Daily Archives

June 20, 2019

ମୋବାଇଲ ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଚୋରି ପରେ ବ୍ୟବହାର ଉପଯୋଗୀ ରହିବ ନାହିଁ ମୋବାଇଲ ଫୋନ

ନୂଆଦିଲ୍ଲୀ : ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରେ ମୋବାଇଲ ଚୋରି ହେବାର ଖବର ମିଳିଥାଏ । ଫୋନ ଚୋରି କରି ନେଇ ଚୋର ଫୋନ ବ୍ୟବହାର କରିବା ସହ ଫୋନରେ ଥିବା ଅନେକ ବ୍ୟକ୍ତିଗତ ଜିନିଷର ଭୁଲ ବ୍ୟବହାର କରିଥାଏ । ଏବେ ଏହାକୁ ରୋକିବା ପାଇଁ ମୋଦୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦୂରସଂଚାର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଭାରତ’ରେ ନଜର ଆସି ସାରିଛନ୍ତି ଏହି ଅଭିନେତା, ଫିଲ୍ମ ନ ମିଳିଲେ କରନ୍ତି ଖାଦ୍ୟ ଡେଲିଭରୀ 

ମୁମ୍ବାଇ : ହିନ୍ଦୀ ସିନେମାର ଚମକ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସବୁ ଯୁବକ-ଯୁବତୀ ନିଜକୁ ଷ୍ଟାର କରିବା ଆଶାରେ ବଲିଉଡ୍‌ରେ ପାଦ ଦେଇଥାନ୍ତି । କିନ୍ତୁ କିଛି ଲୋକ ଏଠାକୁ ଆସି ନିଜ ଲକ୍ଷ ପୂରଣ କରି ପାରନ୍ତି ନାହିଁ । ସେଭଳି କିଛି ଘଟିଛି ଚେତନ ରାଓଙ୍କ ସହ । ଚେତନ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ହାତ ବଢ଼େଇଲା ମାଲେସିୟା ଓଡ଼ିଆ ସଂଗଠନ, ଫନି ପ୍ରଭାବିତଙ୍କୁ ୩ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଛି ମାଲେସିୟା ଓଡ଼ିଆ ସଂଗଠନ। ସୁଦୁର ମାଲେସିୟାରେ ବିଭିନ୍ନ ପଦପଦବୀରେ ରହୁଥିବା ଓଡ଼ିଆ ମାନେ ଓଡ଼ିଶାର ଫନି ବାତ୍ୟା ପରେ ନିଜସ୍ୱ ଉଦ୍ୟମରେ ୩ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଏହି ସଂଗୃହିତ ଟଙ୍କାକୁ ଏକ ଚେକ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଇରାନ ଏକ ମସ୍ତବଡ ଭୁଲ କରିଦେଇଛି : ଡ୍ରୋନ ଖସାଇବା ଘଟଣାରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇରାନ ପକ୍ଷରୁ ଆମେରିକାର ଗୁପ୍ତଚର ଡ୍ରୋନକୁ ମାରି ଖସେଇବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଇରାନ ଏକ ମସ୍ତବଡ଼ ଭୁଲ କରିଦେଲା ବୋଲି ସେ କହିଛନ୍ତି । ଏହା ଫଳରେ ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର କଳାବାଦଲ ଦେଖାଦେଇଛି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ କେବଳ ଜୁନ୍‌ ୨୧ରେ ହିଁ ପାଳନ କରାଯାଏ ବିଶ୍ୱ ଯୋଗ ଦିବସ

ନୂଆଦିଲ୍ଲୀ : ପ୍ରତି ବର୍ଷ ଜୁନ୍‌ ୨୧ରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଏ । ଏହି ଦିନ ଲୋକମାନେ ଯୋଗର ବିଭିନ୍ନ ଆସନ କରି ଜୀବନରେ ଯୋଗର ମହତ୍ତ୍ୱ କେତେ ତାହା ବୁଝାଇଥାନ୍ତି । ତେବେ କିଛି ଲୋକ ଯୋଗକୁ ଆପଣାଇ ନିଜକୁ ଶରୀରିକ ଏବଂ ମାନସିକ ସ୍ଥରରେ ସୁସ୍ଥ ରଖୁଥିବା ବେଳେ କିଛି ଲୋକଙ୍କୁ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ପାଣିରେ ବୁଡ଼ି ୨ ବାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ବେଲପାହାଡ଼ ଗୁମାଡ଼େରା ନୂଆଁପଡ଼ା ଠାରେ ଚାଲିଥିବା ରେଳ ଲାଇନ କାମପାଇଁ ଖୋଳା ଯାଇଥିବା ଖାତରେ ପଡ଼ି ଆଜି ସନ୍ଧ୍ୟାରେ ଦୁଇ ବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ହାୱଡ଼ା-ମୁମ୍ବାଇ ରେଳ ଲାଇନକୁ କ୍ରସ୍‌ କରୁଥିବା ଓପିଜିସି ରେଳ ଲାଇନ କାମ ଚାଲୁଥିବା ବେଳେ ମାଟି ପୋତିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୀତିରେ ମନୋକାମନା ପୂରଣ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ। ବୃଷ: ପୂଜାପାଠରେ ଅଧିକ ସମୟ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ୧୮ ବର୍ଷୀୟା ସ୍ତୁତି: ଦେଶର ସମସ୍ତ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଗୁଣୀ ଛାତ୍ରୀ ଶେଷରେ କି ପାଠ…

ସୁରଟ: ପରିବାରରୁ ଯଦି ପିଲାଟିଏ ମେଡିକାଲ୍‌, ଇଞ୍ଜିନିୟରିଂ କିମ୍ବା ଅନ୍ୟ କେଉଁଟିରୁ ଗୋଟାଏ ଏନ୍ଟାନ୍ସରେ ଉତ୍ତୀର୍ଣ୍ଣ ହୁଏ ତେବେ ଖୁସିର ସୀମା ରହେ ନାହିଁ। ଯଦି ଜଣେ ପିଲା ଏକାଥରକେ ଏକାଧିକ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହୁଏ ତେବେ କିପରି ଅନୁଭବ ହେବ? ଏହା କଳ୍ପନା ନୁହେଁ, ବରଂ ସୁରଟର ଜଣେ…
ଅଧିକ ଖବର ଦେଖନ୍ତୁ...

ନୌସେନା ପାଇଁ ୪୫ ହଜାର କୋଟିର ୬ଟି ବୁଡାଜାହଜ ନିର୍ମାଣ କରାଯିବ, ପ୍ରକ୍ରିୟା ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ : ଭାରତୀୟ ନୌସେନା ନିମନ୍ତେ ୬ଟି ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ ପାଇଁ ଭାରତ ସରକାର ଆଜି ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଜାରି କରିଛନ୍ତି । ଏହା ମାଧ୍ୟମରେ ଭାରତୀୟ ସହଯୋଗୀ କମ୍ପାନି ଚୟନ କରାଯିବ । ଏହି ୬ଟି ବୁଡାଜାହଜର ମୋଟ ମୂଲ୍ୟ ପ୍ରାୟ ୪୫୦୦୦ କୋଟି ଟଙ୍କା ହେବ ।…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଜିଏସଟି କାଉନସିଲ ବୈଠକ, ଅଧ୍ୟକ୍ଷତା କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆସନ୍ତା କାଲି ଜିଏସଟି କାଉନସିଲର ୩୫ ତମ ବୈଠକ ବସିବ । ନୂଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହା ହେବ ପ୍ରଥମ ଜିଏସଟି ବୈଠକ । ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-େଓ୍ଵ ବିଲ ବ୍ୟବସ୍ଥା ସହ ଏନଏଚଏଆଇର ଫାଷ୍ଟାଗ…
ଅଧିକ ଖବର ଦେଖନ୍ତୁ...