Daily Archives

January 21, 2020

ଅବହେଳାର ଶିକାର ହେବା ପରେ ବିଜେପି ଛାଡ଼ିଲେ ଉଦୟ ପ୍ରଧାନ, ଖୁବ ଶୀଘ୍ର ବିଜେଡ଼ିରେ ଯୋଗଦେବେ!

ଚିକିଟି: ଗତ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଆସନରୁ ବିଜେପି ଟିକେଟ ନ ମିଳିବା ପରେ ଉଦୟ ପ୍ରଧାନ ଅବହେଳା ଶିକାର ହୋଇଛନ୍ତି। ଦଳକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ ବି ତାଙ୍କୁ ବିଜେପି ଅବହେଳା କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଫେରିଲା ଥଣ୍ଡା: ବରଫ ଚାଦର ତଳେ ପୂରା ହିମାଚଳ ପ୍ରଦେଶ; ମାତା ବୈଷ୍ଣୋ ଦେବୀ ପୀଠରେ ହେଲା ତୁଷାରପାତ……

ନୂଆଦିଲ୍ଲୀ: ପୁଣି ଥରେ ଥଣ୍ଡା ଲେଉଟିବା ସହ ପୂରା ଉତ୍ତର ଭାରତକୁ ଥରାଇ ରଖିଦେଇଛି। ଆଜି ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଫଳରେ ସାଧାରଣ ଜନଜୀବନ ପୂରା ମାତ୍ରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂରା ହିମାଚଳ ପ୍ରଦେଶ ସତେ ଯେମିତି ଢ଼ାଙ୍କି ହୋଇ ରହିଛି ସଫେଦ୍‌ ଧଳାର ଏକ ବରଫ ଚାଦର। ଗଛ…
ଅଧିକ ଖବର ଦେଖନ୍ତୁ...

ପେରିୟରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବି ନାହିଁ: ରଜନୀକାନ୍ତ

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ତାମିଲନାଡୁର କିମ୍ବଦନ୍ତି ପୁରୁଷ ଇଭି ରାମସ୍ବାମୀ ପେରିୟରଙ୍କ ସଂପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ରଜନୀକାନ୍ତଙ୍କ ନାମରେ ଅଭିଯୋଗ ମଧ୍ୟ ହୋଇଛି। ମଙ୍ଗଳବାର ଖବର ପ୍ରକାଶ ପାଇଛି କି, ତାମିଲ ସୁପରଷ୍ଟାର ତଥା…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କୁ ‘ପଙ୍ଗା କିଙ୍ଗ୍’ ନାମ ଦେଇ କଙ୍ଗନା କହିଲେ, ଗୋଟିଏ ଦିନରେ ଆମେ ଦୁହେଁ ପଙ୍ଗା ନେବୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦଳର ସବୁଠାରୁ ସାହାସୀ ଖେଳାଳି  ଅଧିନାୟକ ବିରାଟ କୋହଲି ବୋଲି ମଙ୍ଗଳବାର ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ କହିଛନ୍ତି। ଆଗାମୀ ସିନେମା ‘ପଙ୍ଗା’ର ପ୍ରଚାର କରୁଥିବା ସମୟରେ କଙ୍ଗନା ଏକ ଟେଲିଭିଜନ୍‌ ସୋ’ରେ କହିଛନ୍ତି,‘ ମୁଁ ପଙ୍ଗା କୁଇନ୍‌…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ପାରିଶ୍ରମିକ ବୃଦ୍ଧି ପାଇ ଏତିକି କୋଟିରେ ପହଞ୍ଚିଲା

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ନିଜର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ରହିଛନ୍ତି। ୨୦୧୯ରେ ଅକ୍ଷୟଙ୍କ ନାମ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ତାଲିକାରେ ଥିଲା। ଏବେ ସେ ଲଗାତାର ହିଟ୍‌ ସିନେମା ଦେଉଥିବା ବେଳେ ବକ୍ସ ଅଫିସରେ ବି ଅକ୍ଷୟଙ୍କ ଅଭିନୀତ ସିନେମା ଭଲ…
ଅଧିକ ଖବର ଦେଖନ୍ତୁ...

ଏଲାୟନ୍ସ ଏୟାର ଝାରସୁଗୁଡ଼ା-କଲିକତା ବିମାନ ଆରମ୍ଭ

ଝାରସୁଗୁଡା: ଏଲାୟନ୍ସ ଏୟାର ବିମାନ ଝାରସୁଗୁଡ଼ା ଠାରୁ କଲିକତା ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତା ୨୭ ରୁ ୩୦ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ସମୟ ନିର୍ଘଣ୍ଟ ଆଜି ପ୍ରକାଶ ପାଇଛି। ଏହି ଚାରିଦିନ ଏଲାୟନ୍ସ ଏୟାର ବିମାନ ୯୧-୭୪୫ କଲିକତାରୁ ସକାଳ ୧୧ ଟା ୪୫ ରେ ଛାଡ଼ି ଝାରସୁଗୁଡ଼ାରେ ୧ ଘଣ୍ଟା ୧୫…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷର ପୁଅ ସ୍ୱର୍ଗବାସୀ ପିତାଙ୍କୁ ଚିଠି ଲେଖିଲା; ‘ବାପା ରାତିରେ ମା’ ଓ ମୋତେ ବହୁତ ଭୟ ଲାଗୁଛି ତୁମେ ଶୀଘ୍ର ଘରକୁ…

ମୁମ୍ବାଇ: ମହାରାଷ୍ଟ୍ରର ବିଡରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଏକ ନୀରିହ ବାଳକ ନିଜର ସ୍ୱର୍ଗବାସୀ ବାପାଙ୍କ ପାଇଁ ଏକ ଚିଠି ଲେଖିଛି। ଏହି ଚିଠିକୁ ଯିଏ ପଢ଼ୁଛି ସିଏ ଭାବୁକ ହୋଇଯାଉଛି। ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବାର ଦୁଃଖ କ’ଣ ତାହା ଏହି ନୀରିହ ପିଲାଟିର ଚିଠିରେ ସ୍ପଷ୍ଟ ଭାବେ ବାରି…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ମଣିଷ ସହ କଦଳୀ ପତ୍ରରୁ ଭାତ ଖାଇଲା ହାତୀ: ଭିଡିଓ ଭାଇରାଲ

ମୁମ୍ବାଇ: ସୋସିଆଲ ମିଡିଆରେ ମଣିଷ ଠାରୁ ଆରମ୍ଭ କରି ବିଭିନ୍ନ  ଜୀବଜନ୍ତୁଙ୍କର କୌତୁହଳପ୍ରଦ ଫଟୋ ଓ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଥାଏ। ଏହି କ୍ରମରେ ନିକଟରେ ମଣିଷ ସହ ହାତୀର ଏକ ସ୍ନେହ ଭରା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି,…
ଅଧିକ ଖବର ଦେଖନ୍ତୁ...

କଲଗାର୍ଲ ବୁକ୍‌ କରି ଠିକଣା ସ୍ଥାନରେ ପହଞ୍ଚିବା ପରେ ବିଛଣାରେ ପତ୍ନୀଙ୍କୁ ଦେଖିଥିଲେ ସ୍ୱାମୀ !

ଉଧମସିଂହ ନଗର: ଉତ୍ତରାଖଣ୍ଡର ଉଧମସିଂହ ନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ହ୍ଵାଟସ୍‌ ଆପ୍‌ରେ ଫୋନ୍‌ କରି ଜଣେ କଲଗାର୍ଲକୁ ଡକାଇଥିଲେ। କିଛି ସମୟରେ ପରେ ହ୍ଵାଟସ୍‌ ଆପ୍‌ରେ ପଠାଇ ଯାଇଥିବା ଠିକଣାରେ ଯୁବକ ଜଣକ ଯାଇ ପହଞ୍ଚି କଲଗାର୍ଲଙ୍କ ଅପେକ୍ଷା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବୋଲେରୋ-ଅଟୋ ମୁହାଁମୁଁହି ଧକ୍କା ଘଟଣା: ଆଉ ଜଣେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରର ୧ନଂ ୱାର୍ଡସ୍ଥିତ ଦୁଗୁଡ଼ି ଠାରେ ସୋମବାର ହୋଇଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ମହିଳାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ମିଳିମା ମଲିକ। ମହିଳାଙ୍କ ମୃତ୍ୟୁ ନେଇ ଆଜି ଖବର…
ଅଧିକ ଖବର ଦେଖନ୍ତୁ...