Daily Archives

March 18, 2019

ନେଦରଲ୍ୟାଣ୍ଡ ଗୁଳିକାଣ୍ଡ, ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କଲା ପୁଲିସ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଆମଷ୍ଟରଡାମ : ନେଦରଲାଣ୍ଡର ସହର ଉଟ୍ରେଚରେ ଏକ ଚଳନ୍ତା ଟ୍ରାମରେ ଆଜି ହୋଇଥିବା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ଯବାନଙ୍କ ପୁଅକୁ ପଢ଼ାଇବାର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ୍‌, ସହିଦଙ୍କ ଗାଁରେ…

ଚଣ୍ଡିଗଡ଼ : ଅଭିନେତା ସୋନୁ ସୁଦ୍‌ଙ୍କୁ ଅନେକ ସମୟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ଅନ୍ୟକୁ ସାହାଯ୍ୟ କରୁଥିବାର ଦେଖା ଯାଇଥାଏ । ଏବେ ସେ ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇ ହୋଇଥିବା ଜୈମଲ ସିଂହଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖା ଯାଇଛି ।…
ଅଧିକ ଖବର ଦେଖନ୍ତୁ...

‘ମୁଁ ଗୋଆର ମୁଖ୍ୟମନ୍ତ୍ରୀ, ମୋତେ ଭିତରକୁ ଯିବାକୁ ଦିଅ’ ବୋଲି କହିବା ପରେ ହୋଟେଲର ଚୌକିଦାର କହିଲେ…

ପାଣାଜୀ : ଗତକାଲି ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଦେଶବାସୀଙ୍କୁ ଶୋକ ସାଗରରେ ଭସାଇ ଆର ପାରିକୁ ଚାଲି ଯାଇଛନ୍ତି । ୬୩ବର୍ଷ ବୟସରେ ସେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କର୍କଟ ରୋଗରେ ପୀଡ଼ିତ ଥିବା…
ଅଧିକ ଖବର ଦେଖନ୍ତୁ...

ନିଜ ଆସନ ନାତିକୁ ଛାଡ଼ି ଏବେ ତ୍ରିଶଙ୍କୁ ଅବସ୍ଥାରେ ଏଚ୍‌ଡି ଦେବେଗୌଡ଼ା; ନିଜ ପାଇଁ ମିଳୁ ନାହିଁ ନିରାପଦ ଆସନ!

ବେଙ୍ଗାଲୁରୁ: ପରିବାରର ଚାପ ଆଗରେ ମୁଣ୍ଡ ନୁଆଇଁ ନିଜର ନିରାପଦ ଆସନ ନାତି ପାଇଁ ଛାଡ଼ିଦେବା ପରେ ଏବେ ଆଉ ନିଜ ପାଇଁ ଶତ ପ୍ରତିଶତ ବିଜୟ ସୁନିଶ୍ଚିତ ଥିବା ବିକଳ୍ପ ଆସନ ଖୋଜି ପାଉ ନାହାନ୍ତି ଜେଡି(ଏସ୍‌) ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା। ଫଳରେ ଏକ ତ୍ରିଶଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଧୢାନ ଜପରେ ମନକୁ ଶାନ୍ତି ମିଳିବ। କୌଣସି ସ˚ପର୍କୀୟଙ୍କ ସହିତ କଥାବାର୍ତ୍ତା ମାଧ୍ୟମରେ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ। ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କାମ…
ଅଧିକ ଖବର ଦେଖନ୍ତୁ...

‘ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ, ଯାହା କହିବି ଓଡ଼ିଆରେ କହିବି’: ବିଜେଡ଼ି ଟିକେଟ୍‌ ପାଇବା ପରେ ଏମିତି କହିଲେ…

ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଇତି ମଧ୍ୟରେ ନିର୍ବାଚନ ପାଇଁ ବିଜୁ ଜନତା ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଦ୍ୱିତୀୟ ଥର ପାଇଁ ଘୋଷଣା ହୋଇଥିବା ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟାରେ ୩ ଜଣ ମହିଳା ରହିଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନରେ ନିରବ ମୋଦି ବିରୋଧରେ ଗିରଫ ପରୱାନା ଜାରି, ଭାରତକୁ ପ୍ରତ୍ୟାର୍ପଣ ଆଶା ବଢିଲା

ଲଣ୍ଡନ : ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଏହି ପରଓ୍ଵାନା ଜାରି କରିଛନ୍ତି । ଏହି ଗିରଫ ପରଓ୍ଵାନା ନିରବକୁ ଭାରତକୁ ପ୍ରତ୍ୟାର୍ପଣର ପ୍ରଥମ ସୋପାନ…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଗାନ୍ଧୀଙ୍କ ଜନ୍ମଗୃହ ସ୍ୱରାଜ ଭବନରେ ପହଞ୍ଚି ଜେଜେମାଆଙ୍କୁ ମନେ ପକାଇଲେ ପ୍ରିୟଙ୍କା, ଭାବପ୍ରବଣ ହୋଇ ଲେଖିଲେ…

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପ୍ରଚାର କରିବା ପାଇଁ ପ୍ରୟାଗରାଜରେ ପହଞ୍ଚିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ନିର୍ବାଚନ ଉଦେଶ୍ୟରେ ପ୍ରୟାଗରାଜ ଗସ୍ତ କରିଥିବା ପ୍ରିୟଙ୍କା ରବିବାର ସ୍ୱରାଜ ଭବନରେ ପହଞ୍ଚିଛନ୍ତି। ଏହା ହେଉଛି ସେହି ଭବନ, ଯାହାକୁ ତିଆରି କରିିଥିଲେ…
ଅଧିକ ଖବର ଦେଖନ୍ତୁ...

ନୂଆ ରଣନୀତି ନେଇ ଭୋଟ୍‌ ଯୁଦ୍ଧକୁ ଓହ୍ଲାଇଲେ ନବୀନ; ପଞ୍ଚମ ପାଳି ପାଇଁ ପକ୍କା କଲେ ବିଜୟ ପଥ !

ଭୁବନେଶ୍ୱର(ସୁବ୍ରତ ଦାସ): ଏଥର ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲାବେଳେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ସତର୍କତା ଅବଲମ୍ବନ କରିଛନ୍ତି। କ୍ରମାଗତ ଚତୁର୍ଥ ପାଳି ପରେ ପଞ୍ଚମ ଥର ପାଇଁ ଜନାଦେଶ ଲୋଡ଼ୁଥିବା ନବୀନ ନୂତନ ଚମକ ଦେବା ଲାଗି…
ଅଧିକ ଖବର ଦେଖନ୍ତୁ...

“ଯବାନଙ୍କ ଜୀବନ କ୍ରିକେଟଠାରୁ ଗୁରୁତ୍ୱପୂର୍ଣ୍ଣ” ପାକିସ୍ତାନ ସହ କ୍ରିକେଟ ସଂପର୍କ ଛିନ୍ନ କରିବାକୁ ଗମ୍ଭୀରଙ୍କ ଦାବି

ନୂଆଦିଲ୍ଲୀ : ଦେଶର ବୀର ଯବାନଙ୍କ ଜୀବନ କ୍ରିକେଟଠାରୁ ଗୁରୁତ୍ୱପୂର୍ଣ୍ଣ । ଏଣୁ ଭାରତ ପାକିସ୍ତାନ ସହ କ୍ରିକେଟ ସଂପର୍କ ଛିନ୍ନ କରୁ ବୋଲି ପୂର୍ବତନ କ୍ରିକେଟ ଖେଳାଳୀ ଗୌତମ ଗମ୍ଭୀର କହିଛନ୍ତି । ସେ କହିଛନ୍ତି ଯେ ଭାରତ ସରକାର ପାକିସ୍ତାନ ସହ ସବୁ ସଂପର୍କ ଛିନ୍ନ କରନ୍ତୁ । କାରଣ…
ଅଧିକ ଖବର ଦେଖନ୍ତୁ...