Daily Archives

September 21, 2018

ଏସିଆ କପ୍‌: ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ୭ ଓ୍ଵିକେଟ୍‌ରେ ବାଂଲାଦେଶକୁ ହରାଇଲା ଭାରତ

ଦୁବାଇ: ବାଂଲାଦେଶ ବିରୋଧରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରୋହିତ ୧୦୪ଟି ବଲ ଖେଳି ଅପରାଜିତ ୮୩ ରନ୍‌(୫ ଚୌକା, ୩ ଛକା) ଦଳ ପାଇଁ ଯୋଡ଼ିଛନ୍ତି। ବାଂଲାଦେଶର ସ୍କୋର୧୭୩ ରନ୍‌ ଜବାବରେ ଭାରତ ୩୬.୨ ଓଭରରେ ୩ ଓ୍ଵିକେଟ ହରାଇ ୧୭୪ ରନ୍‌…
ଅଧିକ ଖବର ଦେଖନ୍ତୁ...

ନେପାଳରେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ/କାଠମାଣ୍ଡୁ: ନେପାଳରେ ଶୁକ୍ରବାର ଜଣେ ଆଇଏସଆଇ ଏଜେଣ୍ଟକୁ ଗୁଳିକରି ହତ୍ୟା କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇଏସଆଇ ଏଜେଣ୍ଟକୁ ଗୁଳିକରି ହତ୍ୟା କରିବା ପରେ ଅଭିଯୁକ୍ତମାନେ ଭାରତ ସୀମାରେ ପ୍ରବେଶ କରିଛନ୍ତି। ଏହି ଘଟଣା ଦକ୍ଷିଣ-ପୂର୍ବ ନେପାଳର ସୁନସରିସ୍ଥିତ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ଛାଡ଼ି ଅଭିନୟରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ବିରାଟ କୋହଲି,ପତ୍ନୀ ଅନୁଷ୍କାଙ୍କ ଫିଲ୍ମ ସହ ହେବ ଟକ୍କର,…

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ କୋହଲି ଅଭିନୟରେ ଡ଼େବ୍ୟୁ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ ଛାଡ଼ି ସେ ଏବେ ଫିଲ୍ମ କରିବା ସହ ତାଙ୍କ ଫିଲ୍ମ ସ୍ତ୍ରୀ ଅନୁଷ୍କାଙ୍କ ଫିଲ୍ମ ସହ ରିଲିଜ ହେବ ବୋଲି ସୂଚନା ମିଳିବା ପରେ ଖବରର ସତ୍ୟତା ଜାଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମହେଶ ଭଟ୍ଟଙ୍କ ସହ ନିଜର ଏଭଳି ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ରୀୟା,…

ମୁମ୍ବାଇ : ହିନ୍ଦୀ ସିନେମାର ପ୍ରସିଦ୍ଧ ଏବଂ ଲୋକପ୍ରିୟ ନିର୍ଦ୍ଦେଶକ ତଥା ଲେଖକ ମହେଶ ଭଟ୍ଟ ଗୁରୁବାର ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି । ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ବଲିଉଡ୍‌ କଳାକାର ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ଫିଲ୍ମ ‘ଜଲେବି’ର ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସହ ପ୍ରଥମ ଡେଟ୍‌ରେ ଯାଇଥିବା ବେଳେ ହୃଦ୍‌ଘାତ ଶିକାର ହେଲା ପ୍ରେମିକ,ଏଭଳି ଭାବରେ ଜୀବନ ବଞ୍ଚାଇଲା…

ନୂଆଦିଲ୍ଲୀ : ସମସ୍ତଙ୍କ ଜୀବନରେ ପ୍ରେମର ଅନୁଭବ ନିଆରା ହୋଇଥାଏ । ସମସ୍ତେ ନିଜ ନିଜର ପ୍ରେମିକା ବା ପ୍ରେମିକ ସହ ପ୍ରଥମ ଡ଼େଟ୍‌କୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଠିକ୍‌ ସେଭଳି ନିଜ ଡ଼େଟ୍‌କୁ ସ୍ମରଣୀୟ କରିବା ପାଇଁ ମ୍ୟାକ୍ସ ନିଜ ପ୍ରେମିକା ଏଣ୍ଡିଙ୍କୁ ନେଇ ଘର…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ବାଂଲାଦେଶର ୧୭୩ ରନ୍‌ ଜବାବରେ ଭାରତର ବ୍ୟାଟିଂ ଜାରି, ସ୍କୋର ୧୨୦/୨

ଦୁବାଇ: ବାଂଲାଦେଶ ୧୭୩ ରନ୍‌ ଜବାବରେ ଭାରତ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ୨୬ ଓଭରରେ ୨ ଓ୍ଵିକେଟ ହରାଇ ୧୨୦ ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ୪୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୧୭୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଭାରତୀୟ ବୋଲର…
ଅଧିକ ଖବର ଦେଖନ୍ତୁ...

ମୋବାଇଲର ଏହି ମଡେଲରେ କାମ କରିବା ବନ୍ଦ କରିଦେବ ହ୍ଵାଟ୍‌ସଆପ୍‌,ଆପଣଙ୍କ ଫୋନର ମଡେଲ ସେଥିରେ ସାମିଲ ନାହିଁ ତ?

ନୂଆଦିଲ୍ଲୀ : ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ୍‌ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଏବେ କିଛି ମଡ଼େଲର ମୋବାଇଲ ଫୋନରେ ହ୍ଵାଟ୍‌ସଆପ କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଥିରେ ରହିଛି ଆପଲର ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନ ।…
ଅଧିକ ଖବର ଦେଖନ୍ତୁ...

ମିଛ ପରିଚୟ ଦେଇ ‘ବିଗ୍‌ ବସ୍‌’ ଘରେ ପ୍ରବେଶ କରିଛନ୍ତି ଏହି ପ୍ରତିଯୋଗୀ, କାମ ଏବଂ ନାମକୁ ନେଇ କହିଛନ୍ତି ମିଛ !

ମୁମ୍ବାଇ : ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌’ ଆରମ୍ଭ ହେବାର ୪ଦିନ ପରେ ଜଣେ ପ୍ରତିଯୋଗୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ମିଛ ପରିଚୟ ଦେଇ ପ୍ରତିଯୋଗୀ ଜଣଙ୍କ ଘରକୁ ପ୍ରବେଶ କରିବା କଥା ପ୍ରଚାର ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହ କରିବାର ୩ ବର୍ଷ ପରେ ଖୁସି ଖବର ନେଇ ଶ୍ୱଶୁର ଘରେ ପହଞ୍ଚିଥିଲା ଜ୍ୱାଇଁ, ପୂର୍ବ ରାଗ ଶୁଝାଇବାକୁ ଯାଇ…

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଜ୍ୱାଇଁକୁ ଶଶୁର ଘର ଲୋକେ ହତ୍ୟା କରି ପୋତି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମ ବିବାହର ୩ ବର୍ଷ ପରେ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚିଥିଲା ଜ୍ୱାଇଁ । କିନ୍ତୁ ତାଙ୍କୁ ଜଣା ନ ଥିଲା ୩ ବର୍ଷ ପୂର୍ବର ରାଗ…
ଅଧିକ ଖବର ଦେଖନ୍ତୁ...

ନିଜ ଶରୀରର କେଉଁ ଅଙ୍ଗର ବୀମା କରାଇବାକୁ ଚାହୁଁଛ ବୋଲି ପଚରାଯିବା ପରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଲେ…

ମୁମ୍ବାଇ : ସବୁବେଳେ ନିଜ ଆଇଟମ୍‌ ଗୀତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲ୍ଲାଇକା ଆରୋରା ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅରବାଜ୍‌ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନଙ୍କ ସହ ତାଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ…
ଅଧିକ ଖବର ଦେଖନ୍ତୁ...