Daily Archives

September 22, 2018

ବିଲରୁ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପଦ ଗ୍ରାମରେ ଜମିରୁ ଲଟା ବାଛି ଫେରୁଥିବା ବେଳେ ଜଣେ ଯୁବତୀକୁ ଜୈନିକ ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ଏଥିରେ ଯବତୀ ଜଣକ ଗୁରୁତର ହୋଇ ପଡିଥିବା ବେଳେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗୀର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟ ହାସ୍ୟ ଅଭିନେତା ଥଟ୍ଟାରେ କହିଥିବା କଥାକୁ ନେଇ ହେଲାଣି ୪୦୦୦ ବ୍ରେକ୍‌ ଅପ୍‌ ଏବଂ ୧୭ଟି ଛାଡ଼ପତ୍ର

ନୂଆଦିଲ୍ଲୀ : ପ୍ରସିଦ୍ଧ େଓ୍ଵବ୍‌ ଚ୍ୟାନେଲ ନେଟ୍‌ ଫ୍ଲିକ୍ସରେ କିଛି ଦିନ ତଳେ ଏକ ସୋ’କୁ ପ୍ରସାରଣ କରାଯାଇଥିଲା । ଏହି ସୋ’ର ପ୍ରସାରଣ ପରେ ବ୍ରିଟେନରେ ହଙ୍ଗାମା ହୋଇଥିବା ଜଣାପଡ଼ିଛି । ଏହି ସୋ’କୁ ଦେଖିବା ପରେ ୪ ହଜାରରୁ ଅଧିକ ବ୍ରେକ୍‌ ଅପ୍‌ ଏବଂ ୧୭ଟି ଛାଡ଼ପତ୍ର ହେବା ଖବର ଏବେ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କୁ ଖୋଜି ଖୋଜି ବାହାର କରି ତଡିଦିଆଯିବ : ଅମିତ ଶାହା

ନୂଆଦିଲ୍ଲୀ : ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ହେଉଛି ଉଇ ସଦୃଶ । ସେମାନେ ଧୀରେ ଧୀରେ ଆମ ଦେଶକୁ ନଷ୍ଟ କରିଦେବେ । ସେମାନଙ୍କୁ ଖୋଜି ଖୋଜି ବାହାର କରାଯିବ ଓ ଦେଶରୁ ତଡି ଦିଆଯିବ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ରାଜସ୍ଥାନର ଜୟପୁରଠାରେ ଏକ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ଚାଲିଯିବାରୁ ରାଗରେ ମା’କୁ ହତ୍ୟା କଲା ପୁଅ

ବାରଣାସୀ : ବାରଣାସୀରେ ଜଣେ ପୁଅ ନିଜ ମା’କୁ ହତ୍ୟା କରିବା ସହ ପଲିଥିନରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ତ୍ରୀ ରାଗି ବାପ ଘରକୁ ଚାଲିଯିବାରୁ ପୁଅ ଏପରି କରିଥିବା ଜଣାପଡ଼ିଛି । ଘଟଣା ଘଟିବାର ୪୮ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ପୁଅକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ବିରୋଧରେ ସୁପର-୪ ମୁକାବିଲାରେ ନୂଆ ଅବତାର ନେବେ ଜାଦେଜା, ହେୟାର ଷ୍ଟାଇଲ ବଦଳାଇବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଏସିଆ କପ୍‌ର ସୁପର-୪ ମୁକାବିଲାର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଚମକପ୍ରଦ ପ୍ରଦର୍ଶନ କରିବା ପରେ ରବୀନ୍ଦ୍ର ଜାଦେଜାଙ୍କ ମନୋବଳ ବଢ଼ି ଯାଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶର ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଜାଦେଜା ଆଉଟ୍‌ କରିଥିଲେ। ସୁପର-୪ର ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଚାଣକ୍ୟ ନୀତି: ଏହି ୫ କଥାକୁ ବ୍ୟକ୍ତି ଗୋପନ ରଖିବା ହିଁ ବୁଦ୍ଧିମତାର କାମ 

ପୂର୍ବରୁ ଚାଣକ୍ୟ ନୀତି ଉପରେ ଆମେ ଗୁଡ଼ାଏ କଥା ଆଲୋଚନା କରିସାରିଛେ। କ’ଣ ସବୁ କରିବା ଉଚିତ ଓ କ’ଣ ନକରିବା ଉଚିତ ସେ ସଂପର୍କରେ ବି ଆଲୋଚନା ହୋଇସାରିଛି। ଏପରିକି କେଉଁ ସବୁ କଥା କାହାକୁ କହିବା ଅନୁଚିତ ସେ ସଂପର୍କରେ ନିକଟରେ ଆଲୋଚନା କରିସାରିଛେ। ଆଜି ସେହି ଆଚାର୍ଯ୍ୟ ଚାଣକ୍ୟଙ୍କ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ: ଅର୍ଥ ବିଭାଗରେ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ନୂତନ ଅତିରିକ୍ତ ସଚିବ ଭାବରେ…

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଜ୍‌ ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ପୁଣି ଥରେ ତା ଭାଷାରେ ଜବାବ ଦେବାକୁ ସମୟ ଆସିଯାଇଛି : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : ପାକିସ୍ତାନ ଯେଉଁ ଭାଷା ବୁଝେ ତାକୁ ସେହି ଭାଷାରେ ଜବାବ  ଦେବାର ସମୟ ଆସିଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ  ଜେନେରାଲ ବିପିନ ସିଂ ରାଓ୍ଵତ । ସେ କହିଛନ୍ତି ଯେ ପାକିସ୍ତାନ ଓ ଆତଙ୍କତବାଦୀଙ୍କ ବର୍ବରତାର ଦୃଢ ଦେବା ପାଇଁ ସମୟ ଆସିଛି । ଆମେ ପାକିସ୍ତାନ ପରି ବର୍ବର ହେବା…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ବାଘୁଣୀ ‘ବିଜୟା’ ଜନ୍ମଦେଲା ୨ଟି ସନ୍ତାନ, ବାଘ ସଂଖ୍ୟା ପହଞ୍ଚିଲା ୨୬

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଇଁ ବାଘୁଣୀ ‘ବିଜୟା’ ଖୁସି ଖବର ଆଣିଛି। ବିଜୟା ଶନିବାର ୨ଟି ଶାବକ ଜନ୍ମ ଦେଇଛି। ଏହା ପରେ ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି। ବିଜୟା ଆଜି ସକାଳ ୭ଟା ୫ରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

୪୦୦ ସାପ, କୁମ୍ଭୀର ଆଉ ଅନ୍ୟ ସରୀସୃପଙ୍କ ସହ ରହିଛନ୍ତି ଏହି ବ୍ୟକ୍ତି !

ନାନ୍‌ଟେସ୍‌: ଆମେ ଯେଉଁ ପ୍ରାଣୀଙ୍କୁ ଦେଖିଲେ ଭୟରେ ଦୌଡ଼ି ପଳାଇବା,ସେଭଳି ପ୍ରାଣୀଙ୍କୁ ନିଜ ପାଖରେ ରଖିଛନ୍ତି ଫ୍ରାନ୍ସର ୬୭ ବର୍ଷିୟ ଫିଲିପ୍‌ ଜିଲେଟ୍‌। ଆସନ୍ତୁ ଜାଣିବା ପ୍ରାଣୀ ପ୍ରେମୀ ଜିଲେଟ୍‌ଙ୍କ ଘରେ କେଉଁମାନେ ରହନ୍ତ? ନାଗସାପମାନେ ତାଙ୍କ କଫି ଟେବୁଲ ଉପରେ ଘର କରିଥିବା ବେଳେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...