Daily Archives

November 1, 2019

ଅର୍ଦ୍ଧବାର୍ଷିକ ପରୀକ୍ଷା: ଆସିନି ପ୍ରଶ୍ନ ପତ୍ର, ହାତ ଲେଖା-ଜେରକ୍ସ-କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ

ଘୁ.ଉଦୟଗିର: ସରକାର ଯେତେ ଯୋଜନା କଲେ ମଧ୍ୟ କୌଣସି ସରକାରୀ କାର୍ଯ୍ୟରେ ସଫଳତା ମିଳୁନି। ସବୁ କ୍ଷେତ୍ରରେ କେଂ ରହୁଛି। ସବୁଠି କିଛି ନା କିଛି ବ୍ୟତିକ୍ରମ ଦେଖାଦେଉଛି। ଆମ ସରକାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ବିଭିନ୍ନ ଯୋଜନା କରୁଛନ୍ତି। ପିଲାଙ୍କ ଶିକ୍ଷା କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଆଲୁମିନାରେ ବିସ୍ଥାପିତ-ପୁଲିସ୍‌ ମୁହାଁମୁହିଁ: ଘଟଣାସ୍ଥଳରେ ୧୪୪ ଧାରା ଜାରି, ୧୪ ଗିରଫ

ରାୟଗଡା: ବିସ୍ଥାପିତ ଘୋଷଣା କରିବା ଦାବିରେ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ଉତ୍କଳ ଆଲୁମିନା କଂପାନି ପରିସରରେ ବିସ୍ଥାପିତ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ବିସ୍ଥାପିତଙ୍କ ପଥର ମାଡରେ କଂପାନି ଗାଡି ଓ କଣ୍ଟ୍ରୋଲ୍‌ ରୁମ୍‌ ଭାଙ୍ଗିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଲକ୍ଷଣ ଜାଣି ଚିହ୍ନନ୍ତୁ ମଧୁମେହ ରୋଗ

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ପ୍ରଥମେ ଏହି ରୋଗ ୪୦ବର୍ଷ ପରେ ହେଉଥିବା ବେଳେ ଏବେ ଏହା ସବୁ ବୟସର ଲୋକମାନଙ୍କ ପାଖରେ ଦେଖା ଯାଉଛି…
ଅଧିକ ଖବର ଦେଖନ୍ତୁ...

ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କ ସହ ଯୌନ ଅସଦାଚରଣ କରି ଫସିଲେ ପୁଲିସକର୍ମୀ

ପାଟ୍‌ନା : ବିହାରରେ ଜଣେ ପୁଲିସକର୍ମୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ଷ୍ଟେସନ ମଧ୍ୟରେ ଜଣେ ନାବାଳିକାକୁ ନିଶାସକ୍ତ ଅବସ୍ଥାରେ ଅସଦାଚରଣ କରିବା ଭଳି ଘଟଣା ସାମ୍ନାକୁ ଆସିବା ପରେ ବିହାର ପୁଲିସର ମୁଣ୍ଡ ତଳକୁ ନଇଁ ଯାଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସଚ୍ଚିନ୍‌ ତେନ୍ଦୁଲକରଙ୍କ ଏଭଳି ଟୁଇଟ୍‌ ଦେଖି ରାଗି ଗଲେ ସୋନା, ଦେଲେ କଡ଼ା ପ୍ରତିକ୍ରିୟା

ମୁମ୍ବାଇ : ସୋନୁ ନିଗମଙ୍କ ପରେ ଏବେ ସଚ୍ଚିନ ତେନ୍ଦୁଲକରଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର । ସୋନୁ ନିଗମ ତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ତାଙ୍କ ସ୍ୱାମୀଙ୍କୁ ଉପଦେଶ ଦେଉଥିବା କଥା କହି ସୋନା ସୋନୁ ନିଗମଙ୍କୁ ଟୁଇଟ୍‌ କରି ଟାର୍ଗେଟ କରିଥିଲେ । ଏବେ ସେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହେଲା ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, କିନ୍ତୁ ପରେ ଘଟିଲା ଏଭଳି ଚମତ୍କାର

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀ ରାସ୍ତାରେ ଏକ ଭୟାନକ ଦୁର୍ଘଟଣା ଘଟିଥିଲା । ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ଏକା ସାଙ୍ଗରେ ୫ଟି ଗାଡ଼ିକୁ ଧକା ଦେଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାଟି ଉପସ୍ଥିତ ଲୋକଙ୍କ ଛାତି ଥରାଇ ଦେଇଥିବା ବେଳେ ତୁରନ୍ତ ଆହତଙ୍କୁ କାଢ଼ି…
ଅଧିକ ଖବର ଦେଖନ୍ତୁ...

‘ବିସିସିଆଇ’ର କାର୍ଯ୍ୟାନୁଷ୍ଠାନ: ବାସନ୍ଦ ହେଲେ ୨ ଯୁବ ଓଡ଼ିଆ କ୍ରିକେଟର

ନୂଆଦିଲ୍ଲୀ: ବୟସ ଜାଲିଆତି ଘଟଣାରେ ଓଡ଼ିଶାର ୨ ଯୁବ କ୍ରିକେଟରଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨ ଜଣ ଓଡ଼ିଆ କ୍ରିକେଟର ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇଙ୍କୁ ୨ ବର୍ଷ ଯାଏ ବାସନ୍ଦ କରିଛି। ରାଜେଶ ମହାନ୍ତି ୧୯ ବର୍ଷରୁ…
ଅଧିକ ଖବର ଦେଖନ୍ତୁ...

ରାକ୍ଷସ ବାପା: ନିଜ ୮ବର୍ଷ ବୟସର ଝିଅଙ୍କୁ ପନଖିରେ ହାଣି ହତ୍ୟା କଲା, ଅଭିଯୋଗ ପରେ ଫେରାର

ଖଡ଼ିଆଲ/ନୂଆପଡ଼ା: ଖଡ଼ିଆଳ ଥାନା ଅନ୍ତର୍ଗତ କୋଟାମାଲରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରାକ୍ଷସ ବାପା ନିଜ ୮ବର୍ଷ ବୟସର ଝିଅଙ୍କୁ ପନଖିରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖଡ଼ିଆଳ ପୁଲିସ ଖବର ପାଇଁ ଗାଁକୁ ପହଞ୍ଚି ଝିଅର ମୃତଦେହକୁ ଜବତ କରିଥିବା…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି: ମହିଳାଙ୍କ ପରେ ଜିତିଲା ପୁରୁଷ ଟିମ୍‌, ଋଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ଭାରତୀୟ ପୁରୁଷ ଟିମ୍‌ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଏଠାରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଉଭୟ ଭାରତ ଓ ଋଷିଆ ପୁରୁଷ ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୫ମିନିଟ) ଗୋଟିଏ, ମନ୍ଦୀପ ସିଂହ…
ଅଧିକ ଖବର ଦେଖନ୍ତୁ...

ଚିନ୍ତାରେ କଙ୍ଗନା : ବାୟୋପିକ୍‌ ଉପରେ ରୋକ୍‌ ଲଗାଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜୟଲଳିତାଙ୍କ ଭାଣିଜୀ

ନୂଆଦିଲ୍ଲୀ : ଚିନ୍ତାରେ କଙ୍ଗନା । ବନ୍ଦ ହୋଇପାରେ ତାଙ୍କ ଫିଲ୍ମ ଜୀବନର ସବୁଠାରୁ ବଡ଼ ଫିଲ୍ମ 'ଥଲାଇବୀ'ର ସୁଟିଂ । ଦିବଂଗତ ରାଜନେତା ଜୟଲଳିତାଙ୍କ ଜୀବନୀକୁ ନେଇ ଥଲାଇବୀ ଶୀର୍ଷକ ଫିଲ୍ମ ତିଆରି ହେଉଥିବା ବେଳେ ଏବେ ଏହା ବିରୋଧରେ ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜୟଲଳିତାଙ୍କ…
ଅଧିକ ଖବର ଦେଖନ୍ତୁ...