Daily Archives

January 16, 2019

ସ୍ତ୍ରୀର ସେଲ୍‌ଫି ନିଶାରେ ବିରକ୍ତ ହୋଇ ସ୍ମାର୍ଟଫୋନ ଛଡ଼ାଇ ନେଲା ସ୍ୱାମୀ, ଅଦାଲତରେ ଛାଡ଼ପତ୍ର ନେବା ପାଇଁ ପହଞ୍ଚିଲା…

ଭୋପାଲ : ଭୋପାଲରେ ଥିବା ପରିବାର ଅଦାଲତରେ ଏକ ଅଜବ ଘଟଣା ଘଟିଥିବା ଜଣାପଡ଼ିଛି । ସାମାନ୍ୟ ମୋବାଇଲ ଫୋନ ପାଇଁ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହେଉଥିବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାମୀ ସ୍ମାର୍ଟଫୋନ ନ ଦେଇ ଫିଚର ଫୋନ ଦେଇଥିବାରୁ ସ୍ତ୍ରୀ ଛାଡ଼ପତ୍ର ନେବା ପାଇଁ ଚାହୁଁଥିବା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ତଲାକ୍‌ କହି ୩ ଥର ପତ୍ନୀଙ୍କୁ ହାଣିଲା ସ୍ୱାମୀ

ବାଲେଶ୍ୱର: ପାରିବାରିକ କଳହର କରୁଣ ପରିଣତି ବୁଧବାର ବାଲେଶ୍ୱର ଜିଲ୍ଲାର ରେମୁଣା ଅଂଚଳରେ ଦେଖିବାକୁ ମିଳିଛି। ଜଙ୍କିରାଇ ଗାଁର ଜୈନୁଲ ଖାଁ ନିଜର ସ୍ତ୍ରୀ ରସିଦା ବିବିଙ୍କୁ ତଲାକ୍‌ କହି ୩ଥର ହାଣିଛି। ଆକ୍ରମଣର ଶିକାର ହୋଇ ରସିଦା ଚିତ୍କାର କରୁଥିବା ବେଳେ ଜୈନୁଲ ମାଂସକଟା ଚାପଡ଼ରେ…
ଅଧିକ ଖବର ଦେଖନ୍ତୁ...

ହିରାନୀଙ୍କ ପରେ ‘ହ୍ଵାଏ ଚିଟ୍‌ ଇଣ୍ଡିଆ’ର ନିର୍ଦ୍ଦେଶକ ସୌମିକ୍‌ ସେନ୍‌ଙ୍କ ବିରୋଧରେ ୩ ମହିଳା ଆଣିଲେ ଅସଦାଚରଣର…

ମୁମ୍ବାଇ : ଲିଭି ଆସୁଥିବା #ମି ଠୁର ନିଆଁ ଏବେ ପୁଣି ଜଳିବା ଆରମ୍ଭ କରିଛି । କିଛି ଦିନ ତଳେ ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ତାଙ୍କ ସହଯୋଗୀ ଅସଦାଚରଣର ଅଭିଯୋଗ ଆଣିବା ପରେ #ମି ଠୁ ଅଭିଯାନ ପୁଣି ଥରେ ମୁଣ୍ଡ ଟେକିଛି । ରାଜକୁମାରଙ୍କ ଉପରେ ଲାଗିଥିବା ଅଭିଯୋଗକୁ କେହି…
ଅଧିକ ଖବର ଦେଖନ୍ତୁ...

ନଡ଼ିଆ ଷଢ଼େଇକୁ ୧୪୦୦ଟଙ୍କାରେ ବିକୁଛି ଆମାଜନ୍‌: ଲୋକେ କହିଲେ;ଧନୀ ହେବାର ବାଟ ମିଳିଗଲା

ନୂଆଦିଲ୍ଲୀ : ଭାରତରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ଗୁଡ଼ିକ କିଛି ବର୍ଷ ମଧ୍ୟରେ କିଣାକିଣି ପାଇଁ ଏକ ବଡ଼ ବଜାର ପାଲଟିଛି । ସମୟ ଅଭାବ ପାଇଁ ଲୋକମାନେ ବଜାରକୁ ନ ଯାଇ ଅନ୍‌ଲାଇନ୍‌ରେ ଜିନିଷ କିଣୁଛନ୍ତି। ଘରକରଣାଠାରୁ ଆରମ୍ଭ କରିବା ଖାଇବା ପର୍ଯ୍ୟନ୍ତ ସବୁ କିଛି ଲୋକମାନେ ଅନ୍‌ଲାଇନ୍‌ କରିବାକୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ: ଜୀବନରୁ ପାଣି ଛଡ଼ାଇ ନିଆଁ କୁଣ୍ଡରେ ଚାଲୁଛି ଗୋମତା! କୁଆଡ଼େ ଗଲେ ତଥାକଥିତ ଗୋ-ସଂରକ୍ଷକ?

ବେଙ୍ଗାଲୁରୁ (କର୍ଣ୍ଣାଟକ): ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଗୋ- ସଂରକ୍ଷଣ ନାମରେ ଏକାଧିକ ଭିଡ଼ହିଂସା ଓ ହତ୍ୟାକାଣ୍ଡ ଘଟୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ପରିସ୍ଥିତିରେ କର୍ଣ୍ଣାଟକରେ ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ଦୋକାନରୁ ୧୮୦ରୁ ଊର୍ଧ୍ୱ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କର ଏକ ଦୋକାନରୁ ବନ୍ଧୁକ, ଛୁରୀ ସମେତ ବହୁତ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଣ୍ୟାଣ କ୍ରାଇମ୍‌ ବ୍ରାଞ୍ଚ ଦୋମ୍ବିଭାଲିଠାରେ ଥିବା ଧନଞ୍ଜୟଙ୍କ ଦୋକାନରେ ଚଢ଼ଉ କରିବା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକଙ୍କ ଠାରୁ ଲୁଟ୍ ଓ ଟ୍ରକ ଡ୍ରାଇଭରକୁ ମାଡ ମାରି ଲୁଟ ମାମଲାରେ ୪ ଗିରଫ 

ନବରଙ୍ଗପୁର:  ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଚଳନ୍ତା ଗାଡିରୁ ଟଙ୍କାମୁଣି ଲୁଟ୍ ଓ ସହର ଉପକଣ୍ଠରେ ଥିବା ଏସାର ପେଟ୍ରୋଲ ପମ୍ପ ଠାରେ ଡ୍ରାଇଭର କୁ ମାଡ ମାରି ଟଙ୍କା ଲୁଟ ମାମଲାରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ଗତ ୧୫ ଦିନ ମଧ୍ୟରେ ନବରଙ୍ଗପୁର ପୁଲିସକୁ ୨ ଗୋଟି ସଫଳତା…
ଅଧିକ ଖବର ଦେଖନ୍ତୁ...

୨୨ବର୍ଷ ଲିଭ୍‌-ଇନ୍‌ରେ ରହିବା ପରେ ପୁଅ-ବୋହୂ ଓ ନାତୁଣୀଙ୍କ ସମ୍ମୁଖରେ ବିବାହ କଲେ ଏହି ପ୍ରେମୀଯୁଗଳ

ରାଞ୍ଚି: ପ୍ରେମୀଯୁଗଳ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ଅଧିକାଂଶ ଯୁବକ-ଯୁବତୀ ଲିଭ୍‌ଇନ୍‌ ରିଲେସନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ଝାଡଖଣ୍ଡରୁ ଏଭଳି ଏକ ପ୍ରେମୀ ଯୁଗଳଙ୍କ କଥା ସାମ୍ନାକୁ ଆସିଛି ଯେଉଁମାନେ ୨୨ବର୍ଷ ହେବ ଲିଭ୍‌-ଇନ୍‌ରେ ରହିବା ପରେ ବିବାହ…
ଅଧିକ ଖବର ଦେଖନ୍ତୁ...

ଆଜିର ତେଲଦର : ପେଟ୍ରୋଲ କମିଲା, ଡିଜେଲ ବଢିଲା

ନୂଆଦିଲ୍ଲୀ : ବୁଧବାରଦିନ ପେଟ୍ରୋଲ ଦର ହ୍ରାସ ପାଇଛି । କିନ୍ତୁ ଡିଜେଲ ଦର କ୍ରମାଗତ ୭ମ ଦିନ ପାଇଁ ବୃଦ୍ଧି ପାଇଛି । ପେଟ୍ରୋଲ ଦର ଲିଟର ପିଛା ୮ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ୧୨-୧୩ ପଇସା ମହଙ୍ଗା ହୋଇଛି । ଏହା ଫଳରେ  ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୩୩ ଓ ଡିଜେଲ ଦର ଲିଟର ପିଛା…
ଅଧିକ ଖବର ଦେଖନ୍ତୁ...

ତାଇଓ୍ଵାନକୁ ନେଇ ଭାରତକୁ ଧମକାଇଲା ଚୀନ

ନୂଆଦିଲ୍ଲୀ : ତାଇଓ୍ଵାନକୁ ନେଇ ଭାରତ ଉପରେ ଚୀନ କ୍ଷୁବ୍ଧ । କାରଣ ଭାରତ ତାଇଓ୍ଵାନକୁ ବୁଡାଜାହାଜ ବା ସବମେରାଇନ ପ୍ରଯୁକ୍ତି ବିକିବାକୁ ଚାହୁଁଛି । କିନ୍ତୁ ତାଇଓ୍ଵାନ ସହିତ ଯେକୌଣସି ସଂପର୍କକୁ ଚୀନ ବିରୋଧ କରୁଛି । ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚିନଓ୍ଵିଙ୍ଗ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...