନ୍‌’ରେ ଥିବା ତାଙ୍କ ଚରିତ୍ର ପାଇଁ ସେ ଚର୍ଚ୍ଚାକୁ ଆସିଥିବା ବେଳେ ଅନ୍ୟ ଏକ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ରିଳିଜ୍‌ ପରେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି…
ଅଧିକ ଖବର ଦେଖନ୍ତୁ...

ବିମାନ ଯାତ୍ରୀଙ୍କ ବ୍ୟାଗ୍‌ରୁ ବ୍ୟାଗେଜ୍‌ ହ୍ୟାଣ୍ଡଲର ସ୍ପିକର ଚୋରି କରୁଥିବା ସମୟର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ…

ନୂଆଦିଲ୍ଲୀ : ଯେତେବେଳେ ଯାତ୍ରୀମାନେ ବିମାନରେ ଯାତ୍ରା କରନ୍ତି । ସେମାନଙ୍କ ଜରୁରୀ ଜିନିଷ ସବୁ ବ୍ୟାଗେଜ୍‌ ହ୍ୟାଣ୍ଡେଲରର ଦାୟିତ୍ୱରେ ଥାଏ । ଯାତ୍ରୀମାନଙ୍କ ଜରୁରୀ ଜିନିଷକୁ ଠିକ ଭାବରେ ବିମାନ ଯୋଗେ ତାଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବ୍ୟାଗେଜ୍‌ ହ୍ୟାଣ୍ଡେଲରର ରହିଥାଏ । ଯଦି ଜଗୁଆଳି…
ଅଧିକ ଖବର ଦେଖନ୍ତୁ...

କପୁର ପରିବାରେ ଶୀଘ୍ର ବାଜିବାକୁ ଯାଉଛି ସେହେନାଇ! ମହେଶ ଭଟ୍ଟଙ୍କ ପରେ ରଣବୀରଙ୍କୁ ଗ୍ରହଣ କଲେ ମା’ ସୋନି…

ମୁମ୍ବାଇ : କିଛି ମାସ ହେଲାଣି ବଲିଉଡ୍‌ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କ ପରିବାରକୁ ଏକାଠି ଦେଖାଯାଉଛି । ରଣବୀର ଏବଂ ଆଲିଆ ଦୁହେଁ ଦୁହିଁଙ୍କୁ ଡ଼େଟ୍‌ କରୁଥିବା ନେଇ ସର୍ବସମ୍ମୁଖରେ ମାନି ସାରିଥିବା…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ଭାରତର ସ୍କୋର ୨୮୫ ରନ୍‌ ଜବାବ୍‌ରେ ହଂକଂର ବ୍ୟାଟିଂ ଜାରି, ବିନା ଓ୍ଵିକେଟ୍‌ରେ ସ୍କୋର ୮୯ ରନ୍‌

ଦୁବାଇ: ଭାରତ ପକ୍ଷରୁ ଦିଆଯାଇଥିବା ୨୮୬ ରନ୍‌ ଟାର୍ଗେଟ ନେଇ ହଂକଂ ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି। ‘ଗ୍ରୁପ୍‌-ଏ’ର ଦ୍ୱିତୀୟ ମୁକାବିଲାରେ ମଙ୍ଗଳବାର ଭାରତ ଓ ହଂକଂ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରିପୋର୍ଟ ଲେଖାଯିବା ବେଳକୁ ୧୫ ଓଭରରେ କୌଣସି ଓ୍ଵିକେଟ ନ…
ଅଧିକ ଖବର ଦେଖନ୍ତୁ...

ଦିନେ କୋଟ କୋଟି ଟଙ୍କାର ମାଲିକାଣୀ ଥିବା ଏହି ମହିଳା ଆଜି ରାସ୍ତା କଡ଼ର ଭିକାରି, ଗୋଟିଏ ଭୁଲ ପାଇଁ ହୋଇଗଲେ କାଙ୍ଗାଳ

ନୂଆଦିଲ୍ଲୀ : ସମୟ ଏବଂ ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇବ ତାହା କେହି କହି ପାରିବେ ନାହିଁ । ହସି ଖେଳି ବଞ୍ଚୁଥିବା ପରିବାର କେତେବେଳେ ଯେ ଭାଙ୍ଗିଯିବ ତାହା ଜାଣିବା କଷ୍ଟ। ଲଣ୍ଡନରେ ଘଟିଥିବା ଘଟଣା ଏହି ସବୁ କଥାକୁ ସତ ବୋଲି ପ୍ରମାଣ କରିଛି । କୋଟି କୋଟି ଟଙ୍କାର ମାଲିକ…
ଅଧିକ ଖବର ଦେଖନ୍ତୁ...

ଭଜନ ସମ୍ରାଟ୍‌ ଅନୁପ୍‌ଙ୍କ ସହ ଝିଅର ପ୍ରେମ ସଂପର୍କକୁ ନେଇ ମୁହଁ ଖୋଲିଲେ ଜସ୍‌ଲିନ୍‌ଙ୍କ ବାପା, କହିଲେ;ଏହି ଖବରକୁ ନେଇ…

ମୁମ୍ବାଇ : ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇଛି ଭାରତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ । ଆରମ୍ଭରୁ ଏହି ସୋ’ର ପ୍ରତିଯୋଗୀମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଭଜନ ସମ୍ରାଟ୍‌ ଅନୁପ୍‌ ଜଲୋଟା ଏବଂ ଜସ୍‌ଲୀନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ଏ ପର୍ଯ୍ୟନ୍ତ ହଜମ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ନିୟମଗିରିରେ ବଜ୍ରାଘାତ, ୯୭ ଗୋରୁ ମୃତ

ରାୟଗଡ଼ା: ବଜ୍ରାଘାତ ଯୋଗୁଁ ମଙ୍ଗଳବାର ୯୭ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ସୀମାରେ ଥିବା ନିୟମଗିରି ପାହାଡ ଗାଈ-ଗୋରୁମାନେ ଏକାଠି ଥିବା ବେଳେ ବଜ୍ରାଘାତ ହୋଇଥିଲା। ଆଜି ସନ୍ଧ୍ୟାରେ ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଗାଁରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...