Daily Archives

February 6, 2020

ଉହାନରୁ ଉଦ୍ଧାର ହୋଇଥିବା ୬୪୫ଭାରତୀୟଙ୍କ କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଫେବ୍ରୁଆରି  ୬ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ…
ଅଧିକ ଖବର ଦେଖନ୍ତୁ...

ସେନା ଆବଶ୍ୟକ କରୁଥିବା ଅସ୍ତ୍ରଶସ୍ତ୍ର ଭାରତରେ ତିଆରି ହେଉ: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ:  ସେନା ଆବଶ୍ୟକ କରୁଥିବା ଅସ୍ତ୍ରଶସ୍ତ୍ର ମେକ ଇନ୍ ଇଣ୍ଡିଆ ପ୍ରକଳ୍ପ ଦ୍ବାରା ନିର୍ମାଣ କରିବାକୁ ସେନା ପ୍ରଚେଷ୍ଟା କରୁଛି | ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ ଆଜି ମେକ ଇନ ଇଣ୍ଡିଆକୁ ନେଇ କିଛି ଏଭଳି ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ମେକ ଇନ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ୨୦୧୦ରେ ଏନପିଆର୍‌ ଆଣିଥିଲା, କିନ୍ତୁ ଏବେ ତାହାକୁ ବିରୋଧ କରୁଛି : ମୋଦୀ

ନୂଆଦିଲ୍ଲୀ : ଦେଶରେ ନାଗରିକତା ଆଇନ ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ସଂପର୍କରେ ବିବାଦ ଚାଲିଥିବାବେଳେ ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେଇ ସେ କହିଛନ୍ତି ଯେ ଦେଶର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, ଶନିବାର ଭୋଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି  । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶନିବାର ମତଦାନ ହେବାକୁ  ଥିବା ବେଳେ ଆଜି ଶେଷ ହୋଇଛି। ଆସନ୍ତାକାଲି  ହେବ  ଅନ୍ଧାରିବିଜେ। ନୂଆ ସରକାର ପାଇଁ ଦିଲ୍ଲୀବାସୀ ଏଥର କାହାକୁ ଆପଣେଇଲେ  ତାହା ୧୧ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ସହାୟକ ହେବ। ଉଚ୍ଚଅଧିକାରୀଙ୍କୁ ସମସ୍ୟା ଜଣାନ୍ତୁ, ସୁଫଳ ମିଳିବ। ବ୍ୟବସାୟରେ ଲାଭ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ମିଥୁନ: ପ୍ରିୟ ବନ୍ଧୁଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ମୋ ସରକାର ପ୍ରଭାବ: ଆମ୍ବଗୁଡା ଫାଣ୍ଡି ଅଧିକାରୀ ନିଲମ୍ବିତ

ଜୟପୁର: ‘ମୋ ସରକାର’ ମହାପ୍ରଭାବ କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବିତ କଲେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ। Based on adverse feedback received about the integrity of…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା-କପ୍ତିପଦାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଆଜି ୨ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଖୋର୍ଦ୍ଧାରେ ମାର୍କେଟିଂ ଇନ୍ସପେକ୍ଟର ମାର୍ସାଲିନ ପଢ଼ିହାରୀ ୨୦ ହଜାର ଟଙ୍କା ଓ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଫରେଷ୍ଟର ଶୋଭାକର ସିଂହ ୫ ହଜାର ଟଙ୍କା ଲାଞ୍ଜ ନେଇ ଭିଜିଲାନ୍ସ ବିଭାଗର…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାକେନ୍ଦ୍ର ଆସି ପରୀକ୍ଷା ଦେଲେ ନବବଧୂ

ବାଙ୍ଗାଲୋର: ପରୀକ୍ଷା ପାଇଁ ବର୍ଷକ ଯାଏଁ ପରିଶ୍ରମ କରିଥିଲେ ବାଙ୍ଗାଲୋରର ହର୍ଷୀତା | କିନ୍ତୁ ପରୀକ୍ଷା ଦିନ ହିଁ ବିବାହ ପାଇଁ ସ୍ଥିର ହୋଇଥିଲା | ପରୀକ୍ଷା ନ ଦେଇ ବିବାହ କରିବାକୁ ଚିନ୍ତା କରିନେଇଥିଲେ କନ୍ୟା | କିନ୍ତୁ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ପ୍ରେରଣା ଫଳରେ…
ଅଧିକ ଖବର ଦେଖନ୍ତୁ...

ଭୁଲ ବାଟରେ ଗାଡ଼ି ଚଳାଇଲେ ଗାଡ଼ି ଜବତ କରିବ ପୁଲିସ

ଭୁବନେଶ୍ୱର: ରାସ୍ତାରେ ଭୁଲ୍ ଦିଗରେ ବା ରଙ୍ଗ୍ ସାଇଡରେ ଗାଡି ଚଳାଉଥିଲେ ସାବଧାନ ‌ହୋଇଯାଆନ୍ତୁ । ଖାସ୍ କରି ଟ୍ୱିନସିଟିରେ ରଙ୍ଗ୍ ସାଇଡରେ ଗାଡି ଚଳାଇଲେ କେବଳ ଯେ ଚକା ଲିକ୍ ହେବ ତାହା ନୁହେଁ ବରଂ ଗାଡି ମଧ୍ୟ ସିଜ୍ କରିବ ପୁଲିସ । ଏପରିକି ଆଜି ଭୁବନେଶ୍ୱରରେ ରଙ୍ଗ୍ ସାଇଡରେ ଆସୁଥିବା ୬୯…
ଅଧିକ ଖବର ଦେଖନ୍ତୁ...

ରେଳ ବଜେଟ୍‌ରେ ଓଡ଼ିଶା ଲାଗି ବ୍ୟୟ ବରାଦ ହ୍ରାସ ଚିନ୍ତାର ବିଷୟ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତରଫରୁ ଗତ ୧ ତାରିଖରେ ଆଗତ କରାଯାଇଥିବା ରେଳ ବଜେଟ୍‌ରେ ଓଡ଼ିଶାକୁ କମ୍‌ ପାଣ୍ଠି ମିଳିଛି ବୋଲି ବିଜେଡି ଅଭିଯୋଗ କରିଛି। ରେଳ ବଜେଟକୁ ନେଇ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ରେଳ ବଜେଟ୍‌ରେ ଓଡ଼ିଶାକୁ ପାଣ୍ଠି ହ୍ରାସ…
ଅଧିକ ଖବର ଦେଖନ୍ତୁ...