Daily Archives

June 27, 2019

ଗୋଟେ ସେଲ୍‌ଫି ପାଇଁ ଆତ୍ମହତ୍ୟା କରିବାକୁ ଯାଇଥିବା ଯୁବକଙ୍କ ବଞ୍ଚିଗଲା ଜୀବନ

ଥିରୁବନନ୍ତପୁରମ : ପୂର୍ବରୁ ଅନେକ ଥର ସେଲ୍‌ଫି ନେବା ସମୟରେ ଜୀବନ ଯିବା ଘଟଣା ସାମ୍ନାକୁ ଆସି ସାରିଛି । ଭଲ ସେଲ୍‌ଫି ନେବା ନିଶାରେ ଲୋକେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ନିଜର ଜୀବନ ହରାଇଥାନ୍ତି । କିନ୍ତୁ କେରଳରେ ଏହାର ଠିକ ବିପରୀତ ଘଟଣା ଘଟିଛି । ସେଲ୍‌ଫି ପାଇଁ ଆତ୍ମହତ୍ୟା କରିବାକୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ : ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ #ମିଠୁ ଅଭିଯୋଗ ଆସିଛି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଛନ୍ତି । ସେ ମୁମ୍ବାଇର ବରସୋବା ପୁଲିସ ଷ୍ଟେସନରେ ଏ ନେଇ ଏକ ଏଫଆଇଆର ଦାଏର କରିଛନ୍ତି । ପ୍ରାୟ ୧୦ ବର୍ଷ ତଳେ ଆଦିତ୍ୟ ପାଞ୍ଚୋଲି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ। ବୃଷ:…
ଅଧିକ ଖବର ଦେଖନ୍ତୁ...

ଜାପାନରେ ମୋଦୀଙ୍କ ଭାଷଣ ପରେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ୍‌’ ସ୍ଲୋଗାନ

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜି-୨୦ ସମ୍ମିଳନୀରେ ଭାଷଣ ପରେ ପ୍ରବାସୀ ଭାରତୀୟ ମାନେ ସଭାଗୃହରେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ୍‌’ ସ୍ଲୋଗାନ ଦେଇଛନ୍ତି। ଜାପାନର ଓସାକାରେ ମୋଦୀ ଭାରତୀୟ ସଂପ୍ରଦାୟଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଆପଣମାନଙ୍କର ଭଲ ପାଇବାକୁ ଧନ୍ୟବାଦ…
ଅଧିକ ଖବର ଦେଖନ୍ତୁ...

ଚାପରେ ଭଲ ଖେଳିଥାଏ ପାକିସ୍ତାନୀ ଟିମ୍‌: ସରଫରାଜ ଅହମଦ

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲରେ ସ୍ଥାନ ପାଇବାକୁ ଆଶା ରଖିଥିବା ପାକିସ୍ତାନର ଅଧିନାୟକ ସରଫରାଜ ଅହମଦ କହିଛନ୍ତି, ତାଙ୍କର ଟିମ ଚାପରେ ଭଲ ଖେଳିଥାଏ। ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ ବାବାର ଆଜମ ଅପରାଜିତ ଶତକ ମାରିଥିଲେ। ଏହି ବିଜୟ ସହିତ…
ଅଧିକ ଖବର ଦେଖନ୍ତୁ...

ଏୟାର-ଇଣ୍ଡିଆ ବିକ୍ରି ପାଇଁ ଏବେ ଅର୍ଥନୈତିକ ପାଣିପାଗ ଭଲ ନାହିଁ : ମନ୍ତ୍ରୀ

ନୂଆଦିଲ୍ଲୀ : ନିକଟ ଭବିଷ୍ୟତରେ ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାର ଇଣ୍ଡିଆକୁ ପୁଣି ବିକ୍ରି କରିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ବର୍ତ୍ତମାନର…
ଅଧିକ ଖବର ଦେଖନ୍ତୁ...

ଏକ ସଶକ୍ତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ; କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ସଶକ୍ତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟବାସୀ ଜନାଦେଶ ଦେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତ ସୋମବାର ଦିନ ରାଜ୍ୟପାଳ ଗୃହରେ ଦେଇଥିବା ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...

ବିନୋଏ କୋଦିୟାରିଙ୍କୁ ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ୍‌

ମୁମ୍ବାଇ: ଦୁଷ୍କର୍ମ ମାମଲାରେ ମୁମ୍ବାଇର ଏକ ଅଦାଲଦ କେରଳ ସିପିଆଇ(ଏମ୍‌)ର ରାଜ୍ୟ ସଚିବଙ୍କ ପୁଅ ବିନୋଏ କୋଦିୟାରିଙ୍କୁ ଗୁରୁବାର ଆଗୁଆ ଜାମିନ୍‌ ଦେଇ ଦେଇଛନ୍ତି। ବିନୋଏ କୋଦିୟାରି ବିରୋଧରେ ମୁମ୍ବାଇ ପୁଲିସ ଗତକାଲି ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା। ମୁମ୍ବାଇର ଓ୍ଵାଣିଓ୍ଵାରା…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ବଜାରରେ ହ୍ରାସ ସତ୍ତ୍ୱେ ଭାରତରେ ସୁନା ଦର ୧୮୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ଭାରତରେ ସୁନାଦର ବଢିଚାଲିଛି । ଆଜି ସୁନା ୧୦ ଗ୍ରାମ ପିଛା ୧୮୦ ଟଙ୍କା ବୃଦ୍ଧି ପାଇ ୩୪,୩୫୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଜି ସାମାନ୍ୟ ହ୍ରାସ ପାଇବା ସତ୍ତ୍ୱେ ଘରୋଇ ବଜାରରେ ଜୁଏଲର୍ସମାନଙ୍କ ଦ୍ୱାରା ଅଧିକ…
ଅଧିକ ଖବର ଦେଖନ୍ତୁ...

୧,୨୦୦ଟଙ୍କାରେ ବିକ୍ରି ହେଉଛି ନୁରଜହାଁ ଆମ୍ବ, ଗୋଟିଏ ଆମ୍ବର ଓଜନ ୩କିଲୋରୁ ଅଧିକ

ଗାନ୍ଧିନଗର: ଆପଣ କେବେ ୧,୨୦୦ ଟଙ୍କାରେ ଗୋଟିଏ ଆମ୍ବ କିଣିଛନ୍ତି? ନା ଏମିତି ଆମ୍ବ କେବେ ଦେଖିବାକୁ ପାଇଥିବେ? ଗୁଜୁରାଟରେ ଏଇ କିଛିଦିନ ହେବ ଏଭଳି ଆମ୍ବ ପ୍ରତି ଲୋକମାନଙ୍କ ଚାହିଦା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଆମ୍ବକୁ ‘ନୁରଜହାଁ’ ଆମ୍ବ କୁହାଯାଉଛି। ଗୋଟିଏ ଆମ୍ବର ଓଜନ ତିନିକିଲୋରୁ…
ଅଧିକ ଖବର ଦେଖନ୍ତୁ...