Daily Archives

September 18, 2018

ବିମାନ ମଧ୍ୟରେ ପ୍ରେମିକ ପ୍ରେମ ନିବେଦନ କରିବା ପରେ ଚାଲିଗଲା ଏୟାରହୋଷ୍ଟେସଙ୍କ ଚାକିରି,ଦେଖନ୍ତୁ ଭିଡିିଓ

ନୂଆଦିଲ୍ଲୀ : ବିମାନ ମଧ୍ୟରେ ପ୍ରେମିକର ପ୍ରେମ ନିବେଦନକୁ ଗ୍ରହଣ କରିବା ଏୟାର ହୋଷ୍ଟେସଙ୍କୁ ମହଙ୍ଗା ପଡ଼ିଛି । ଚୀନ୍‌ର ଏକ ବିମାନରେ ଜଣେ ଏୟାର ହୋଷ୍ଟେସଙ୍କୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ପ୍ରେମ ନିବେଦନ କରିବା ଏବଂ ପ୍ରେମ ନିବେଦନ ଗ୍ରହଣ କରିବା ପରେ ଏୟାର ହୋଷ୍ଟେସଙ୍କୁ ଚାକିରିରୁ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ବୟସରୁ ଏହି ରୋଗରେ ପୀଡ଼ିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା!ଏହି ଛୋଟ ଜିନିଷଟି ମୋର ବଞ୍ଚିବାର ସାହାରା ବୋଲି…

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ କଳାକାରମାନେ ବିଭିନ୍ନ ରୋଗରେ ପୀଡ଼ିତ ହେବା ଖବର ସେମାନଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି । ପୂର୍ବରୁ ଇର୍‌ଫାନ୍‌ ଖାନ୍‌ ଏବଂ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ପ୍ରିୟଙ୍କା ନିଜ ରୋଗ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଯିବା ସ୍ୱପ୍ନରେ ଅନ୍ଧ ହୋଇ ଫସିଗଲେ ମହିଳା ବ୍ୟାଙ୍କ କର୍ମଚାରୀ,ଚାକିରି ଯିବା ସହ ଆକାଉଣ୍ଟରୁ ଚାଲିଗଲା ୧୨.୫ଲକ୍ଷ…

ଟାଣ୍ଡା(ପଞ୍ଜାବ) : ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ବିଦେଶ ଗସ୍ତର ଲୋଭ ଦେଖାଇ ୧୨.୫ ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଦେଶ ଯିବା ଖୁସିରେ ମହିଳା କର୍ମଚାରୀ ଚାକିରି ଛାଡ଼ିବା ପରେ ପ୍ରକୃତ ଘଟଣା ଜାଣିଥିଲେ । ଏହା ପରେ ସେ ଟାଣ୍ଡା ପୁଲିସରେ ୪ଜଣ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ଶିଖର ଧାଓ୍ଵନ୍‌ଙ୍କ ଶତକ ବଳରେ ଭାରତର ସ୍କୋର ୨୮୫

ଦୁବାଇ: ଶିଖର ଧାଓ୍ଵନ୍‌ଙ୍କ ୧୪ତମ ଶତକ ବଳରେ ଭାରତ ହଂକଂ ବିରୋଧରେ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୮୫ ରନ୍‌ ସଂଗ୍ରହ କରିଛି। ଫଳରେ ହଂକଂକୁ ୨୮୬ ରନ୍‌ ଟାର୍ଗେଟ ମିଳିଛି। ଏସିଆ କପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ରେ ଧାଓ୍ଵନ୍‌ ହଂକଂ ବିରୋଧରେ ଧାଓ୍ଵନ ୧୨୭ ରନ୍‌ ସଂଗ୍ରହ କରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ। ସ୍ତ୍ରୀ ଓ ମାଆଙ୍କ ପୂର୍ଣ୍ଣ ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। ଶତ୍ରୁଙ୍କୁ ପରାସ୍ତ କରିବେ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ହର ପାର୍ବତୀ। ବୃଷ: ଦେବୀମାତାଙ୍କ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧୩,୪୯୯ ଟଙ୍କାରେ ଆମେରିକା ଯିବାର ସୁଯୋଗ ଦେଉଛି ଏହି ଏୟାରଲାଇନ୍ସ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାକୁ ଇଚ୍ଛୁକ କି, ତାହା ପୁଣି ମାତ୍ର ୧୩,୪୯୯ ଟଙ୍କାରେ? ନା ନା ଆପଣ ସ୍ୱପ୍ନ ଦେଖୁନାହାନ୍ତି କି ଏହା ଏକ ମିଛ ଖବର ନୁହେଁ । ଆଇସଲାଣ୍ଡର ଶସ୍ତା ବିମାନସେବା କମ୍ପାନି ‘ଓ୍ଵାଓ ଏୟାର’ ଖୁବଶୀଘ୍ର ଭାରତକୁ ନିଜର ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ସମ୍ପତ୍ତି କେତେ ଥିଲା ଓ ପରେ କେତେ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତିକୁ ନେଇ ପିଏମ୍‌ଓ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି କେତେ ବଢ଼ିଛି, ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସୋମବାର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଯୁବତୀ ଭାରତୀୟ ଜାତୀୟ ସଂଗୀତକୁ ଗାନ କରି ପୋଷ୍ଟ କଲେ ଟ୍ଵିଟରରେ; ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଜନୈକା ପାକିସ୍ତାନୀ ଯୁବତୀ ଭାରତର ଜାତୀୟ ସଂଗୀତକୁ ନିଜ କଣ୍ଠରେ ବେଶ ସୁଲଳିତ ଭାବେ ଗାନ କରିବା ସହ ଏହାର ଭିଡିଓକୁ ଟ୍ଵିଟରରେ ପୋଷ୍ଟ କରିବା ଘଟଣା ଏବେ ଉଭୟ ଭାରତ ଓ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପଲଟିଛି। ଟ୍ଵିଟରରେ ପୋଷ୍ଟ ହୋଇଥିବା ଭିଡିଓଟିରେ ଏକ କମ୍ପ୍ୟୁଟର ମନିଟରରେ…
ଅଧିକ ଖବର ଦେଖନ୍ତୁ...

ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡାଇବା ଘଟଣା: ପୁଲିସ ନିକଟରେ ହାଜର ହେବା ପାଇଁ ବୈଜୟନ୍ତଙ୍କୁ ନୋଟିସ୍‌

ଭୁବନେଶ୍ୱର: ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା ଏବଂ ୧୫ ତାରିଖ ସକାଳ ସାଢେ ୮ଟାରୁ ସାଢେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଦୁର୍ବଳ, ଡଲାର ତୁଳନାରେ ଟଙ୍କା ୭୩ ନିକଟବର୍ତ୍ତି, ଦୁଇଦିନରେ ନିବେଶକ ହରେଇଲେଣି ୨.୭୨ ଲକ୍ଷ କୋଟି

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଚାଲିଛି । ଆଜି ଏହା ରେକର୍ଡ ନିମ୍ନକୁ ଖସିଯାଇଛି । ଟଙ୍କା ମୂଲ୍ୟ ଆଦି ୪୬ ପଇସା ହ୍ରାସ ପାଇ ଡଲାର ତୁଳନାରେ ୭୩ ନିକଟବର୍ତ୍ତି ହୋଇଛି । ଆସନ୍ତା କାଲି ଏହା ୭୩ ତଳକୁ ଖସିବା ଆଶଙ୍କା କରାଯାଉଛି । କେବଳ ଭାରତୀୟ ଟଙ୍କା ନୁହେଁ,…
ଅଧିକ ଖବର ଦେଖନ୍ତୁ...