Daily Archives

October 11, 2018

ଜାଲ କାଗଜପତ୍ର ଦେଇ ଦେଢ ବର୍ଷ ହେଲା ଟ୍ରେନ୍‌ ଚଳାଉଥିଲେ ଯୁବକ, ସତ ସାମ୍ନାକୁ ଆସିବା ପରେ କରାଗଲା ବରଖାସ୍ତ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଘଟଣା ଘଟିଛି । ଯେଉଁଠି ଲୋକମାନେ ଜାଲ କାଗଜପତ୍ର ଦେଇ ଚାକିରି କରିଥିବା ଖବର ସାମ୍ନାକୁ ଆସିଛି । ଏବେ ପୁଣି ସେଭଳି ଏକ ଘଟଣା ଘଟିଛି ଧାନବାଦ୍‌ରେ । ଧାନ୍‌ବାଦ୍‌ ରେଳ ମଣ୍ଡଳରେ କାର୍ଯ୍ୟରତ ଥିବା ଜଣେ ସହାୟକ ଲୋକୋ ପାଇଲଟ୍‌ ଦେଢ଼ ବର୍ଷ ହେବ ଜାଲ କାଗଜପତ୍ର ନେଇ…
ଅଧିକ ଖବର ଦେଖନ୍ତୁ...

ନାନାଙ୍କ ପରେ ଏବେ ବିଗ୍‌ ବିଙ୍କ ନାମରେ ଯୌନ ଶୋଷଣ ନେଇ ଚର୍ଚ୍ଚା,ଏଭଳି ମିଥ୍ୟା ପ୍ରଚାର ବନ୍ଦ କରିବା ପାଇଁ କହିଲେ ଏହି…

ମୁମ୍ବାଇ : ବଲିଉଡ୍‌ର ଅସଲ ମୁଖା ସମସ୍ତଙ୍କ ସାମ୍ନାକୁ ଆଣିବା ସହ ଭାଗ ଭାଗ କରି ରଖି ଦେଇଛି #ମି ଠୁ ଅଭିଯାନ । ସମସ୍ତଙ୍କ ଆଖିରେ ନିଜର ଏକ ଭିନ୍ନ ଏବଂ ଉଚ୍ଚକୋଟିର ଭାବମୂର୍ତ୍ତି ତିଆରି କରିଥିବା କଳାକାରମାନଙ୍କ ଅସଲ ଚେହେରା ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ନାନା ପାଟେକରଙ୍କ…
ଅଧିକ ଖବର ଦେଖନ୍ତୁ...

ଫୁଡ୍‌ ଆପ୍‌ରେ ଅର୍ଡ଼ର କରାଯାଉଥିବା ଅଧାରୁ ଅଧିକ ଖାଦ୍ୟ ଅପରିଷ୍କାର ସ୍ଥାନରେ ପ୍ରସ୍ତୁତ କରାଯାଉଛି!

ନୂଆଦିଲ୍ଲୀ : ସବୁ ଲୋକ କମ ଖର୍ଚ୍ଚରେ ଭଲ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରିଥାନ୍ତି । ଏବେ ପିନ୍ଧିବା ଜିନିଷ ଅନ୍‌ଲାଇନ୍‌ ମିଳୁଥିବା ବେଳେ ଖାଇବା ଜିନିଷ ମଧ୍ୟ ଅନ୍‌ଲାଇନ୍‌ ଉପଲବ୍ଧ ହେଉଛି । ଯେଉଁଥିରେ ପୋଷାକ ଭଳି ଖାଦ୍ୟ ଉପରେ ମଧ୍ୟ ରିହାତି ରଖାଯାଉଛି । ରିହାତି ବ୍ୟବସ୍ଥା ପାଇଁ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରକୁ ଚପଲ ମାଡ, ଚପଲ ଫିଙ୍ଗାଳି ଚନ୍ଦନ ଗିରଫ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରକୁ ଆଜି ଚପଲ ଫିଙ୍ଗା ଯାଇଛି । ସଂରକ୍ଷଣକୁ ବିରୋଧ କରି ଜଣେ ଯୁବକ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ମଧ୍ୟ ତାହା ତାଙ୍କ ଉପରେ ପଡିନଥିଲା । କିନ୍ତୁ ସଂପୃକ୍ତ ଯୁବକକୁ ଜେଡିୟୁ କର୍ମୀମାନେ ଭଲକରି ଉତ୍ତମ-ମଧ୍ୟମ ଦେଇଛନ୍ତି । ସଂପୃକ୍ତ ଯୁବକର…
ଅଧିକ ଖବର ଦେଖନ୍ତୁ...

ମହିଳାମାନଙ୍କ ସୁରକ୍ଷା କରିବ ‘ଭୋଡାଫୋନ ସଖୀ’ ଏହା କ’ଣ ଜାଣନ୍ତୁ

ଭୁବନେଶ୍ୱର : ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ମୋବାଇଲ୍‌ ଭିତ୍ତିକ ସୁରକ୍ଷା ସେବା ‘ଭୋଡାଫୋନ ସଖୀ’କୁ ଉନ୍ମୋଚନ କରାଯାଇଛି। ଏହି ପ୍ରଥମ ଧରଣର ସେବାରେ ଜରୁରୀକାଳୀନ ଆଲର୍ଟ, ଜୁରୁରୀକାଳୀନ ବାଲାନ୍ସ ଓ ପ୍ରାଇଭେଟ୍‌ ନମ୍ବର ରିଚାର୍ଜ କରିବା ଭଳି…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ଗ୍ଲାଇଡ ବମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଲା ଭାରତ, ଟାର୍ଗେଟକୁ ଗୋଡେଇ ଗୋଡେଇ ଧ୍ୱଂସ କରିବ

ନୂଆଦିଲ୍ଲୀ : ଭାରତ ପ୍ରେସିସନ ଗାଇଡେଡ ସ୍ମାର୍ଟ ଗ୍ଲାଇଡ ବମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଯାଇଛି । ଗତ ଅଗଷ୍ଟ ମାସରେ ଡିଆରଡିଓ ପକ୍ଷରୁ ପୋଖରାନଠାରେ ଏଗୁଡିକର ସଫଳ ପରୀକ୍ଷଣ କରିଥିଲା । ଭାରତ ନିର୍ମାଣ କରୁଥିବା ଏପରି ଦୁଇଟି ପ୍ରକାରର ବମ ତିଆରି କରିଛି । ଗୋଟିକର ନାଁ ଗୁରଥମା…
ଅଧିକ ଖବର ଦେଖନ୍ତୁ...

‘ଗଙ୍ଗା ବଞ୍ଚାଅ’ ଦାବି ନେଇ ଦୀର୍ଘ ୧୧୧ ଦିନ ଆମରଣ ଅନଶନରେ ବସିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ପରିବେଶବିତ୍‌ ଜିଡି…

ଡେରାଡୁନ୍‌: ଗଙ୍ଗା ବଞ୍ଚାଅ ଆନ୍ଦୋଳନର ଯୋଦ୍ଧା ମହାନ୍‌ ପରିବେଶବିତ ଜିଡି ଅଗ୍ରଓ୍ଵାଲ, ‘ଗଙ୍ଗା ବଞ୍ଚାଅ’ ଦାବିକୁ ନେଇ ଦୀର୍ଘ ୧୧୧ ଦିନ କାଳ ଆମରଣ ଅନଶନରେ ବସିବା ପରେ ଶେଷରେ ଆଜି ଅପରାହ୍ଣରେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗଙ୍ଗା ବଞ୍ଚାଅ ପାଇଁ ନିଜର ସମଗ୍ର ଜୀବନ କାଳକୁ ଉତ୍ସର୍ଗ…
ଅଧିକ ଖବର ଦେଖନ୍ତୁ...

# ମି ଠୁ: ଚାଞ୍ଚଲ୍ୟକର ବୟାନ୍‌ ଦେଲେ ସୋନା, କହିଲେ ସ୍ୱାମୀଙ୍କ ସମ୍ମୁଖରେ ମାଲ୍‌ ବୋଲି କହିଥିଲେ ଅନୁ ମଲିକ୍‌

ନୂଆଦିଲ୍ଲୀ:  ଭାରତରେ ମିଠୁ ଅଭିଯାନ ଆରମ୍ଭ ହେବା ପରେ ମହିଳାମାନେ ନିଜ ସହ ଘଟିଥିବା ଘଟଣା ସବୁକୁ ବେଶ୍‌ ସାହସିକତାର ସହ ସହଜରେ ବାଖାଣି ପାରୁଛନ୍ତି । ଅନେକ ମହିଳାମାନେ ଯୌନ ଶୋଷଣ ଶିକାର ହୋଇଥିବା ନେଇ ମୁହଁ ଖୋଲିଲେଣି। ତେବେ ବଲିଉଡ୍‌ରେ ଏବେ # ମିଠୁ ଅଭିଯାନକୁ ନେଇ ବଡ଼ ବଡ଼ ଖୁଲାସା ହେବାର…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: କୁକୁଡ଼ା ବୋଝେଇ ଟ୍ରକ୍‌ ଧକ୍କାରେ ପୁଅ ସମେତ ଜୀବନ ହାରିଲେ ଦମ୍ପତ୍ତି

ମାଲକାନଗିରି: କୁକୁଡା ବୋଝେଇ ଟ୍ରକ୍‌ ସହିତ ଧକ୍କା ହେବାରୁ ଗୁରୁବାର ପୁଅ ସମେତ ସ୍ୱାମୀ-ସ୍ତ୍ରୀ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଜାତୀୟ ରାଜପଥ ନମ୍ବର ୩୨୬ରେ ପୁଲିମେଟଲା ଠାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏମ୍‌ଭି ୨୩…
ଅଧିକ ଖବର ଦେଖନ୍ତୁ...

ପିଏଚ୍‌ଡି ସ୍କଲାରରୁ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ପାଲଟିଥିବା ମନନ୍‌ ବସିର ଓ୍ଵାନି ଏନ୍‌କାଉଣ୍ଟରରେ ନିହତ

କୁପ୍‌ଓ୍ଵାରା (ଜମ୍ମୁ- କଶ୍ମୀର): ପିଏଚ୍‌ଡି ସ୍କଲାରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ ପାଲଟିଥିବା ମନନ୍‌ ବସିର ଓ୍ଵାନି ଆଜି ପ୍ରତ୍ୟୁଷରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜାଣିବାକୁ ମଳିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ,…
ଅଧିକ ଖବର ଦେଖନ୍ତୁ...