Daily Archives

March 10, 2020

ପ୍ରେମ ଆଗରେ ହାର୍ ମାନିଲା ରକ୍ତ ସଂପର୍କ: ‌ପ୍ରେମିକା ସହ ବିବାହ କରାଇବାକୁ ମନା କରିବାରୁ ନିର୍ମମ ଭାବେ ମା’କୁ ହତ୍ୟା…

ଆଗ୍ରା: ଯେତେବେଳେ ମଣିଷ କେବଳ ନିଜ ବିଷୟରେ ଭାବିବା ଆରମ୍ଭ କରିଥାଏ ସେତେବେଳେ ସମ୍ପର୍କର ମୂଲ୍ୟ ଏବଂ ପବିତ୍ରତା ଦୁର୍ବଳ ହୋଇଯାଇଥାଏ। ଯାହାର ଏକ ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ। ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିବା ଏବଂ ତାକୁ ବିବାହ କରିବାର…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳ ସାରି ଡ୍ୟାମରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଜଣେ ମୃତ

ବାରିପଦା: ହୋଲି ଖେଳ ହେଲା କାଳ। ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ। ମୃତକ ଜଣକ ବାରିପଦା ସହର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ୨ଟା ୩୦ ମିନିଟ ବେଳେ ହୋଲି ଖେଳ ସାରି ନିଜର ଜଣେ ବନ୍ଧୁଙ୍କ ସହ ବାରିପଦା ସହର ଠାରୁ ୧୭ କି.ମି. ଦୂର…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଖରାପ ପ୍ରଭାବ ବିଷୟରେ…

ରାସ୍ତା କଡ଼ରେ ମିଳୁଥିବା ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଏବେ ମିଠା ମକାର ଚାହିଦା ଅଧିକ । ଖାସ୍‌ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା ଖାଇବାର ମଜା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗରରେ ଯୁବକଙ୍କୁ ଛୁରାମାଡ଼ ପରେ ଡାକ୍ତରଖାନାରେ ମୃତ୍ୟୁ, ବଲାଙ୍ଗୀରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରଜରାଜନଗର/ବଲାଙ୍ଗୀର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଟନେଲ ରୋଡରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଯୁବକ ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଯୋରଖଣ୍ଡିପଡ଼ାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

କାର ବିକ୍ରିରେ ଅଲ୍ଟୋକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କଲା ସ୍ୱିଫ୍ଟ

ନୂଆଦିଲ୍ଲୀ: ଫେବୃୟାରୀ ମାସରେ ଅଟୋ ସେକ୍ଟରରେ ସବୁ କାର କମ୍ପାନୀଙ୍କ ବିକ୍ରି କମିଛି | ତେବେ ରେନଲଟ ଓ ଫୋର୍ଡ଼ କମ୍ପାନୀର କାର ୨୦୧୯ ତୁଳନାରେ ୨୦୨୦ରେ ବଢ଼ିଥିବାର ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଫେବୃୟାରୀ ମାସରେ କାର ବିକ୍ରିରେ ୧ ନମ୍ବର ସ୍ଥାନ ହାସଲ କରିଛି ମାରୁତି ସ୍ୱିଫ୍ଟ |…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଟ୍ରକ୍‌ ଧକ୍କାରେ ୨ ମୃତ, ୨ ଗୁରୁତର

ଯୁଯୁମୁରା/ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଓ ଯୁଯୁମୁରା ନିକଟରେ ଆଜି ଟ୍ରକ ଚାପାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ମନୋଜ ନାୟକ (୨୫) ଓ କଳ୍ପତରୁ ବେହେରା (୨୬)। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ଜେଲ ଗଲେ ସିଆରପିଏଫ ଯବାନ

ବାଙ୍ଗିରିପୋଷି: ଆଉ ଗୋଟିଏ ଦିନ ଗଡି ଯାଇଥିଲେ ବାଜିଥାନ୍ତା ବାଜା, ଫୁଟିଥାନ୍ତା ରୋଷଣୀ। ବାହାଘର ପାଇଁ ଉଭୟ ପରିବାର ଘରକୁ ଆସି ସାରିଥିଲେ କୁଣିଆ। ଟେଣ୍ଟ ଦିଆ ସରିଥିଲା। ହେଲେ ବିଧିର ବିଧାନ ଅଲଗା ଥିଲା। ପ୍ରେମିକାକୁ ପ୍ରତାରଣା କରି ବିବାହ ଗୋଟିଏ ଦିନ ପୂର୍ବରୁ ଜେଲ ଯାଇଛନ୍ତି ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ସହ ଦିନିକିଆ ମ୍ୟାଚ ପାଇଁ ଟିମ ଇଣ୍ଡିଆର ଅଭ୍ୟାସ ଜାରି

ଧର୍ମଶାଳା: ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଟିମ ଇଣ୍ଡିଆ ପକ୍ଷରୁ ଜୋରସୋରରେ ଅଭ୍ୟାସ ଚଳାଇଛି | ଆଜି ଧର୍ମଶାଳାରେ ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ଖେଳାଳିମାନେ ମଧ୍ୟ ଅଭ୍ୟାସ କରିଥିଲେ | ରବିବାର ଦିନ ଭାରତୀୟ କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସେୟାର କରିବା ପରେ ଜୀବନ ହାରିଲେ ନାବାଳିକା

ଅହମଦାବାଦ୍: ମଙ୍ଗଳବାର ଦିନ ଗୁଜୁରାଟର ଅହମଦାବାଦରେ ଥିବା ଚରଣନଗର ଅଞ୍ଚଳରେ ଜଣେ ୧୬ବର୍ଷର ବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅବସାଦଗ୍ରସ୍ତ ହୋଇ ସୋମବାର ସନ୍ଧ୍ୟାରେ ସେ ନିଜ ଘରର ଛାତରୁ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ: ଲକ୍ଷେ ୪୦ ହଜାର ଟଙ୍କା ଜବତ, ୧୦ ଗିରଫ

ଆସ୍କା: ଆଜି ଅପରାହ୍ନରେ ସ୍ଥାନୀୟ ଥାନା ଅନ୍ତର୍ଗତ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଚାଲିଥିବା ଜୁଆଆଡ୍ଡା ଉପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଚଢ଼ାଉ କରିଛି। ପୁଲିସ ସେଠାରୁ ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…
ଅଧିକ ଖବର ଦେଖନ୍ତୁ...