Daily Archives

September 22, 2018

ଗଣେଶ ମୂର୍ତ୍ତି ଭସାଣୀ ବେଳେ ଗଣ୍ଡଗୋଳ, ଛୁରାମାଡ଼ରେ ଜଣେ ମୃତ, ଅନ୍ୟ ଜଣକୁ ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼: ଗଣେଶ ମୂର୍ତ୍ତି ଭସାଣୀ ବେଳେ ଶନିବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫଳରେ ଗୋଟିଏ ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ବୁଲୁ ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ଛୁରାମାଡ଼ରେ ଆହତ ହୋଇଥିବା ଜଣେ ଯୁବକ ରୋହୀତ ବାଗଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବାସୁବେପୁର ଓ ଧାମନଗରରେ ଅଘଟଣ, ପାଣିରେ ବୁଡ଼ି ତିନି ଶିଶୁଙ୍କ ସଲିଳ ସମାଧି

ଭଦ୍ରକ: ବାସୁଦେବପୁର ଓ ଧାମନଗର ଅଞ୍ଚଳରେ ପୃଥକ୍‌ ପୃଥକ୍‌ ସ୍ଥାନରେ ପାଣି ପଡ଼ିି ଦୁଇ ଶିଶୁଙ୍କ ମୃତ୍ୟୁହୋଇଛି। ସୂଚନାରୁ ଜଣାଯାଇଛି, ଚୁଡାମଣି ସାମୁଦ୍ରିକ ଥାନା ଆଡ଼ିିଆ ଗ୍ରାମର ଖଗେଶ୍ୱର ମଲ୍ଲିକଙ୍କ ୪ ବର୍ଷର ପୁଅ ରାଜା ଘର ପାଖରେ ଖେଳୁଥିବା ବେଳେ ଶୁକ୍ରବାରଠାରୁ ନିଖୋଜ ହୋଇଥିଲା। ପରିବାର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମର ହିଟ୍‌ ହେବା ପଛରେ ଆମର ହାତ ନ ଥିବା କଥା କହିବା ସହ ରିଲିଜ୍‌ର ୨୩ବର୍ଷ ପରେ ‘ଦିଲ୍‌ଓ୍ଵାଲେ ଦୁଲ୍‌ହନିଆ..’କୁ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କାଜୋଲ ଏବେ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ହେଲିକପ୍ଟର ଇଲା’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜରିଆରେ ସେ ପରଦାକୁ ଲମ୍ବା ସମୟ ବ୍ୟବଧାନରେ ଫେରୁଥିବା ବେଳେ  ଏହାକୁ ନେଇ ଅନେକ ଆଶା ରଖିଛନ୍ତି କାଜୋଲ । ଫିଲ୍ମଟି ଅକ୍ଟୋବର ୧୨ରେ ରିଲିଜ ହେବାକୁ…
ଅଧିକ ଖବର ଦେଖନ୍ତୁ...

ବର୍ଷକ ମଧ୍ୟରେ ୧୨ଘଣ୍ଟା ପାଇଁ ଖୋଲିଥାଏ ଏହି ମନ୍ଦିର, ଗୁରୁଣ୍ଡି ଗୁରୁଣ୍ଡି ଭିତରକୁ ପ୍ରବେଶ କରିଥାନ୍ତି ଭକ୍ତ

କୋଣ୍ଡାଗାଓଁ(ଛତିଶଗଡ଼) : ଛତିଶଗଡ଼ର କୋଣ୍ଡାଗାଓଁରେ ଥିବା ଏକ ମନ୍ଦିରକୁ ନେଇ ଏବେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ଥିବା ମାତା ଲିଙ୍ଗେଶ୍ୱରୀ ମନ୍ଦିର ବର୍ଷକ ମଧ୍ୟରେ ମାତ୍ର ୧୨ଘଣ୍ଟା ପାଇଁ ଖୋଲେ ବୋଲି ଜଣାପଡ଼ିଛି । ୧୨ଘଣ୍ଟା ମଧ୍ୟରେ ଏଠାରେ ଲୋକଙ୍କ ଭିଡ଼ ଦେଖିବା ଭଳି ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନିଜ ଜୀବନକୁ ବାଟକୁ ଆଣିବା ପାଇଁ ବଲିଉଡ୍‌ର ଏହି କଳାକାରଙ୍କୁ ଗୁରୁ କଲେ କପିଲ, ସକାଳୁ ରାତି ପର୍ଯ୍ୟନ୍ତ ତାଙ୍କୁ…

ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମା ଖୁବ୍‌ ଶୀଘ୍ର ପରଦାକୁ ଫେରୁଥିବା କଥା ସମସ୍ତେ ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । କେବେ କପିଲ ନିଜର ନୂଆ ସୋ’ ନେଇ ପରଦାକୁ ଆସିବେ ତାହା ଘୋଷଣା କରାଯାଇ ନ ଥିବା ବେଳେ ଏବେ ସେ ନିଜ ପରିବର୍ତ୍ତିତ ଜୀବନଧାରା…
ଅଧିକ ଖବର ଦେଖନ୍ତୁ...

ଚଳାଇବା ଅନୁମତି ନ ମିଳିବାରୁ ବିମାନବନ୍ଦରକୁ ଯାଇ ବିମାନ ଚୋରି ଉଦ୍ୟମ କଲେ ଛାତ୍ର

ନୂଆଦିଲ୍ଲୀ : ଆପଣମାନେ ଆଗରୁ କାର୍‌, ବାଇକ୍‌ ବା ଅଟୋ ଚୋରି ହେଉଥିବା ଖବର ଶୁଣିଥିବେ । କିନ୍ତୁ କେବେ ବିମାନ ଚୋରି କଥା ଶୁଣିଛନ୍ତି କି? ଆଜ୍ଞା ହଁ! ଫ୍ଲୋରିଡ଼ାରେ ଥିବା ଓର୍‌ଲାଣ୍ଡୋ ବିମାନବନ୍ଦରୁ ଜଣେ ଛାତ୍ର ବିମାନ ଚୋରି କରୁଥିଲେ ବୋଲି ଖବର ମିଳିଛି । ମେଣ୍ଟେନାନ୍ସ ପାଇଁ ବିମାନକୁ ରଖା…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍‌ ଏ,ବି,ସି ଏବଂ ଇ ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ…
ଅଧିକ ଖବର ଦେଖନ୍ତୁ...

ଟାଙ୍କିରେ ପେଟ୍ରୋଲ ଭରିବା ପାଇଁ ପହଞ୍ଚିଲା ଘୋଡ଼ା,କେଉଁଠି ପେଟ୍ରୋଲ ପକାଇବେ ବୁଝି ପାରିଲେ ନାହିଁ ମହିଳା କର୍ମଚାରୀ,…

ନୂଆଦିଲ୍ଲୀ : ଏକ ପକ୍ଷରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧିକୁ ନେଇ ଦେଶରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଏବେ ଭାଇରାଲ ହୋଇଥିବା ଭିଡ଼ିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଘୋଡ଼ା ହଠାତ୍‌ ତେଲ ପକାଇବା ପାଇଁ ପେଟ୍ରୋଲ ଟାଙ୍କିରେ ପହଞ୍ଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପେଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ରିଲିଜ୍‌ ପରେ ନିଜ ରୋଗ ବିଷୟରେ ସମସ୍ତଙ୍କୁ ଜଣାଇଲେ ଶ୍ରଦ୍ଧା, ୪ ବର୍ଷ ହେଲାଣି ନିଜକୁ ସରକ୍ଷିତ ରଖିବାକୁ ବାଟ…

ମୁମ୍ବାଇ : ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ଏବେ ଫିଲ୍ମ ‘ବତି ଗୁଲ୍‌ ମିଟର ଚାଲୁ’କୁ ମଧ୍ୟ ଲୋକମାନଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୧ରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନ ହିଁ ଏହା ଭଲ ବ୍ୟବସାୟ କରିିଛି । ଏହା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଉଛି ପାକିସ୍ତାନୀ ଯୁବକଙ୍କ ଭାରତୀୟ ଜାତୀୟ ସଙ୍ଗୀତ ଗାନର ଭିଡ଼ିଓ,ଏସିଆ କପ୍‌ ଚାଲିଥିବା ବେଳେ ପାକିସ୍ତାନୀ…

ନୂଆଦିଲ୍ଲୀ : ଭାରତ-ପାକିସ୍ଥାନ ମଧ୍ୟରେ ଥିବା ଶତୃତା କାହାକୁ ଅଛପା ନାହିଁ । ସୀମାରେ ଅଧିକାଂଶ ସମୟରେ ଲାଗି ରହିଛି ଉତ୍ତେଜନା। ତେବେ ଦୁଇ ଦେଶ ମଧ୍ୟରେ ଥିବା ଏଭଳି ପରିସ୍ଥିତିରେ ଜଣେ ପାକିସ୍ତାନୀ ଯୁବକ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ…
ଅଧିକ ଖବର ଦେଖନ୍ତୁ...