Daily Archives

April 1, 2020

ଭୁବନେଶ୍ୱର: ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା ୬ଟି ଦୋକାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏଜି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଅଗ୍ନିକାଣ୍ଡ ଘଟିଛି । ଇଣ୍ଡିଆନ ଏୟାରଲାଇନ୍ସ କାର୍ଯ୍ୟାଳୟ ନିକଟରେ ଥିବା ଏହି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ହେବାରୁ ୬ଟି ଦେକାନ ସଂପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି । ସେହିପରି ୨ଟି…
ଅଧିକ ଖବର ଦେଖନ୍ତୁ...

୨୦୧୯-୨୦ରେ ଓଡ଼ିଶାରୁ ୨୯,୬୭୭ କୋଟିର ଜିଏସଟି ସଂଗ୍ରହ, ପୂର୍ବବର୍ଷ ତୁଳନାରେ ୧୦% ବୃଦ୍ଧି

ଭୁବନେଶ୍ୱର : ନିକଟରେ ସମାପ୍ତ ୨୦୧୯-୨୦ ଆଥିର୍କ ବର୍ଷରେ ଓଡ଼ିଶାର ଜିଏସଟି ରାଜସ୍ୱ ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇ ୨୯୬୭୭ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୮-୨୯ରେ ଏହା ୨୬,୯୫୨ କୋଟି ଟଙ୍କା ଥିଲା । ତେବେ ମାର୍ଚ୍ଚମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୨୬୩୩ କୋଟି ଟଙ୍କା ରହିଛି, ଯାହାକି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଗଲେ

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ଯୁବକ ଜଣକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମୟସୀମା ମଧ୍ୟରେ ଅଫିସ କାର୍ୟ୍ୟ ସମାପ୍ତ କରିବେ। ଉପରସ୍ଥ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ବୃଷ: ସାଥୀଙ୍କ କଥାକୁ ଧୈର୍ୟ୍ୟ ଧରି ଶୁଣନ୍ତୁ। ସୁସମ୍ପର୍କ ବଜାୟ ରଖିବା ଲାଗି ତର୍କ କରନ୍ତୁ ନାହିଁ। ବାହାରକୁ ଗଲେ ସାବଧାର ରହନ୍ତୁ।…
ଅଧିକ ଖବର ଦେଖନ୍ତୁ...

ଲକଡାଉନର ଲାଭ ଉଠାଇ ଦିଲ୍ଲୀ ପୁଲିସ ଉପରେ ଆକ୍ରମଣ କରିପାରନ୍ତି ଆଇଏସଆଇଏସ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ-୧୯ ପାଇଁ ଡ୍ୟୁଟିରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ଆଇଏସ୍ ଆତଙ୍କବାଦୀମାନେ ଟାର୍ଗେଟ କରିବାର ଆଶଙ୍କା ରହିଛି ବୋଲି ଦିଲ୍ଲୀ ପୁଲିସ ଏକ ଆଡ଼ଭାଇଜରି ଜାରି କରିଛି। କୋଭିଡ-୧୯ ଡ୍ୟୁଟି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସୀମା ସିଲ୍, ଆନ୍ଧ୍ରପ୍ରଦେଶର ମୁକୁଳା: ଗଳା ରାସ୍ତାରେ ପଶି ଆସୁଛନ୍ତି ବାହାର ରାଜ୍ୟ ଶ୍ରମିକ, ବିପଦ ମୁଣ୍ଡାଉଛି…

ରାୟଗଡ଼ା: ଓଡ଼ିଶା ସୀମା ସିଲ୍। ହେଲେ ମୁକୁଳା ପଡ଼ିଛି ଆନ୍ଧ୍ରପ୍ରଦେଶ ସୀମା। ଦୁଇଟି ଏସପିଓ ଯବାନଙ୍କୁ ମୁତୟନ କରି କାମ ସାରି ଦେଇଛନ୍ତି ଆନ୍ଧ୍ର ସରକାର। ଫଳରେ ଦୈନିକ ଗଳା ରାସ୍ତା ଦେଇ ଓଡ଼ିଶାର ଗାଁ ଗଣ୍ଡାକୁ ପଶି ଆସୁଛନ୍ତି ବାହାର ରାଜ୍ୟ ଶ୍ରମିକ। ଖବର ପାଇ ପ୍ରଶାସନ ଶ୍ରମିକଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଗୁରୁବାର ୧୧ଟାରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସ୍ଥିତିର ସମୀକ୍ଷା କରିବେ…

ନୂଆଦିଲ୍ଲୀ: ଦେଶରେ ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ସମୀକ୍ଷା କରିବେ। କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍‌ ଡାଉନ୍‌କୁ ଏକ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ଟୀକା ଉଦ୍ଭାବନ ଦିଗରେ ଇସ୍ରାଏଲର ଅଗ୍ରଗତି, ମୂଷାଙ୍କ ଶରୀରରେ ପରୀକ୍ଷଣ ଆରମ୍ଭ

ଜେରୁଜେଲମ : କରୋନା ଭାଇରସ ସମଗ୍ର ମାନବ ଜାତି ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଥିବାବେଳେ ଏହାର ଟୀକା ଓ ଔଷଧ କେବେ ଆସିବ ତାହାକୁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ବିଶ୍ୱର ବିକଶିତ ଦେଶମାନେ ଏହି ଭୁତାଣୁ ଉପରେ ଗବେଷଣା ଜାରିରଖିଛନ୍ତି । ଇସ୍ରାଏଲର ବୈଜ୍ଞାନିକମାନେ କରୋନା ଭାଇରସର…
ଅଧିକ ଖବର ଦେଖନ୍ତୁ...

୧୦ମ ଏବଂ ଦ୍ୱାଦଶ ଶ୍ରେଣୀର କେବଳ ୨୯ଟି ବିଷୟ ପାଇଁ ପରୀକ୍ଷା କରିବ ସିବିଏସଇ : କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି | କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ୨୯ଟି ମୁଖ୍ୟ ବିଷୟରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ପରୀକ୍ଷା ଦେବେ  ବୋଲି କେନ୍ଦ୍ର ଏଚଆରଡି ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ହାଇଟେକ୍‌ ମେଡିକାଲରେ ଖୋଲିଲା ୨୦୦ ଶଯ୍ୟା କୋଭିଡ୍‌-୧୯ ହସ୍ପିଟାଲ, ୧୦ ଶଯ୍ୟାରେ ଭେଣ୍ଟିଲେଟ୍‌ର ଓ ଆଇସିୟୁ ସୁବିଧା

ରାଉରକେଲା: ଭୁବନେଶ୍ବର କିମ୍‌ସ୍‌ ଓ ସମ୍‌ ପରେ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ। ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଇଟେକ୍‌ ମେଡିକାଲ କଲେଜ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...