Daily Archives

September 24, 2018

ଯୌତୁକ ନ ମିଳିବାରୁ ବୋହୂର ଆଖି ଫୁଟାଇବା ସହ ବିଷ ଦେଇ ହତ୍ୟା କଲେ ଶାଶୁଘର ଲୋକେ

ନାଳନ୍ଦା(ବିହାର): ବିହାରର ନାଳନ୍ଦା ଜିଲ୍ଲାରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚଞ୍ଚଲ୍ୟ ଖେଳି ଯାଇଛି । ଯୌତୁକ ପ୍ରଥାକୁ ହଟାଇବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚେଷ୍ଟା ଚଳାଇଥିବା ବେଳେ ଏପରି ଏକ ଘଟଣା ଘଟିବା ନିନ୍ଦନୀୟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ନାଳନ୍ଦା…
ଅଧିକ ଖବର ଦେଖନ୍ତୁ...

ଆମୀର ନିଜକୁ ସାଧାରଣ ଅଭିନେତା କହି ସଲମାନଙ୍କୁ ସୁପରଷ୍ଟାର କହିଥିବା ବେଳେ ଏବେ ସଲମାନଙ୍କୁ ନେଇ ଏଭଳି ମତ ରଖିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ରେ ହେଉଥିବା ବେତନ ଅସମାନତାକୁ ନେଇ ଏବେ ଚର୍ଚ୍ଚା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି ବିଷୟକୁ ନେଇ କିଛି ଦିନ ତଳେ ଆମୀର ନିଜର ମତ ରଖିଥିଲେ । କେଉଁଠି ନା କେଉଁଠି ଏହା ନିର୍ଭର କରେ କି ଆପଣ ନିଜ ଫିଲ୍ମ ମାଧ୍ୟମରେ କେତେ ଅଧିକ ଲୋକ ସିନେମା ହଲ୍‌ ଆଗରେ ଜୁଟାଇ ପାରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଡାଟାବେସ୍‌ରେ ଭୁଲବଶତଃ ଦୁଷ୍କର୍ମକାରୀ ନାଁ ଲେଖିବା ପରିବର୍ତ୍ତେ ନିଜ ନାଁ ଲେଖି ଫସିଲେ ପୁଲିସକର୍ମୀ, ଜାଣନ୍ତୁ…

ନୂଆଦିଲ୍ଲୀ: ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି କାମ କରିଛନ୍ତି ଜଣେ ପୁଲିସକର୍ମୀ । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ସେ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛିା ସୂଚନା ମୁତାବକ, ପୁଲିସ ଷ୍ଟେସନକୁ ଏକ ଦୁଷ୍କର୍ମର ଅଭିଯୋଗ ଆସିଥିବା ବେଳେ ହାଜତ ରିପୋର୍ଟ (custody…
ଅଧିକ ଖବର ଦେଖନ୍ତୁ...

ଗେମ୍‌ ଅଫ୍‌ ଥ୍ରୋନ୍ସ ଭଳି ସୋ’ରେ କାମ କରିବାର ସୁଯୋଗ ପାଇଥିଲେ ସନ୍ନି ଲିଓନି, ଅଫର ମିଳିବା ପରେ ଏହି କାରଣ ପାଇଁ…

ମୁମ୍ବାଇ : ଏକ ସାକ୍ଷାତକାରରେ ଯୋଗ ଦେଇ ସନ୍ନି ଲିଓନି ନିଜ ସହ ଜଡ଼ିତ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କୁ ଲୋକପ୍ରିୟ ସୋ’ ଗେମ୍‌ ଅଫ୍‌ ଥ୍ରୋନ୍ସରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିବା କଥା କହିବା ସହ ଏହାକୁ ସେ ଛାଡ଼ିଥିବା କହିଛନ୍ତି । ଏହାକୁ ଛାଡ଼ିବା ପଛର କାରଣ ଜଣାଇ ସେ ସୋ’ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦେବୀଙ୍କ ମୂର୍ତ୍ତିକୁ ବି ଛାଡ଼ିଲେନି: ଦୁର୍ଗା ମୂର୍ତ୍ତି ସହ ଆପତ୍ତିଜନକ କାମ କରି ଭିଡ଼ିଓ ପୋଷ୍ଟ କଲେ ୩ଜଣ ଯୁବକ, ଗିରଫ…

ସହାରାନ୍‌ପୁର: ପୂର୍ବରୁ ଦୁଷ୍କର୍ମକାରୀମାନେ ମହିଳାମାନଙ୍କୁ ନିଜ କାମନାର ଶିକାର କରୁଥିବା ବେଳେ ଏବେ ୩ଜଣ ଯୁବକ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସହ ଆପତ୍ତିଜନକ କାମ କରିଥିବା ଖବର ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ୩ଜଣ ଅଭିଯୁକ୍ତଙ୍କ ଏପରି…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟରରେ କାଜୋଲଙ୍କ ନମ୍ବର ସେୟାର କଲେ ଅଜୟ ଦେବଗନ୍‌; ଲେଖିଲେ, କାଜୋଲ ଦେଶରେ ନାହାନ୍ତି, ତାଙ୍କ ସହ ଏହି ନମ୍ବରରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ମୋବାଇଲ ନମ୍ବର ଟ୍ଵିଟରରେ ସେୟାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନମ୍ବର ଟ୍ଵିଟ୍‌ କରିବା ପରେ, ଅଜୟ ଏପରି କ’ଣ ପାଇଁ କଲେ ସେ ନେଇ ବ୍ୟବହାରକାରୀମାନେ ଅନେକ ପ୍ରଶ୍ନ ପଚାରୁଥିବା…
ଅଧିକ ଖବର ଦେଖନ୍ତୁ...

ଭାରତରେ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଏହି ଦେଶରେ ବଢ଼ୁଛି କନ୍ୟାର ଦର, ୨୭ଲକ୍ଷରେ ପହଞ୍ଚିଲାଣି କନ୍ୟାର ଦାମ

ବେଜିଂ: କିଛି ମାସ ହେବ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଅନେକ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏହା ଥମିବାର ନାଁ ନେଉ ନାହିଁ । ପ୍ରତିଦିନ ତୈଳ ଦର ବଢ଼ୁଥିବା ବେଳେ ଏବେ ବିବାହରେ ଲୋକମାନେ ଉପହାର ଆକାରରେ ପେଟ୍ରୋଲ ଏବଂ ଡ଼ିଜେଲ ଦେଉଥିବାର ଦେଖାଯାଇଛି । ହେଲେ, ଭାରତରେ ବିବାହକୁ ନେଇ ଏ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁ ରୋଗରେ ପୀଡ଼ିତ ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ଏବଂ ସ୍ୱାମୀ ହର୍ଷ, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: କିଛି ଦିନ ତଳେ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ଥିଲେ କମେଡି କୁଇନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । କିନ୍ତୁ ସୋ’ ଆରମ୍ଭ ହେବା ଦିନ ହିଁ ଦୁହେଁ ଏହି ସୋ’ରେ ପ୍ରତିଯୋଗୀ ହିସାବରେ ରହିବେ ନାହିଁ ବୋଲି ଜଣା ପଡ଼ିଥିଲା । ଯାହାକୁ ନେଇ ଖୁବ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କଲେ ମିଳିବ ୩ବର୍ଷ ଜେଲଦଣ୍ଡ, ରେଳ ସୁରକ୍ଷା ବଳ ଆଣିଲା ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରେନ୍‌ରେ ମହିଳାଯାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରେଳ ସୁରକ୍ଷା ବଳ ଏବେ ଏକ ବଡ଼ ନିଷ୍ପତ୍ତି ନେଇଥିବା ଦେଖା ଯାଇଛି । ଟ୍ରେନ୍‌ରେ ଯାତ୍ରା ସମୟରେ ମହିଳା ଯାତ୍ରୀଙ୍କୁ ଯଦି କେହି ବ୍ୟକ୍ତି ଅସଦାଚରଣ କରୁଛି ତେବେ ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡ ମିଳିବ ବୋଲି ଆର୍‌ପିଏଫ୍‌…
ଅଧିକ ଖବର ଦେଖନ୍ତୁ...

ଜସ୍‌ଲୀନ୍‌ଙ୍କ ବାପା ହିଁ ତିଆରି କରିଥିଲେ ଜସ୍‌ଲୀନ୍‌-ଅନୁପ୍‌ ଯୋଡ଼ି, କେଶର ମଥାରୁଙ୍କ କଥା ମାନି ତାଙ୍କ ଝିଅ ସହ ସୋ’କୁ…

ମୁମ୍ବାଇ: ଗତ ସପ୍ତାହରେ ବିଗ୍‌ ବସ୍‌ ଆରମ୍ଭ ହେବା ପରେ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହିଛି ଅନୁପ୍‌-ଜସ୍‌ଲୀନ୍‌ଙ୍କ ଯୋଡ଼ି । ଦୁଇ ଜଣଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ହିଁ ସେମାନଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ବେଳେ ଏବେ ଦୁଇ ଜଣଙ୍କୁ ନେଇ ଆଉ ଏକ ଖୁଲାସା ହୋଇଛି । ପ୍ରଥମେ…
ଅଧିକ ଖବର ଦେଖନ୍ତୁ...