Daily Archives

January 17, 2020

ସମ୍ବଲପୁରରେ ସିଏଏ ବିରୋଧରେ ରାଲି

ସମ୍ବଲପୁର: ନାଗରିକତା ସଂଶୋଧନ ଆଇନ୍‌ ଓ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରି ସମ୍ବଲପୁରର ୭ଟି ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଜିଲ୍ଲା ସ୍କୁଲ ଛକରୁ ଏକ ବିରାଟ ରାଲି ବାହାରିଥିଲା। ‘ୱି ଦ ପିପୁଲ ମଞ୍ଚ’ ଆବାହକତ୍ୱରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ଲୋକ ରାଲିରେ ସାମିଲ ହୋଇଥିଲେ। ରାଲିକୁ…
ଅଧିକ ଖବର ଦେଖନ୍ତୁ...

ଏବେ ଅନଲାଇନରେ ପରିିବା ବିକିବ ଫ୍ଲିପକାର୍ଟ, ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ଇ-ବାଣିଜ୍ୟ କମ୍ପାନି ଫ୍ଲିପକାର୍ଟ ଏବେ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ପୂର୍ବରୁ ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ମେକଅପ ସାମଗ୍ରୀ  ବିକ୍ରି କରୁଥିବା ଫ୍ଲିପକାର୍ଟ ଏବେ ଅନଲାଇନ୍ ବ୍ୟବସ୍ଥାରେ ପରିବା ବିକିବ ବୋଲି ଜଣା ପଡ଼ିଛି। ଏ ନେଇ କମ୍ପାନି ପକ୍ଷରୁ ପାଇଲଟ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାମ କରିବା ପୂର୍ବରୁ ପାଦ ଧୋଇବା ଅତ୍ୟନ୍ତ ଜରୁରୀ

ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି। ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି। ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି ଭୁଲ…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ବାରଣ କରିବା ସତ୍ତ୍ବେ ପର ପୁରୁଷ ସହ ପ୍ରେମ ସଂପର୍କ ରଖୁଥିଲା ସ୍ତ୍ରୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ବାମୀ…

ଚଣ୍ଡିଗଡ଼: ହରିୟାଣାରେ ଜଣେ ୨୧ବର୍ଷୀୟ ଯୁବକ ନିଜ ବିବାହ ବାର୍ଷିକୀରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ପରଦିନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲା। ଅଭିଯୁକ୍ତ ସ୍ବାମୀର ନାଁ ଫୈଜାନ ଓ ସେ…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ଼ କରି ମୋଟର ସାଇକେଲ୍‌ ଲୁଟିନେଲେ ଦୁର୍ବୃତ୍ତ

ନବରଙ୍ଗପୁର: ଛୁରାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଠାରୁ ମୋଟର ସାଇକେଲ୍‌ ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଛାଲିପେଟା ଗାଁ ନିକଟରେ। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦ୍ରସାଏ ନାୟକ (୫୦)…
ଅଧିକ ଖବର ଦେଖନ୍ତୁ...

ପୁଣି ଏକ ସେକ୍ସ ରାକେଟ ଠାବ କଲା ମୁମ୍ବାଇ ପୁଲିସ, ‘ସାବଧାନ୍ ଇଣ୍ଡିଆ’ ଅଭିନେତ୍ରୀଙ୍କ ସମେତ ୩ ଯୁବତୀ…

ମୁମ୍ବାଇ: ପୁଣି ଥରେ ମୁମ୍ବାଇ ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି। ଜାନୁଆରି ୧୦ରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିବା ସହ ଜଣେ ମଡେଲ ଓ ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଏବେ ପୁଲିିସ ମୁମ୍ବାଇର ତିନି ତାରକା ହୋଟେଲରେ ଚାଲୁଥିବା ସେକ୍ସ ରାକେଟକୁ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ଗୁଳି ବାଜିବା ପରେ ୭ କିଲୋମିଟର ଗାଡ଼ି ଚଳାଇ ପୁଲିସ ‌ଷ୍ଟେସନରେ ପହଞ୍ଚିଲେ ମହିଳା, ପରେ ସାମ୍ନାକୁ ଆସିଲା…

ଚଣ୍ଡିଗଡ଼: ମୁଣ୍ଡରେ ଦୁଇଟି ଗୁଳି ଓ ମୁହଁରେ ଗୋଟେ ଗୁଳି ବାଜିବା ପରେ ମଧ୍ୟ ହାର ନ ମାନି ୭ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଳାଇ ପୁଲିସ ଷ୍ଟେସନରେ ପହଞ୍ଚିଲେ ମହିଳା। ନିଜ ଭାଇ ଓ ନାବାଳକ ପୁତୁରା କରିଥିବା ଅପରାଧ ବିଷୟରେ ପୁଲିସକୁ ଜଣାଇବା ପାଇଁ ମହିଳାଜଣକ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ହେଲମେଟ୍ ନ ପିନ୍ଧିଲେ ଲେଖିବାକୁ ପଡ଼ୁଛି ରଚନା ! ଜାଣନ୍ତୁ ପୂରା ଘଟଣା

ଭୋପାଳ: ଲୋକମାନଙ୍କୁ ହେଲମେଟ୍ ନ ପିନ୍ଧିଥିବାର ଦେଖି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଟ୍ରାଫିକ୍ ପୁଲିସ ଭିନ୍ନ ଉପାୟରେ ଦଣ୍ଡ ଦେବା ଆରମ୍ଭ କରିଛନ୍ତି। ଯେଉଁ ଲୋକ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ଧରା ପଡ଼ୁଛନ୍ତି, ତାଙ୍କୁ ୧୦୦ଶବ୍ଦ ମଧ୍ୟ‌ରେ ଏକ ଛୋଟ ରଚନା ଲେଖିବାକୁ…
ଅଧିକ ଖବର ଦେଖନ୍ତୁ...

୨ୟ ଦିନିକିଆ: ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ, ୧-୧ରେ ଶୃଙ୍ଖଳା

ରାଜକୋଟ୍‌: ଗୁଜୁରାଟର ରାଜକୋଟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଭାରତର ବ୍ୟାଟସ୍‌ମ୍ୟାନ୍‌ ଓ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ ୩୬ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ଆଜି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଚୀନରେ ବ୍ୟାପୁଛି ରହସ୍ୟମୟ ଭାଇରସ, ଭାରତୀୟ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଚୀନରେ ଏକ ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି । ଏହାର ନାଁ ରଖାଯାଇଛି ନୋଭେଲ କୋରୋନା ଭାଇରସ । ୧୧ ଜାନୁଆରି ସୁଦ୍ଧା ପ୍ରାୟ ୪୧ ଜଣ ବ୍ୟକ୍ତିଙ୍କଶରୀରରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣ…
ଅଧିକ ଖବର ଦେଖନ୍ତୁ...