Daily Archives

April 8, 2020

ଜୀବନ ଜୀବିକା ଉପରେ କରୋନା ମାଡ: ଦୁଃଖରେ କାଟୁଛନ୍ତି କନ୍ଧମାଳ, ଗଂଜାମ ଓ ନୟାଗଡ ଜିଲ୍ଲାର ୪୨ହଜାର କେନ୍ଦୁପତ୍ର…

ଫୁଲବାଣୀ(ବଟକୃଷ୍ଣ ବିହାରୀ): ବିଶ୍ବରେ କରୋନା ସଂକ୍ରମିତ ବଢି ଚାଲିଛି। ଏହାକୁ ନେଇ କାହାର ଜୀବନ ଜୀବିକା ଉଜୁଲାଣି ତ ଆଉ କାହାର ବେଉଷାରେ ଡୋରି ବନ୍ଧା ହେଲାଣି। କରୋନା କଟକଣା ପାଇଁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଲେଣି କେନ୍ଦୁପତ୍ର ତୋଳାଳୀ। ଫୁଲବାଣୀ କେନ୍ଦୁପତ୍ର ଡିଭିଜିନ ଅଧିନରେ…
ଅଧିକ ଖବର ଦେଖନ୍ତୁ...

କରୋନା ମାଡ଼: ଦୁର୍ଦିନରେ ଡଙ୍ଗରିଆ, ଜୀବନ ଜୀବିକା ଠପ୍, ବଜାରକୁ ଆସି ପାରୁନି କୃଷି ଉତ୍ପାଦିତ ଦ୍ରବ୍ୟ

ରାୟଗଡ଼ା, (ନବୀନ ସାହୁ): ବଜାରକୁ ଆସି ପାରୁନି କୃଷି ଉତ୍ପାଦିତ ଦ୍ରବ୍ୟ। ଯାତାୟତ କଟକଣା ପାଇଁ ବ୍ୟବସାୟୀ ବି ପହଞ୍ଚି ପାରୁନାହାନ୍ତି ଗାଁରେ। ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ପନିପରିବା ସମେତ ବିଭିନ୍ନ ସାମଗ୍ରୀର ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଡଙ୍ଗରିଆ। ବର୍ଷର…
ଅଧିକ ଖବର ଦେଖନ୍ତୁ...

ନିଜର ସମସ୍ତ ପୁରସ୍କାର ବିକି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୩୦ ଲକ୍ଷ ଟଙ୍କା ଦାନ କଲେ ଏହି ‌ଯୁବ ଖେଳାଳି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ପୂର୍ବରୁ ବହୁ ସିନେ ତାରକା ଓ କ୍ରିକେଟ୍‌ ତାରକା ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରି ସାରିଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇ ଚର୍ଚ୍ଚା ପାଲଟିଛନ୍ତି ଗଲ୍‌ଫର୍‌(ଗଲ୍‌ଫ୍‌ ଖେଳାଳି) ଅର୍ଜୁନ ଭଟ୍ଟି। ଏହି ଯୁବ ଖେଳାଳି ଜଣକ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପରିବାର ସହ ନିଜର ୭୮ତମ ଜନ୍ମଦିବସ ପାଳନ କଲେ ଜିତେନ୍ଦ୍ର

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ର ତାଙ୍କ ୭୮ତମ ଜନ୍ମ ଦିବସ ପାଳନ କରିଛନ୍ତିି। ସେ ତାଙ୍କ ପରିବାର ସହ ନିଜ ଜନ୍ମଦିନକୁ ପାଳନ କରିଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ତଥା ଜିତେନ୍ଦ୍ରଙ୍କ କନ୍ୟା ଏକ୍‌ତା କପୁର୍‌ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପରେ ଏବେ ଦିଲ୍ଲୀରେ ଫେସ୍‌ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଓଡ଼ିଶା ପରେ ଏବେ ଦିଲ୍ଲୀରେ ବି ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜଧାନୀ ଦିଲ୍ଲୀରେ ଏବେ ଫେସ୍‌ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ଯଦି କେହି ଏହାକୁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ଇତିହାସ ଲୁଚାଇଥିବାରୁ ସୁସ୍ଥ ହେବା ପରେ ଏବେ ପୁଲିସ୍‌କୁ ସାମ୍ନା କରିବେ କନିକା କପୁର୍‌

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌କୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ବେବି ଡଲ୍‌ କନିକା କପୁର୍‌ଙ୍କୁ ଏବେ ଘରକୁ ପଠାଇ ଦିଆଯାଇଛି। ତାଙ୍କୁ ୧୪ ଦିନ ପାଇଁ ଆସୋଲେସନ୍‌ରେ ରଖାଯିବା ପରେ ତାଙ୍କ ରିପୋର୍ଟରୁ କରୋନା ନେଗେଟିଭ୍‌ ବାହାରିଛି। ତାଙ୍କର ଆଇସୋଲେସନ୍‌ ସମୟ ସରିଯିବା ପରେ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ମୁକ୍ତ ହେବା ପରେ ନିଜର ଲୋମଟାଙ୍କୁରା କାହାଣୀ ବଖାଣିଲେ ଏହି ଯୁବକ

ମୁମ୍ବାଇ: କରୋନା ଭାଇରସ୍‌ ଯେତେ ବି ସାଂଘାତିକ ହଉ ନା କାହିଁକି କିଛି ଆକ୍ରାନ୍ତଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ଖବର ଲୋକଙ୍କ ଭିତରେ ଏକ ଆଶା ସୃଷ୍ଟି କରୁଛି ନିଶ୍ଚୟ। ମାତ୍ର କରୋନା ଭାଇରସ୍‌ ସହ ଲଢ଼େଇ କରିବା ପାଇଁ ଯେଉଁଠି ଜଣଙ୍କୁ ଅନ୍ୟ ଜଣଙ୍କର ସମବେଦନା ଟିକେ ଦରକାର ପଡ଼ିଥାଏ, ସେଠାରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ସଂଯୋଗ ନକାଟିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲକଡାଉନ ସମୟରେ ମୋବାଇଲ ସଂଯୋଗ ନକାଟିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର ଟେଲିକମ ସଚିବଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଚିଠି ଲେଖି କହିଛନ୍ତି, ଲକଡାଉନ ଯୋଗୁଁ ଏବେ ଦୋକାନ ବଜାର ବନ୍ଦ ରହିଛି । ଲୋକେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟରେ ଆରମ୍ଭ ହେଲା ଇ-ଫାଇଲିଂ ସୁବିଧା, ଭିଡିଓ କନଫେରେନ୍ସିଂ ଜରିଆରେ ହେବ ଶୁଣାଣି

କଟକ: କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜରୁରୀ ମାମଲା ଦାୟର ଓ ଶୁଣାଣି ପାଇଁ ଆଇନଜୀବୀଙ୍କୁ ଆଉ ବ୍ୟକ୍ତିଗତ ଭାବେ ଓଡ଼ିଶା ହାଇକୋର୍ଟକୁ ଯିବାକୁ ପଡିବ ନାହିଁ। ଘରେ ବସି ଆଇନଜୀବୀ ଓ ମହକିଲମାନେ ଇ-ଫାଇଲିଂ ଜରିଆରେ ହାଇକୋର୍ଟରେ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...